ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାଶି ମାନଙ୍କର ଭାଗ୍ୟ ସେମାନଙ୍କର ରାଶି ରେ ଥିବା ଲଗ୍ନ ଓ ଗ୍ରହ, ନକ୍ଷତ୍ର ର ଚଳନ ଫଳରେ ହୋଇଥାଏ ବୋଲି କୁହାଯାଉଛି | ତେଣେ ଯାହା କୁହାଯାଇଛି କି କେଉଁ ରାଶିର ବ୍ୟକ୍ତି ମାନେ କଣ ହେବେ ଓ ତାହା ସେମାନଙ୍କର ଜୀବନ ଓ ଧନ ପ୍ରାପ୍ତି ଉପରେ କଣ ପ୍ରଭାବ ପକାଉଛି ତାହା ସେହି ବ୍ୟକ୍ତି ମାନଙ୍କର ବୟସ ଉପରେ ମଧ୍ୟ ନିର୍ଭର କରିଥାଏ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା କି କେଉଁ ବୟସରେ କେଉଁ ରାଶିର ବ୍ୟକ୍ତି ମାନେ ଧନି ହୋଇଥାନ୍ତି ଓ ସେମାନଙ୍କର ଜୀବନରେ ଭଲ ଦିନ ମାନ ଆସିଥାଏ ସେ ବିଷୟରେ ଜାଣିବା |
1-ମେଷ ରାଶି :-ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଉଛି କି ମେଷ ରାଶିର ବ୍ୟକ୍ତି ମାନଙ୍କର ପାଇଁ ଶୁଭ ଓ ଅଶୁଭ ର ବୟସ ରହିଛି | ସାଧାରଣତଃ 12,17,28,32 ଓ 36 ବୟସ ଥିଲେ ଏହି ମେଷ ରାଶିର ବ୍ୟକ୍ତି ମାନେ ଧନି ହୋଇଥାନ୍ତି ବୋଲି କୁହାଯାଉଛି |
2-ବୃଷ ରାଶି :-
ରାଶି ଚକ୍ର ଅନୁସାରେ ବୃଷ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଧନ ପ୍ରାପ୍ତି ର ବୟସ ହେଉଛି 25,28,36,41 | ତେବେ ଏହି 4 ଟି ବୟସ ର ସମୟ ଅନୁସାରେ ବୃଷ ରାଶିର ବ୍ୟକ୍ତି ଙ୍କ ଜୀବନରେ ଆଶାତୀତ ସଫଳତା ଆସିଥାଏ ଓ ସେମାନେ ଧନି ମଧ୍ୟ ହୋଇଥାନ୍ତି ବୋଲି କୁହାଯାଉଛି |3-ମିଥୁନ ରାଶି :-ତେବେ ଯାହା କୁହାଯାଉଛି କି 22,32,35,36 ଓ 42 ବର୍ଷ ବୟସରେ ମିଥୁନ ରାଶି ର ବ୍ୟକ୍ତି ଙ୍କ ଜୀବନରେ ଶୁଭ ଦୋଷା ଘୋଟିବାକୁ ଯାଉଛି | ସେମାନଙ୍କର ଭାଗ୍ୟ ମଧ୍ୟ ବଦଳିବା ସହିତ ସେମାନଙ୍କର ଧନ ଯୋଗ ର ମଧ୍ୟ ସମ୍ଭାବନା ରହିଛି |4-କର୍କଟ ରାଶି :-ତେବେ କର୍କଟ ରାଶି ର ବ୍ୟକ୍ତି ମାନଙ୍କ ପାଇଁ ବୟସ ସୀମା ହେଉଛି 16,22,24,25,28,32 | ତେବେ ଏହି ବୟସରେ ସେମାଙ୍କର ଭଲ ଯୋଗ ରହିଛି ବୋଲି କୁହାଯାଉଛି |
