ଖୁସି ଖବର – କେନ୍ଦ୍ର ବଜେଟ୍ କୁ ଆଖିଆଗରେ ରଖି ମୋଦି ସରକାର ପୁଣି ଦେଶରେ ଶସ୍ତା କରାଇଲେ ସୁନା-ରୂପା ଦର ! ଜାଣି ରଖନ୍ତୁ କେତେ ରହିଛି ପ୍ରକୃତ ଦାମ୍….

0

୨୦୨୦ ମସିହା ରେ କରନା ସଂକ୍ରମଣ ଯୋଗୁଁ ଦେଶରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଯାଇଥିଲା । ଅନେକ ଦିନ ଯାଏ ଏହି ଭାଇରସ ର ଟୀକା ପ୍ରସ୍ତୁତ ହୋଇ ନପାରି ଥିବାରୁ ଦେଶ ରେ ଅନେକ ଦିନ ଯାଏଁ ଦେଶ ରେ ଲକ୍ ଡାଉନ୍ ଜାରି ରଖା ଯାଇଥିଲା ଏହି ସଂକ୍ରମଣ କୁ ରୋକିବା ପାଇଁ । ଏହି ସମୟ ରେ କରନା ସହିତ ଲଢେଇ କରିବା ଯୋଗୁଁ ଦେଶ ର ଆର୍ଥିକ ସ୍ଥିତି ସମ୍ପୂର୍ଣ ଦୋହଲି ଯାଇଥିଲା । ଏମିତି କହିଲେ ଭୁଲ୍ ହେବ ନାହିଁ ଯେ ଦେଶର ଆର୍ଥିକ ସ୍ଥିତି ସମ୍ପୂର୍ଣ ଭାବେ ଦୋହଲି ବା ଭାଙ୍ଗି ପଡ଼ିଥିଲା । ତେବେ ସମସ୍ତେ ଅପେକ୍ଷା କରିଥିଲେ ୨୦୨୧ ମସିହା କୁ ।

ଆଶା ଥିଲା ଯେ ଏହି ୨୦୨୧ ମସିହା ଟି ଲୋକ ମାନଙ୍କ ପାଇଁ ଏକ ନୂଆ ଆଶା ର କିରଣ ନେଇ ଆସିବ। ଆଉ ଏହା ସହିତ ଅପେକ୍ଷା ଥିଲା ଏହି ବର୍ଷ ରେ ଆସିବାକୁ ଯାଉଥିବା ବଜେଟ ର ରୂପ ରେଖ ଉପରେ। ତେବେ କଣ ରହିଛି ଏହି ବଜେଟ କୁ ନେଇ ନୂଆ ସୂଚନା ଆସନ୍ତୁ ଜାଣିବା ;

କରନା ସଂକ୍ରମଣ ପାଇଁ ସାରା ଦେଶର ଅର୍ଥନୀତି ଅବସ୍ଥା ଦୋହଲି ଯାଇଛି । ଦେଶରେ ନାନା ପ୍ରକାର ଅସୁବିଧା ଦେଖିବାକୁ ମିଳିଛି ଆଉ ଲୋକ ମାନେ ମଧ୍ୟ ଖୁବ୍ ଅସୁବିଧା ର ଶିକାର ହୋଇଛନ୍ତି । ଏମିତି ପରିସ୍ଥିତି ରେ ଲୋକ ମାନେ ନଜର ରହିଛି ଏହି ବର୍ଷର ବଜେଟ ଉପରେ। ଦେଶର ଆର୍ଥିକ ପରିସ୍ଥିତି କୁ ଦୃଷ୍ଟି ରେ ରଖି କଣ କେମିତି ରହିବ ଏହି ବର୍ଷର ବଜେଟ ତାକୁ ନେଇ ସମସ୍ତେ କଳ୍ପନା କରିବା ଆରମ୍ଭ କରି ସାରିଲେଣି ।

ତେବେ କରନା ସଂକ୍ରମଣ ସମୟ ରେ ଦେଶରେ ସୁନା ଗହଣା ର ଦର ଆକାଶ ଛୁଆଁ ହୋଇଥିଲା । ତେବେ ସୁନା ର ଦର ଅଧିକ ମହଙ୍ଗା ହେବାରୁ ସାଧାରଣ ଲୋକ ମାନଙ୍କ ପାଇଁ ଏହା କିଣିବା ସ୍ବପ୍ନ ହୋଇ ଯାଇଥିଲା । ତେବେ ଏହି ଦର ବୃଦ୍ଧି ପରେ ଅନେକ ଜନ ଅସୋନ୍ତାସ ଦେଖିବା ପାଇଁ ମିଳିଥିଲା ଏହା ସହିତ ଅଳଙ୍କାର ବ୍ୟବସାୟୀ ମାନଙ୍କ ଉପରେ ଏହାର ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନ ଏହି ସମସ୍ୟା ର ସମାଧାନ ପାଇଁ ଅର୍ଥମନ୍ତ୍ରୀ ଙ୍କ ସୂଚନା ଅନୁସାରେ ଅକ୍ଟୋବର ପହିଲା ରୁ ଏକ ନୂତନ ସଂଶୋଧିତ କଷ୍ଟମ୍ ଡ୍ୟୁଟି ନୀତି ଲାଗୁ ହେବ ।

ସୁନା କଷ୍ଟମ ଦୀୟୁଟି ହ୍ରାସ କରାଯାଇ ଥିବାର ସୂଚନା ମିଳିଥିବା ବେଳେ ମୋବାଇଲ ଉପକରଣ କଷ୍ଟମ ଡିୟୁତୀ ବୃଦ୍ଧି ପାଇବ ଯାହା ଫଳରେ ଆଗାମୀ ଦିନ ମାନଙ୍କ ରେ ମୋବାଇଲ ଫୋନ ର ଦର ବୃଦ୍ଧି ପାଇବ। ଏହା ସହିତ ସୋଲାର ଏନର୍ଜି ଉପରେ ମଧ୍ୟ ୨୦% କଷ୍ଟମ ଡିୟୁତୀ ଲାଗୁ କରାଯିବ ବୋଲି ସୂଚନା ମିଳିଛି । ତେବେ ମଧ୍ୟବିତ୍ତ ଓ ଗରିବ ପରିବାର ଲୋକ ମାନଙ୍କ ପାଇଁ ଏହି ବଜେଟ କିଛି ନୂଆ ଖୁସି ଆଣି ପାରେ ବୋଲି ଆଶା ରଖାଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।