ଆଜିର ଏହି ପ୍ରତିଯୋଗିତାପୂର୍ଣ୍ଣ ଦୁନିଆରେ ସମସ୍ତେ ପରୀକ୍ଷାରେ ଭଲ ନମ୍ବର ପଛରେ ଗୋଡାଉଛନ୍ତି।ତେଣୁ ସେମାନେ ବାହାର ଦୁନିଆ ର ଖବର ବା ଜ୍ଞାନ ଆହରଣ କରି ପାରୁ ନାହାଁନ୍ତି।ଯାହାଦ୍ୱାରା ସେମାନେ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି ସତ କିନ୍ତୁ ବାହାର ଦୁନିଆ ରେ ଏକା ଚଳି ପାରୁ ନାହାଁନ୍ତି।
ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁ ରେ ମଧ୍ୟ ସେମାନେ ଏହି ସବୁ ପ୍ରଶ୍ନର ଉତ୍ତର ଦେଇ ପାରୁ ନାହାଁନ୍ତି।ତେଣୁ ଦୁନିଆ ରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆର ଜ୍ଞାନ ବିଷୟରେ ଜାଣିବା ଆବଶ୍ୟକ।ତେଣୁ ଆଜି ଆମେ ଆପଣଙ୍କୁ ଆମ ଦେଶ ଓ ରାଜ୍ୟ ସମ୍ବନ୍ଧିତ ଏବଂ ବିଜ୍ଞାନ ଓ ଆମ ଶରିର ସମ୍ପର୍କିତ ୧୮ ଗୋଟି ଚତୁର ପ୍ରଶ୍ନ ଓ ସେ ଗୁଡ଼ିକର ଉତ୍ତର ବିଷୟରେ କହିବୁ।ଏହି ପ୍ରଶ୍ନ ଗୁଡ଼ିକ ଆପଣ ମାନେ ହୁଏତ କେବେବି ଶୁଣି ନଥିବେ ଏବଂ ଏହା ଆପଣଙ୍କ ଜ୍ଞାନ ଭଣ୍ଡାର କୁ ଉନ୍ନତ କରିବ।
ଏହି ପ୍ରଶ୍ନ ଗୁଡ଼ିକ ଆପଣଙ୍କୁ ନିଶ୍ଚିତ ରୂପେ ଭଲ ଲାଗିବ।ତେଣୁ ଆପଣ ଏହି ଆର୍ଟିକିଲ କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ଓ ଏହାର ଉତ୍ତର କୁ ଧ୍ୟାନ ଦେଇ ମନେ ରଖନ୍ତୁ। କାରଣ ଏହା ଭବିଷ୍ୟତ ରେ ଆପଣଙ୍କ କାମରେ ଆସି ପାରେ।ତେବେ ଆସନ୍ତୁ ଜାଣିବା ସେହି ୧୮ ଟି ପ୍ରଶ୍ନ ବିଷୟରେ;
୧:- ଭାରତ ଠାରୁ ପାକିସ୍ତାନ କେବେ ଅଲଗା ହୋଇ ଥିଲା?
ଉତ୍ତର:- ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ।
୨:- କେଉଁ ୠଷି ମାଆ ପେଟରୁ ବେଦ ପାଠ କରି ଥିଲେ?
ଉତ୍ତର:- ଅଷ୍ଟ ବକ୍ର।
୩:- ବାଳୀ ଓ ସୁଗ୍ରୀବଙ୍କ ପିତାଙ୍କ ନାମ କଣ?
ଉତ୍ତର:- ସୂର୍ଯ୍ୟ ଓ ଚନ୍ଦ୍ର।
୪:- ଦକ୍ଷ ରାଜାଙ୍କ ୨୭ ଜଣ କନ୍ୟାଙ୍କୁ ଏମାନଙ୍କ ମଧ୍ୟରୁ କିଏ ବିବାହ କରିଥିଲେ?
ଉତ୍ତର:- ଇନ୍ଦ୍ର।
୫:- ବିଷ୍ଣୁଙ୍କ ଗଦାର ନାମ କଣ?
ଉତ୍ତର:- କୌମଦି।
୬:- ସୋମନାଥ ମନ୍ଦିର ଭାରତର କେଉଁ ରାଜ୍ୟରେ ଅବସ୍ଥିତ?
ଉତ୍ତର:- ଗୁଜୁରାଟ।
୭:- କୈଳାସ ମନ୍ଦିର କେଉଁ ଠାରେ ଅବସ୍ଥିତ?
ଉତ୍ତର:- ଏଲୋରା।
୮:- ଗୀତାଞ୍ଜଳି ପୁସ୍ତକର ରଚନା କିଏ କରି ଥିଲେ?
ଉତ୍ତର:- ରବୀନ୍ଦ୍ର ନାଥ ଟାଗୋର।
୯:- କବି ମଞ୍ଜୁଳ ଉପାଧି କେଉଁ କବିଙ୍କୁ ପ୍ରଦାନ କରା ଯାଇଛି?
ଉତ୍ତର:- କୃଷ୍ଣ ପ୍ରସାଦ ବସୁ।
୧୦:- ବିଚିତ୍ର ରାମାୟଣ ର ଲେଖକ କିଏ?
ଉତ୍ତର:- ବିଶ୍ୱନାଥ ଖୁଣ୍ଟିଆ।
୧୧:- ଭାରତର ପ୍ରଥମ ବାରିଷ୍ଠର କିଏ?
ଉତ୍ତର:- ଜେ. ଏସ୍.ଠାକୁର।
୧୨:- ଭାରତର ପ୍ରଥମ ଶାରୀରିକ ଅକ୍ଷମ ପର୍ବତରୋହି କିଏ?
ଉତ୍ତର:- ମନୀନ୍ଦ୍ର ପାଲ।
୧୩:- ଦଣ୍ଡ ଓ ରପଣା ନୃତ୍ୟ ଓଡ଼ିଶାର କେଉଁ ଜିଲ୍ଲାରେ ପରିବେଷଣ କରା ଯାଏ?
ଉତ୍ତର:- ଗଞ୍ଜାମ।
୧୪:- ମଣିପୁରୀ କେଉଁ ରାଜ୍ୟର ପ୍ରସିଦ୍ଧ ନୃତ୍ୟ?
ଉତ୍ତର:- ମଣିପୁର।
୧୫:- ୧୦, ୧୪,୧୮, ୨୨,୨୬ ର ପରବର୍ତ୍ତୀ ସଂଖ୍ୟା କେତେ ହେବ?
ଉତ୍ତର:- ୩୦
୧୬:- ୪୩୫୮=୨୦ ହେଲେ ୧୫୩୮=କେତେ?
ଉତ୍ତର:- ୧୭
୧୮:- ଭାରତର ଆୟତନ କେତେ ବର୍ଗ କିଲୋମିଟର?
ଉତ୍ତର:- ୩୨,୮୭,୨୬୩ କିମି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।