କେବଳ ଏହି ଚାରୋଟି ନମ୍ବର କହି ପାରିବ ଆପଣଙ୍କର ଆଗାମୀ ଭବିଷ୍ୟତ ଏବଂ ଆପଣଙ୍କ ଚରିତ୍ର , ନିଶ୍ଚିତ ଜାଣି ନିଅନ୍ତୁ

0

ମନୁଷ୍ୟ ଏହି ପୃଥିବୀରେ ପୃଷ୍ଠରେ ମନୁଷ୍ୟ ସହିତ ଅନ୍ୟ ଜୀବ ଜନ୍ତୁଙ୍କୁ ମଧ୍ୟ ସୃଷ୍ଟି କରିଛନ୍ତି l ଭଗବାନ ସମସ୍ତଙ୍କୁ ଭିନ୍ନ ଭିନ୍ନ କରି ଗଢି ଛନ୍ତି l ଏହା ପୃଥିବୀ ମଧ୍ୟରେ ଛପନ କୋଟି ଜୀବ ଜନ୍ତୁକୁ ସୃଷ୍ଟି କରିଛନ୍ତି l ସେ ସବୁ ଭିତରୁ ମନୁଷ୍ୟର ସୃଷ୍ଟି ହେଉଛି ସବୁଠୁ ଶ୍ରେଷ୍ଠ ବୋଲି ଗଣା ଯାଇ ଥାଏ l ଏହି ଧରା ପୃଷ୍ଠରେ ଅଲଗା ଅଲଗା ମନୁଷ୍ୟଙ୍କ ଚରିତ୍ର ଆଦି ରହି ଥାଏ, ଏବଂ ସମସ୍ତଙ୍କ ପ୍ରକୃତି ଅଲଗା ହୋଇଥାଏ l ସବୁ ମଣିଷ ମାନେ ସାଧାରଣତଃ ଅଲଗା ଚିନ୍ତା ଧାରାର ହୋଇ ଥାନ୍ତି l ଖାଲି ମନୁଷ୍ୟ ଜୀବନ ଶ୍ରେଷ୍ଠ ହେଲେ ମଧ୍ୟ ମନୁଷ୍ୟ ବିନା କାହାରି ସହାର୍ଯ୍ୟରେ ବଂଚିବ ଓ ସହାୟତାରେ କାର୍ଯ୍ୟ କରିବା ଏହା କେବେବି ସମ୍ଭବ ହୋଇ ନଥାଏ l

ଲୋକମାନେ ବଂଚିବା ପାଇଁ ଅନ୍ୟର ସାହାର୍ଯ୍ୟ ନିଶ୍ଚିନ୍ତ ଭାବେ ଆବଶ୍ୟକ ହୋଇଥାଏ l ତାହା ଜଣେ ମଣିଷ ହେଉ କିମ୍ବା ପଶୁ ପକ୍ଷୀ ହେଉ ଥାଉ l ପଶୁ ପକ୍ଷୀ ଜୀବ ଜନ୍ତୁ ବଂଚିବା ପାଇଁ ଓ ଖାଦ୍ୟ ଖାଇବା ପାଇଁ ଏକ ନିର୍ଦ୍ଧିଷ୍ଟ ଶୃଙ୍ଖଳ ରହିଛି l ମନୁଷ୍ୟ କ୍ଷେତ୍ରରେ ମଧ୍ୟ ଠିକ ସେହି ପରି ମନୁଷ୍ୟ ବଂଚିବା ପାଇଁ ସମାଜ, ପରିବାର ଓ ବନ୍ଧୁବର୍ଗ ସାହାର୍ଯ୍ୟ ଆବଶ୍ୟକ ହୋଇ ଥାଏ l

ମନୁଷ୍ୟର ସବୁ କାର୍ଯ୍ୟ ହିସାବରେ ତାର ଭାଗ୍ୟ ସୃଷ୍ଟି ହୋଇ ଥାଏ l ଆମେ ଦେଇଥିବା ଏହି ଚାରୋଟି ନମ୍ବର ରେ ନିଜର ଭବିଷ୍ୟତ ଜାଣି ପାରିବେ, ତାହା ହେଉଛି 3,7,24,61 l ଆସନ୍ତୁ ଜାଣିବା ଏହି ନମ୍ବର ବିଷୟରେ l

1- ଯଦି ଆପଣ 3 ନମ୍ବର ବାଚୁଛନ୍ତି ତେବେ ଆପଣ ବହୁତ ସ୍ୱାଭିମାନୀ ବ୍ୟକ୍ତି ଅଟନ୍ତି l ଆପଣ ନିଜ ଇଚ୍ଛା ଅନୁସାରେ ସବୁ କାର୍ଯ୍ୟ କରିବାକୁ ଭଲ ପାଇଥାନ୍ତି l ନିଜର କଥା କହିବାର ଶୈଳୀରେ ଲୋକ ମାନଙ୍କୁ ଆକର୍ଷିତ କରି ଥାନ୍ତି l ଆପଣ ସବୁବେଳେ ନିଜର ଲକ୍ଷ୍ୟ ଅନୁସାରେ କାର୍ଯ୍ୟ କରି ଥାନ୍ତି l

2- ଯଦି ଆପଣ 7 କୁ ବାଛିଛନ୍ତି ତେବେ ଆପଣ ଜଣେ ସରଳ ପ୍ରକୃତିର ମନୁଷ୍ୟ ଅଟନ୍ତି l ସବୁ ପରିସ୍ଥିତିରେ ମୁଖରେ ଖୁସି ବଜାଇ ରଖି ଥାନ୍ତି l ସବୁବେଳେ ଅନ୍ୟକୁ ଖୁସିରେ ରଖି ବାକୁ ଚେଷ୍ଟା କରନ୍ତି l

3- ଯଦି ଆପଣ 24 ବାଛି ଛନ୍ତି ତେବେ ଆପଣ ସବୁବେଳେ ସତ କହିଥାନ୍ତି l ଯାହା ପରିସ୍ଥିତି ହେଉନା କାହିଁକି ମିଛ କେବେ କୁହନ୍ତି ନାହିଁ l ସତ କହିବା ପାଇଁ ପରିବାର ବିରୁଦ୍ଧରେ ଯିବାକୁ ପଡିଥାଏ l ମନ ମଧ୍ୟ ପରିସ୍କାର ଅଟେ l

4- ଯଦି 64 କୁ ଆପଣ ବାଛିଛନ୍ତି ତେବେ ଜୀବନରେ ଆପଣ ଏକୁଟିଆ ରହିବାକୁ ପସନ୍ଦ କରିଥାନ୍ତି l ନିଜ ଜୀବନ ଭିତରେ ଅନ୍ୟ କେହି କଥା କହିଲେ ଏହା ପସନ୍ଦ କରନ୍ତି ନାହିଁ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।