ଆଜିକାଲିର ମଣିଷ ଯେତେ ଉନ୍ନତି ପଥରେ ଆଗଉଛନ୍ତି। ସମାଜରେ ଧୀରେ ଧୀରେ ମାନବିକତା ଭଳି ଗୁଣ କମିବାରେ ଲାଗିଛି। ସେଥିପାଇଁ ମନୁଷ୍ୟ ସମାଜରେ ଅନେକ ଅପରାଧ କରୁଛି। ଯାହା ବର୍ତ୍ତମାନ ଏକ ଚିନ୍ତାର ବିଷୟ ପାଲଟିଛି, ପ୍ରତ୍ୟେକ ଦିନ ସମଗ୍ର ବିଶ୍ୱରେ କମ ବେଶି ଅପରାଧ ଘଟି ଚାଲିଛି, ଚୋରି, ହତ୍ୟା, ହତ୍ୟା ଏବଂ ଦୁଷ୍କର୍ମ ଭଳି ଅପରାଧ ବଢି ବଢି ଚାଲିଛି। ଅନେକ ସମୟରେ ଆମେ ଟିଭି, ସମ୍ବାଦ ପତ୍ର, ସୋସିଆଲ ମିଡ଼ିଆ ରେ ଏଭଳି ଘଟଣା ଶୁଣିବା ପାଇଁ ପାଇଥାଉ। ତେବେ ଏହିସବୁ ଘଟଣା ଟିଭି ଖବର କାଗଜରେ କିଛି ତ୍ରୁଟିରେ ପ୍ରଚାର କରି ଲୋକମାନଙ୍କ ସାମ୍ନାରେ ଟ୍ରାଲ ହେବାକୁ ପଡିଥାଏ।
ତେବେ ଏଭଳି ଘଟଣା ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଦେଖିବା ମିଳିଛି। ତେବେ ଯେଉଁ ଘଟଣାଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି, ତାହା ହେଉଛି, ଜଣେ ବଳତ୍କାରୀକୁ ଟିଭି ଆଙ୍କର ଏକ ଲାଇଭ ଟିଭି ଶୋ ରେ ଡେମୋ ଦେଖାଇବା ପଡିଲା ମହଙ୍ଗା, ସବୁଠି ବର୍ତ୍ତମାନ ନିନ୍ଦାର ବିଷୟ ପାଲଟିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ପୂରା ଘଟଣା ବିଷୟରେ;
ଏଭଳି ଏକ ଘଟଣା ଆଫ୍ରିକାରେ ଦେଖିବା ପାଇଁ ମିଳିଛି, ସୂଚନା ଅନୁସାରେ ଆଫ୍ରିକାରେ ଏକ ବଡ଼ ଟିଭି ଶୋ ରେ ଜଣେ ଲୋକପ୍ରିୟ ଆଙ୍କର, ଜଣେ ବଳତ୍କାରି ଅପରାଧିକୁ ବଳତ୍କାର କିପରି କରିଥିଲେ ଡେମୋ ଦେଖାଇବା ପାଇଁ କହିଥିଲେ। ଏହା ପରେ ସେ ଡେମୋ ଦେଖାଇଥିଲେ। ତେବେ ନିଉଜ ଆଙ୍କର ଜଣକ ଜଣେ ବଳତ୍କାରିକୁ ଲାଇଭ ଟିଭି ଶୋ କୁ ଆଣି ଥିଲେ। ଏବଂ ସେ ଲୋକଙ୍କୁ ଜଣାଇବା ପାଇଁ ଚାହୁଁଥିଲେ, କିପରି ଜଣେ ପୁରୁଷ ବଳତ୍କାର କରେ ଆଉ ସେତେବେଳେ ତାର ଶାରୀରିକ ଗତିବିଧି କିପରି ହୋଇଥାଏ। ଏବଂ ସେ ନିଜର ହିତାହତ ଜ୍ଞାନ ଭୂଲି କିପରି ଭାବରେ ମଣିଷରୁ ପଶୁ ପାଲଟିଯାଇଥାଏ। ଏହା ହିଁ ଦୁନିଆକୁ ଦେଖାଇବା ପାଇଁ ଚାହୁଁଥିଲେ।
ଡେମୋ ଦେଖାଇବା ପାଇଁ ସେ ଏକ ନକଲି ଝିଅର ପ୍ଲାଷ୍ଟିକ କଣ୍ଢେଇ ଦିଆ ଯାଇଥିଲା। ଏବଂ ବଳତ୍କାରିକୁ କୁହ ଯାଇଥିଲା ତା ସହିତ ବଳତ୍କାର କରିବା ପାଇଁ , ଠିକ ସେ ଯେମିତି ବଳତ୍କାର କରିଥିଲେ ଠିକ ସେହିପରି ଡେମୋ ଦେଖାଇବା ପାଇଁ କହିଥିଲେ। ସେ ମଧ୍ୟ ଯେପରି ପୂର୍ବରୁ ଜଣେ ଯୁବକଙ୍କୁ ବଳତ୍କାର କରିଥିଲେ ଠିକ ସେପରି ଭାବରେ ବଳତ୍କାର କଲେ। ଏସବୁ ସିଧାସଳଖ ଟିଭିରେ ଲାଇଭ ଦେଖାଉଥିଲେ। ତେବେ ଶୋ ପ୍ରସାରଣ ପରେ ସମଗ୍ର ଆଫ୍ରିକା ବାସୀ ଏଭଳି କୁତ୍ସିତ କାମ ପାଇଁ ତାଙ୍କୁ ନିନ୍ଦା କରିଥିଲେ। ଯେଉଁ ଟିଭି ଆଙ୍କର ଶୋ ପ୍ରସାରଣ କରୁଥିଲେ ତାଙ୍କୁ ପୋଲିସ ଆଇନ ଅନୁଯାୟୀ ଦଣ୍ଡ ବିଧାନ କରିଥିଲେ। ତେବେ ସେ ଆଫ୍ରିକାର ଜଣେ ଲୋକ ପ୍ରିୟ ଟିଭିରେ ଏକ ବଡ଼ ଆଙ୍କର ଥିଲେ। ଯାହା ସମଗ୍ର ଆଫ୍ରିକାରେ ଏଭଳି କର୍ମ ପାଇଁ କଡା କଡି ବିରୋଧ କରିବା ସହିତ ନିନ୍ଦା ମଧ୍ୟ କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।