ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର କଥା ବିଷୟରେ ଆପଣ ମାନେ ଶୁଣିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ କଥା ଟି ଭାଇରାଲ ହେବାକୁ ଲାଗିଛି ତାହା ହେଉଛି ଯମ ଦଣ୍ଡ ରୁ କେମିତି ମୁକ୍ତି ପାଇବା ଓ ନର୍କ ଗାମୀ ନ ହେବା ପାଇଁ କେଉଁ ସବୁ ଉପାୟ ମାନ ଅବଲମ୍ବନ କରିବା ଆବଶ୍ୟକ ସେ ବିଷୟରେ କୁହାଯାଇଛି | ଆଉ ସିଦ୍ଧାନ୍ତ ଟିଭି ରେ ପ୍ରକାଶ ଲାଭ କରୁଥିବା ଅନେକ ଶୋ ଗୁଡିକ ଭିତରୁ ସିଦ୍ଧାନ୍ତ ଭକ୍ତି ରେ ନ ଭୋଗିବ ଯମ ଦଣ୍ଡ ଶୋ ମାଧ୍ୟମରେ ବିଭିନ୍ନ ଉପାୟ ମାନ କୁହାଯାଇଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ କଥା ବିଷୟରେ ଜାଣିବା ଯାହାକୁ କରିବା ଦ୍ୱାରା ଆମକୁ ନର୍କ ଗାମୀ ହୋଇ ନ ଥାଏ |
ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ସିଦ୍ଧାନ୍ତ ଭକ୍ତି ରେ ନ ଭୋଗିବ ଯମ ଦଣ୍ଡ ଶୋ ରେ ପଣ୍ଡିତ ଶ୍ରୀନିବାସ ଆଚାର୍ଯ୍ୟ ଙ୍କ ଦ୍ୱାରା ପ୍ରକାଶ ପାଇଛି | ଆଉ ଯାହା କୁହାଯାଉଛି କି କେଉଁ ସବୁ ଉପାୟ ଅବଲମ୍ବନ କରିବା ଯୋଗୁ ଆମକୁ ଯମ ଦଣ୍ଡ ମିଳି ନ ଥାଏ କି ନର୍କ ଗାମୀ ଆମେ ହୋଇ ନ ଥାଉ ସେ ବିଷୟରେ କୁହାଯାଇଛି | ତାହେଲେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ କଥା ବିଷୟରେ |
କେଉଁ ଭକ୍ତି ଦ୍ୱାରା ମୋକ୍ଷ ପ୍ରାପ୍ତି :-
ତେବେ କୁହାଯାଏ କି ପାପ କରିଲେ ନର୍କ ଗାମୀ ହୋଇଥାଏ ଆଉ ପୁଣ୍ୟ ଯଦି ଆମେ କରିବା ତାହେଲେ ଆମକୁ ସ୍ୱର୍ଗ ପ୍ରାପ୍ତି ହେବ ବୋଲି ମଧ୍ୟ କୁହାଯାଉଛି | ଆଉ ଏହା କହିବାର ଅର୍ଥ ହେଉଛି କି ଯାହାକୁ ଆମେ କୁ କର୍ମ କରିବା ତାହାର ଦଣ୍ଡ ଆମକୁ ଏହି ଜନ୍ମରେ ଏହି ପୃଥିବୀ ରେ ମିଳିଯାଇଥାଏ | ଆଉ ଚଉରାଅଶୀ ପ୍ରକାରର ପ୍ରାଣୀ ଓ ଉଦ୍ଭିଦ ଜନ୍ମ ନେଇକି ଆମକୁ ଆଉ ଭଗବାନ ଦର୍ଶାଇ ନ ଥାନ୍ତେ | ତେଣୁ ଯାହା ବି ହେଉଛି ଏହି ଜନ୍ମ ରେ ହେଉଛି | ଆଉ ଏଥିରୁ ମୁକ୍ତି ପାଇବାର ଗୋଟିଏ ମାତ୍ର ମାଧ୍ୟମ ହେଉଛି ଆମକୁ ଭଗବାନ ଚିନ୍ତନ ବା ଭଗବାନ ଙ୍କର ନାମ କୁ ଜପ କରିବା ପାଇଁ ପଡିବ |
ଏହା ବ୍ୟତୀତ କୁହାଯାଇଛି କି ଯାହା ବି ଆପଣ କର୍ମ କରୁଛନ୍ତି ତାହା ପୂର୍ବରୁ ଭଗବାନ ଙ୍କର ନାଁ ଥରେ ନେଇଗଲେ ସବୁ ସମସ୍ୟା ର ସମାଧାନ ହୋଇଯିବ ବୋଲି କୁହାଯାଉଛି | ତାହା ବ୍ୟତୀତ ଆହୁରି ମଧ୍ୟ କୁହାଯାଉଛି କି ଗୁରୁଜନ, ସାଧୁ ସନ୍ଥ ମାନଙ୍କ ପ୍ରତି କେବେ ହେଲେ ଖରାପ ବ୍ୟବହାର ଦେଖାଇବା ଉଚିତ ନୁହଁ | ଏଭଳି ଭୁଲ ଯଦି କରିବେ ତାହେଲେ ଆପଣଙ୍କୁ ନର୍କ ପ୍ରାପ୍ତି ହେବ ଆୟ ଭଗବାନ ଙ୍କର ଚିନ୍ତନ ଯଦି କରିବେ ତାହେଲେ ସ୍ୱର୍ଗ ପ୍ରାପ୍ତି ହେବା କଥା ମଧ୍ୟ କୁହାଯାଉଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।