5-ସିଂହ ଲଗ୍ନ :-
ସିଂହ ରାଶିର ବ୍ୟକ୍ତି ମାନଙ୍କ ପାଇଁ 16,22,24,28,32 ଓ 36 ବୟସ ଅତ୍ୟନ୍ତ ଶୁଭ ରହିବ ତାହା ସହିତ ଏହି ସବୁ ବୟସରେ ସେମାନଙ୍କର ଧନ ଯୋଗ ର ସମ୍ଭାବନା ରହିଛି |6-କନ୍ୟା ଲଗ୍ନ :-ଭାଗ୍ୟଚକ୍ର ଅନୁସାରେରେ 16,22,25,32,33,34ଓ 36 ବୟସରେ କନ୍ୟା ରାଶି ଙ୍କର ଭାଗ୍ୟ ଖୋଲିବ ଓ ସେମାନଙ୍କ ଉପରେ ଧନ ବର୍ଷା ହେବ |7-ତୁଳା ରାଶି :-ତୁଳା ରାଶି ପାଇଁ 24,25,32ଓ 35 ବୟସ ଟି ଅତ୍ୟନ୍ତ ଶୁଭ ରହିବ ଓ ସେମାନଙ୍କର ଧନ ଯୋଗ ର ବିଶେଷ ସମ୍ଭାବନା ରହିଥାଏ ବୋଲି କୁହାଯାଉଛି |8-ଧନୁ ରାଶି :-16,22 ଓ 32 ଏହି ବୟସ ର ଧନୁ ରାଶିର ବ୍ୟକ୍ତି ମାନେ ସବୁଥିରେ ସଫଳତା ପାଇବା ସହିତ ଧନ ଯୋଗ ର ସୁଯୋଗ ମଧ୍ୟ ପାଇବେ ବୋଲି କୁହାଯାଉଛି |9-ମକର ଲଗ୍ନ :-ମକର ରାଶିର ବ୍ୟକ୍ତି ମାନଙ୍କ ପାଇଁ 25,33,35,36 ଏହି 4 ଟି ବୟସ ଶୁଭ ହୋଇଥାଏ ଓ ସେମାନଙ୍କର ସବୁ ଅସୁବିଧା ଦୂରେଇଯିବା ଏହି ବୟସରେ |
10-କୁମ୍ଭ ଲଗ୍ନ :-
ଧନ ଯୋଗ ପାଇଁ କୁମ୍ଭ ଲଗ୍ନ ପାଇଁ ଉଚିତ ବୟସ ହେଉଛି 25,28,36 ଓ 42 ଏହି ବୟସରେ ସେମାନଙ୍କର ଉନ୍ନତି ଘଟିବ ବୋଲି କୁହାଯାଇଛି ଜ୍ୟୋତିଷ ଶାସ୍ତ୍ର ରେ |11-ମିନ ରାଶି:-16,22,28 ଓ 33 ବୟସରେ ମିନ ରାଶିର ବ୍ୟକ୍ତି ମାନେ ଧନ ପ୍ରାପ୍ତି ର ସୁଯୋଗ ପାଇବେ ଓ ସେମାନଙ୍କର ଉନ୍ନତି ମଧ୍ୟ ଘଟିବ |12-ବିଛା ରାଶି :-ବିଛା ରାଶି ପାଇଁ ଧନ ଯୋଗ ଘଟିବାକୁ jauchhi22,24,28 ଓ 32 ବୟସରେ ଓ ସେମାନଙ୍କର ସମସ୍ତ ଇଚ୍ଛା ମଧ୍ୟ ପୁରଣ ହେବ ବୋଲି କୁହାଯାଇଛି |ତେବେ ଏହା ଥିଲା କେଉଁ ବୟସରେ କେଉଁ ରାଶିର ବ୍ୟକ୍ତି ଙ୍କ ଜୀବନରେ ଧନ ଯୋଗ ର ସୁଯୋଗ ଅଛି ସେ ବିଷୟରେ ସମସ୍ତ କଥା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।