କେବେ ମଧ୍ୟ ମହିଳା ମାନଙ୍କ ଏହି ଗୋଟିଏ ଜିନିଷ ଲୁଚି ଦେଖନ୍ତୁ ନାହିଁ ନଚେତ ଆସିପାରେ ମହା ବିପତ୍ତ…..

0

ମୁନୁଷ୍ୟ ଜାଣତରେ ହେଉ ବା ଅଜାଣତରେ ଏମିତି କିଛି କାର୍ଯ୍ୟ କରିଥାଏ , ଯାହାକି କ୍ଷମା ପାଇବାର ମଧ୍ୟ ଯୋଗ୍ୟ ହୋଇ ନଥାଏ । ଏହା ଏକ ଏପରି ପାପା ଅଟେ ଯାହାକୁ କରିବା ଦ୍ୱାରା ଆପଣଙ୍କ ପାପ ର ଭାର ଏତେ ବଢିଯାଏ ଯେ ମରିବା ପରେ ମଧ୍ୟ ତାହା ମନୁଷ୍ୟର ପିଛାଛାଡି ନଥାଏ । ଶାସ୍ତ୍ରରେ ମଧ୍ୟ ବର୍ଣ୍ଣିତ ରହିଛି ଯେ ଯେଉଁ ପୁରୁଷ ଯଦି କୌଣସି ମହିଳାଙ୍କୁ ଏହି ଅବସ୍ଥାରେ ଦେଖେ ତେବେ ତାକୁ ପର ଜନ୍ମରେ ମଧ୍ୟ ଏହି ପାପର ଶାସ୍ତି ଭୋଗିବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ପୁରୁଷମାନେ ମହିଳା ମାନଙ୍କୁ କେଉଁ ଅବସ୍ଥାରେ ଦେଖିବା ଉଚିତ୍ ନୁହେଁ ।

ମହିଳା ଏକ ମା ହୋଇଥାଏ , ଯିଏକି ନିଜ ଛୁଆ ପାଇଁ ବଡ ଶବ୍ଦ ଅଟେ , ମହିଳା ମଧ୍ୟ ଏକ ଭଉଣୀ ହୋଇଥାଏ । ଯିଏ ନିଜ ଭାଇ ସହିତ ସବୁ ସୁଖ ଦୁଃଖ ବାଣ୍ଟିଥାଏ , ଦୁନିଆରେ ପ୍ରଥମ ଶବ୍ଦ ଏବଂ ସୁବୁଠାରୁ ବଡ ଆସନ ମହିଳାଙ୍କୁ ହିଁ ଦିଆଯାଇଥାଏ । ମହିଳାଙ୍କ ଗୁଣ କହିଲେ ନସରେ , ସେମାନଙ୍କୁ ଘରର ଲକ୍ଷ୍ମୀ ମଧ୍ୟ ମାନା ଯାଇଥାଏ । ମହିଳା ମାନଙ୍କର ଏହି ଗୁଣକୁ ଦେଖି ଯେଉଁ ପୁରୁଷ ଯଦି ମହିଳାଙ୍କୁ ଏହି ଅବସ୍ଥାରେ ଲୁଚିକରି ଦେଖେ ତେବେ ସେ ମହାପାପୀର ଭାଗୀଦାରୀ ହୋଇଥାଏ ।

ମହିଳା ମାନଙ୍କୁ ଲକ୍ଷ୍ମୀ ସଦୃଶ ମାନା ଯାଇଥାଏ ,ସେମାନଙ୍କ କୋପ ଦୃଷ୍ଟି ରେ ପୃଥିବୀ ମଧ୍ୟ ଧ୍ୱସଂ ହୋଇପାରେ । ଜଣେ ନାରୀ ଚାହିଁଲେ ଘରକୁ ସ୍ୱର୍ଗ କରି ଦେଇଥାଏ , ପରିବାରର ଭାଗ୍ୟ ପରିବର୍ତ୍ତନ କରିପାରେ । ତେଣୁ ମହିଳାଙ୍କୁ ସବୁଠାରେ ସବୁ ସମୟରେ ମାତା ଲକ୍ଷ୍ମୀଙ୍କ ପ୍ରିତିରୂପ ବୋଲି ମାନାଯାଏ । କିନ୍ତୁ ଆନେକ ସମୟରେ ପୁରୁଷ ମାନେ ଏମିତି କିଛି ଭୁଲ କରି ବସିଥାନ୍ତି ଯାହା ସେମାନଙ୍କୁ ପରବର୍ତ୍ତୀ ସମୟରେ ଭୟଙ୍କର ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ସେହି ଭୁଲ ଗୁଡିକ ବିଷୟରେ ।

1. ଗାଧୋଉଥିବା ଅବସ୍ଥାରେ :-

ଶାସ୍ତ୍ରରେ କୁହାଯାଇଛି ଯେ କୌଣସି ମହିଳାଙ୍କୁ ଗାଧୋଉଥିବା ସମୟରେ ଦେଖିବାକୁ ବହୁତ ଅଶୁଭ ମାନା ଯାଇଥାଏ । ମହିଳାଙ୍କୁ ଗାଧୋଉଥିବାର ଦେଖିବା ବ୍ୟକ୍ତି ପାପର ଭାଗିଦାରୀ ବନିଥାଏ ।

2. ପୋଷାକ ଚେଞ୍ଜ କରିବା ଅବସ୍ଥାରେ :-

ମହିଳା ମାନଙ୍କୁ ପୋଷାକ ଚେଞ୍ଜ କରିବା ଦେଖିବା ମଧ୍ୟ ମହାପାପର ଶ୍ରେଣୀରେ ଆସିଥାଏ । କାରଣ ଶାସ୍ତ୍ରରେ ମଧ୍ୟ କୁହାଯାଇଛି ଯେ ଏହିପରି କରୁଥିବା ବ୍ୟକ୍ତିଙ୍କୁ କଠିନ ରୁ କଠିନ ଶାସ୍ତି ମିଳିଥାଏ ।

ଯଦି ଏହି ଭୁଲ ଆପଣଙ୍କ ଦ୍ୱାରା ଜଣା ଅଜଣାରେ ହୋଇଛି ତେବେ କିଛି ଅସୁବିଧା ନାହିଁ , କିନ୍ତୁ ଯଦି ଏହି ଭୁଲ ଆପଣ ଜାଣିଶୁଣି କରିଛନ୍ତି ତେବେ ଆପଣଙ୍କୁ ଆଗାମୀ 7 ବର୍ଷ ପର୍ଯ୍ୟନ୍ତ ଏହି ପାପର ଶାସ୍ତି ଭୋଗିବାକୁ ପ଼଼ିଡିବ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।