କେମିତି ଥିଲା ରାନୁଙ୍କ Reception ର ମଜା ମସ୍ତି..ଦେଖନ୍ତୁ ଭିଡ଼ିଓ….

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବାର ଆପଣ ଦେଖିବକି ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣକୁ ଆପଣଙ୍କ ପ୍ରିୟ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସର ଏକ ସୁନ୍ଦର ବ୍ଲଗ ଭିଡିଓ ବିଷୟରେ କହିବି |ଆପଣ ଆଗରୁ ରାନୁଙ୍କର ମେରେଜ ଭିଡିଓ ଦେଖିଥିବେ ନିଶ୍ଚିତ ହେଲେ ଆଜି ଆପଣକୁ ଏକ ନୂଆ ଭିଡିଓ ରାନୁଙ୍କ ରିସେପସନ ପାର୍ଟିର ସମସ୍ତଙ୍କ ମସ୍ତିର ଏକ ସୁନ୍ଦର ବ୍ଲଗ ଭିଡିଓ ଦେଖିବାକୁ ପାଇବେ |ପିଣ୍ଟୁ ଭାଇ ତାଙ୍କ ଚେନାଲରେ ପ୍ରତ୍ୟେକ ଦିନ ସୁନ୍ଦର ସୁନ୍ଦର ନୂଆ ନୂଆ ଭିଡିଓ ଅପଲୋଡ଼ କରିବାର ଆପଣ ଦେଖିବାକୁ ପାଉଥିବେ ନିଶ୍ଚିତ ଯାହାକି ଦେଖିବା ପାଇଁ ଆମର ସାରା ଓଡିଶା ବାସୀ ମଧ୍ୟ ବହୁତ ଭଲ ପାଆନ୍ତି |ମୁଁ ଆଜି ଆପଣକୁ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସର ରାନୁ ଦିଦିଙ୍କୁ ରିସେପସନ ପାର୍ଟିରେ ସମସ୍ତେ କିପରି ମସ୍ତି କଲେ ସେ ବିଷୟରେ ସମସ୍ତ କଥା ଆପଣଙ୍କୁ ଜଣେଇବି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ ଜାଣିବା |

ଆପଣ ପିଣ୍ଟୁ ଭାଇଙ୍କ ୟୁଟୁବ ଚେନାଲରେ ପ୍ରତ୍ୟେକ ଦିନ ତାଙ୍କ ପରିବାର ଅନେକ ନୂଆ ନୂଆ କଥା ଆପଣ ଦେଖିବାକୁ ପାଉଥିବେ ନିଶ୍ଚିତ, ଏହା ସହିତ ପ୍ରତ୍ୟେକ ଦିନ କିଛି ନୂଆ ଘଟଣା ଆମ ସହିତ ପିଣ୍ଟୁ ଭାଇ ସେୟାର କରିବାର ଆପଣ ମଧ୍ୟ ଦେଖିବାକୁ ପାଉଥିବେ |ଏଇ ଦୁଇ ଦିନ ତଳେ ପିଣ୍ଟୁ ଭାଇ ରାନୁ ବାହାଘର ଠିକ ହେବା ପାଖରୁ ତାଙ୍କର ଅନେକ ନୂଆ କଥା ସେ ଏହି ବ୍ଲଗ ଭିଡିଓ ମାଧ୍ୟମରେ ଆପଣ ମାନଙ୍କୁ ଜଣାନ୍ତି ନିଶ୍ଚିତ |ରାନୁଙ୍କ ମେହେନ୍ଦି ଲଗାଇବା ଠାରୁ ଆରମ୍ଭ କରି ରାନୁଙ୍କ ବାହାଘର ସହିତ ତାଙ୍କର ବିଦାୟ ବେଳର ଅନେକ ଭିଡିଓ ସେ ସେୟାର କରିଛନ୍ତି |ଯାହାକି ଦର୍ଶକ ଦେଖି ବହୁତ ଖୁସି ମଧ୍ୟ୍ୟ ହେଉଛନ୍ତି |

ବର୍ତମାନ ତାଙ୍କର ଭିଡିଓରେ ଦେଖିବାକୁ ମିଳିଛି ରାନୁ ଦିଦିଙ୍କ ରିସେପସନ ପାର୍ଟିରେ ସମସ୍ତେ ଯାଇ ତାଙ୍କ ଶାଶୁ ଘରେ ଉପସ୍ଥିତ ହୋଇଛନ୍ତି, ପ୍ରଥମେ ରାନୁ ନିଜର ବାପ ଘର ଲୋକଙ୍କୁ ଦେଖି କାନ୍ଦିବାର ଦେଖିବାକୁ ମିଳିଛି ପରେ ସମସ୍ତେ ବହୁତ ମଜା କରିଛନ୍ତି |ସେମାନେ ପ୍ରଥମେ ଯାଇ ସେଠାରେ ଖାଇବା ସହିତ ଅନେକ ଫୋଟୋ ଉଠାଇ ଥିବାର ମଧ୍ୟ ଦେଖିବାକୁ ମିଳିଛି |ରାନୁଙ୍କ ରିସେପସନରେ ତାଙ୍କର ଷ୍ଟେଜ ବହୁତ ସୁନ୍ଦର ସଜା ହେବାର ମଧ୍ୟ ଦେଖିବାକୁ ମିଳିଛି |

ରାନୁ ଏବଂ ତାଙ୍କ ସ୍ୱାମୀ ଉଭୟ ଅନେକ ସୁନ୍ଦର ସୁନ୍ଦର ପୋଜ ଦେଇ ଫୋଟୋ ଉଠାଇବାର ମଧ୍ୟ ଦେଖିବାକୁ ମିଳିଛି, ନିଜ ଶାଶୁ ଘର ପରିବାର ଲୋକଙ୍କ ସହିତ ରାନୁ ବହୁତ ଖୁସିରେ ରୁହନ୍ତୁ ବୋଲି ସମସ୍ତେ ଭଗବାନଙ୍କ ପାଖରେ ଗୁହାରି ଜଣାଉଛନ୍ତି |ସେଠାରେ ତାଙ୍କର ଷ୍ଟେଜ ଉପରେ ସମସ୍ତେ ପରିବାର ଲୋକଙ୍କ ସାହିତ ଫୋଟୋ ଉଠାଇବା ସହିତ ରୂପା ରୁନା ଏବଂ ମାମୁନି ମଧ୍ୟ ଅଲଗା ଅଲଗା ସେଲ୍ଫି ନେଇ ଏନଜୟ କରୁଥିବାର ଦେଖିବକୁ ମିଳିଛି |ରାନୁଙ୍କର ଏହି ରିସେପସନ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment