Femily tips – କେତେ ଥର ସମ୍ପର୍କ ରଖିଲା ପରେ ଜଣେ ମହିଳା ଗର୍ଭବତୀ ହୋଇଥାଏ ଜାଣନ୍ତୁ

ପୁଅ ଓ ଝିଅ ଦୁହେଁ ବିବାହ ବନ୍ଧନ ରେ ବାନ୍ଧି ହେଲା ପରେ ସେମାନଙ୍କ ସମ୍ପର୍କ କୁ ପବିତ୍ର ବନ୍ଧନ ର ଆକ୍ଷା ଦିଆ ଯାଇଥାଏ। ଦୁହେଁ ଦୁହିଙ୍କ ସୁଖ ରେ ସୁଖୀ ଓ ଦୁଃଖ ରେ ସମ ଦୁଃଖୀ ହୋଇ ଥାଆନ୍ତି। ସେମାନଙ୍କ ସଂପର୍କ ସାତ ଜନ୍ମ ର ବୋଲି କୁହା ଯାଏ।ବିବାହ ପରେ ନିଜ ଜୀବନରେ ପୂର୍ଣ୍ଣତା ଆଣିବା ପାଇଁ ଉଭୟ ସ୍ବାମୀ ସ୍ତ୍ରୀ ଚାହିଥାନ୍ତି।ତେଣୁ ଶାରିରୀକ ସମ୍ପର୍କ ସ୍ଥାପନ କରିବା ପ୍ରାୟତଃ ସମସ୍ତ ଦମ୍ପତ୍ତି ମାନଙ୍କର ଜୀବନରେ ଘଟିଥାଏ ଯାହା ସେମାନଙ୍କ ବୈବାହିକ ଜୀବନରେ ଏକ ନୂତନ ରଙ୍ଗ ଏବଂ ଉତ୍ସାହ ଭରି ଦେଇଥାଏ ବୋଲି କୁହାଯାଏ।ମାଆ ହେବା ପାଇଁ ସମସ୍ତ ମହିଳା ପ୍ରାୟତଃ ଚାହିଁଥାନ୍ତି।

ଏହା ସେମାନଙ୍କ ନାରିତ୍ଵ କୁ ପୂର୍ଣ୍ଣ କରିଥାଏ ।କିନ୍ତୁ ଏହି ସ୍ବପ୍ନ ସମସ୍ତଙ୍କ ଜୀବନ ରେ ସତ ରେ ପରିଣତ ହୋଇ ନଥାଏ। କାରଣ ବହୁତ ଜଣ ମାଆ ହେବାରୁ ବଞ୍ଚିତ ରହିଥାନ୍ତି। ଏହା ପରେ ସେମାନେ ମାତୃତ ଲାଭ କରିବେ ଏବଂ ଏହାର ସୁନ୍ଦର ଅନୁଭୂତି କୁ ଅନୁଭବ କରିବେ।ତେବେ ଆସନ୍ତୁ ଜାଣିବା କଣ କରିବା ଦ୍ୱାରା ଆପଣ ଏହି ସୌଭାଗ୍ୟ ଅର୍ଜନ କରି ପାରିବେ।ଏଥିପାଇଁ ଆପଣଙ୍କୁ ସହବାସ ର ଠିକ୍ ସମୟ ଜାଣିବାକୁ ପଡ଼ିବ। ଯାହାଦ୍ଵାରା ଆପଣ ଜଲଦି ଗର୍ଭବତୀ ହେବାର ସମ୍ଭାବନା ରହିଛି।ପ୍ରଥମତଃ କେଉଁ ସମୟରେ ସହବାସ କଲେ ବା ଶାରିରୀକ ସମ୍ବନ୍ଧ ରଖିଲେ ଆପଣ ଜଲଦି ଗର୍ଭବତୀ ହୋଇ ପାରିବେ ତାହା ପ୍ରଥମେ ଜାଣିବା ଦରକାର୍।

ଏଥିପାଇଁ ଆପଣ ଆପଣଙ୍କ ମାସିକ ଋତୁସ୍ରାବ ବା ପିରିୟଡ୍ସ କୁ ଭଲ ଭାବରେ ମନେ ରଖିବା ଉଚିତ। କାରଣ ପିରିୟଡ୍ସ ପରେ ମହିଳାଙ୍କ ଶରୀରରେ ଏକ ଡିମ୍ବାଣୁ ର ସୃଷ୍ଟି ହୋଇଥାଏ।ଆଉ ଏହି ପିରିୟଡ୍ସ ଆରମ୍ଭ ହେବାର ୬ ଦିନ ପରେ ଏହା ଶେଷ ବା ନିଷ୍କ୍ରିୟ ହୋଇଥାଏ।ଏହାପରେ ଏକ ଡିମ୍ବାଣୁ ସୃଷ୍ଟି ହୋଇଥାଏ ମହିଳାଙ୍କ ଗର୍ଭାଶୟ ରେ ଯାହାକୁ ପୂର୍ଣ୍ଣାଙ୍ଗ ରୂପ ନେବାକୁ ଆରମ୍ଭ ହେବାର ୫ ଦିନ ପର୍ଯ୍ୟନ୍ତ ସମୟ ଲାଗିଥାଏ।ତେଣୁ ଏହାକୁ ୧୧ ଦିନ ଲାଗି ଯାଏ ସମ୍ପୂର୍ଣ୍ଣ ଭାବରେ ସୃଷ୍ଟି ହେବାକୁ ଏବଂ ଏହା ସେତେବେଳେ ଶୁକ୍ରାଣୁ ର ଅପେକ୍ଷାରେ ରହିଥାଏ।

ତେଣୁ ପିରିୟଡ୍ସ ହେବାର ୧୧ ଦିନ ପରେ ଲଗାତାର ୫ ଦିନ ପର୍ଯ୍ୟନ୍ତ ସହବାସ କଲେ ଗର୍ଭବତୀ ହେବାର ସମ୍ଭାବନା ଅଧିକ ଥାଏ।ଆଉ ସହବାସ ପରେ ମହିଳାଙ୍କୁ ଅଧ ଘଣ୍ଟା ପର୍ଯ୍ୟନ୍ତ ସେମିତି ଶୋଇ ରହିବାକୁ ପଡିବ। ଯାହା ଫଳରେ ଏହା ସହଜରେ ଠିକ୍ ସ୍ଥାନରେ ପହଞ୍ଚି ପାରିବ। ଗର୍ଭବତୀ ହେବା ପାଇଁ ଆପଣଙ୍କୁ ଭଲଭାବରେ ଆପଣଙ୍କ ପିରିଅଡ୍ସ ଏବଂ ଅଭୂଲେସନ୍ ଡେ ର ସଠିକ ଗଣନା କରିବାକୁ ହେବ ଏବଂ ଏହାକୁ ମନେ ରଖିବାକୁ ପଡିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment