କେବଳ ଏହି ତିନୋଟି ଜିନିଷ ଦାନ ଦ୍ୱାରା ଦୂରେଇ ଯାଇଥାଏ ଆର୍ଥିକ ସମସ୍ୟା, ନିଶ୍ଚିନ୍ତ ଭାବରେ ଜାଣି ରଖନ୍ତୁ

0

ସମାଜରେ ରହିବାକୁ ହେଲେ ମନୁଷ୍ୟ ମାନଙ୍କୁ ଏହା ଆବଶ୍ୟକ ହୋଇ ନଥାଏ ଯେ ସବୁବେଳେ ସବୁ ସମୟରେ ସବୁ କଥାରେ ବୁଝାମଣା କରି ଚଳିବା ଆବଶ୍ୟକ ହୋଇ ଥାଏ l ଦୁନିଆରେ ବହୁତ ଅଲଗା ଅଲଗା ପ୍ରକାରର ଲୋକ ଅଛନ୍ତି, ସେଥିପାଇଁ ସମସ୍ତଙ୍କର ଅଲଗା ଚିନ୍ତା ଧାରା ଓ ସେମାନେ ଦୁନିଆରେ ଖାପ ଖୁଆଇ ଚଳିବା ବହୁତ କଷ୍ଟ ହୋଇ ଥାଏ l ଏହି ସବୁ କାରଣରୁ ଲୋକ mane ବହୁତ ବିପଦରେ ଓ ଦୁଶ୍ଚିନ୍ତାରେ ପଡି ଯାଇ ଥାଏ ଓ ଆମକୁ ଅଧିକ ସମସ୍ୟା ଅଦାକୁ ଟାଣି ନେଇ ଥାଏ l

ଯାହାର କାରଣ ବହୁତ କିଛି ଅଛି l ଆଜିର ଏହି ଆଧୁନିକ ଦୁନିଆରେ ଅଧିକାଂଶ ପରିବାରରେ କଳହ ଓ ଆର୍ଥିକ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି l ଯେଉଁ ଠାରୁ ଚାହିଁଲେ ମଧ୍ୟ ଆମେ ବାହାରକୁ ବାହାରି ପାରୁ ନାହାନ୍ତି l

ଲୋକ ମାନେ ଏହି ସବୁ କାରଣରୁ ମନୁଷ୍ୟ ବହୁତ ଅଧିକ ମାନସିକ ଚିନ୍ତାରେ ରହୁ ଛନ୍ତି l ପରିବାରରେ ଅଶାନ୍ତି ଦେଖାଦିଏ ଓ ପରିବାରରେ ବିଶୃଙ୍ଖଳା ର ସମ୍ମୁଖୀନ ହୁଅନ୍ତି l ଏହି ସବୁ କାରଣରୁ ରକ୍ଷା ପାଇବା ପାଇଁ ଗୋଟିଏ ମାତ୍ର ଦେବତା ଅଛନ୍ତି, ସେ ହେଉଛନ୍ତି ଶନି ଦେବ l ଶନି ଦେବଙ୍କୁ ପୂଜା କଲେ ଆମେ ଏହି ସମସ୍ୟାରୁ ବାହାରି ଯିବେ l ଶନି ଦେବ ଅଧିକ ପରାକ୍ରମୀ ଦେବତା ହୋଇ ଥାନ୍ତି l

ଖୁବ ଶୀଘ୍ର ପ୍ରସନ୍ନ ହୋଇ ଥାନ୍ତି l ଶନି ଦେବଙ୍କୁ ପୂଜା କରିବାର ଵିଧି ଓ ନିୟମକୁ ମାନି ନିଷ୍ଠାରେ ପୂଜା କରିବାର ଵିଧି ରହିଛି l ଯଦି ଏହି ବିଧିର ପୂଜାରେ ବ୍ୟତିକ୍ରମ ଦେଖା ଦେଇଥାଏ, ଶନି ଦେବ ତାଙ୍କୁ ଅଭିଶାପ ଦେଇ ଥାନ୍ତି l ଆମେ ଏହି ତିନୋଟି କାର୍ଯ୍ୟ କଲେ l ସନିଦେବଙ୍କ କୃପାରୁ ମାନସିକ ଚିନ୍ତା, ଆର୍ଥିକ ସମସ୍ୟା ମଧ୍ୟ ଦୂରେଇ ଯିବ l ଆସନ୍ତୁ ଜାଣିବା ଏହି ତିନୋଟି କାର୍ଯ୍ୟ ବିଷୟରେ l

1- ଶନି ବାର ଦିନ ଶନି ଦେବଙ୍କୁ ପୂଜା କରିବା ସମୟରେ ସୋରିଷ ତେଲ ଦାନ କରନ୍ତୁ l ଶନିଦେବ ଶୀଘ୍ର ପ୍ରସନ୍ନ ହୁଅନ୍ତି l ଏହାଦ୍ୱାରା ଘରୋଇ ସମସ୍ୟା ଓ ଆର୍ଥିକ ସମସ୍ୟା ଦୂର ହୋଇଥାଏ l

2- ଶନିବାର ଦିନ କାଉକୁ ଖାଇବାକୁ ଦିଅନ୍ତୁ l କାଉ ଶନିଦେବଙ୍କ ବାହାନ ଅଟେ l ଏଥିପାଇଁ କାଉକୁ ଖାଇବାକୁ ଦେଇ ପ୍ରସନ୍ନ କରାଇ ଥାନ୍ତି l ଏହାଦ୍ୱାରା ମଧ୍ୟ ଆର୍ଥିକ ସମସ୍ୟାରୁ ଦୂରେଇ ରଖନ୍ତି l

3- ଶନିବାର ଦିନ ଲୁହା ଜିନିଷ କିଣିବା ବା ବିକିବା ଦ୍ୱାରା ଶନିଦେବ ଭକ୍ତଙ୍କ ଉପରେ ଖୁସି ହୋଇ ଯାଇଥାନ୍ତି l ଏପରି କଲେ ମାନସିକ ଚାପ ଓ ଦୁଶ୍ଚିନ୍ତା ଦୂରେଇ ଯାଇଥାଏ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।