Vastu ଶାସ୍ତ୍ର – ଘର ର କେଉଁ ସ୍ଥାନରେ ( ଲାଫିଙ୍ଗ ବୁଧ ) ରଖିଲେ ଧନର ବୃଦ୍ଧି ହୋଇଥାଏ ଜଣାନ୍ତୁ ?

ତେବେ ଦର୍ଶକ ବନ୍ଧୁ ଆମେ ମାନେ ଜାଣିଛି କି ଆମ ହିନ୍ଦୁ ସଂସ୍କୃତି ଅନୁସାରେ ଆମେ ବିଭିନ୍ନ ପ୍ରକାରର କଥା ବସ୍ତୁ ଉପରେ ବିଶ୍ୱାସ କରିଥାଉ ଓ ବିଭିନ୍ନ ଦେବା ଦେବୀ ଙ୍କୁ ମଧ୍ୟ ପ୍ରାଥନା କରିଥାଉ ଆମର ସୁଖ ଆଉ ଶାନ୍ତି ପାଇଁ ବୋଲି କୁହାଯାଏ | ତେବେ ବିଶେଷ କରିକି ଆମେ ଅନେକ ସ୍ଥାନରେ ଲାଫିଂ ବୁଦ୍ଧ ଙ୍କ ଫୋଟ ଆଉ ମୂର୍ତ୍ତି ଦେଖିଥାଉ ତେବେ ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଆମେ ସେହି ମୂର୍ତ୍ତି କୁ ଶୁଭ ବୋଲି ମାନିଥାଉ ଓ ତାହା ସହିତ ବିଭିନ୍ନ ସ୍ଥାନରେ ରଖିଥାଉ | ତେବେ ଆଜି ଆମେ ସେହି ଲାଫିଂ ବୁଦ୍ଧ ଙ୍କ ବିଷୟରେ କହିବାକୁ ଯାଉଛି, ତେବେ କେଉଁ ପ୍ରକାରର ଲାଫିଂ ବୃଦ୍ଧ ଙ୍କୁ ଆମେ କେଉଁ ସ୍ଥାନରେ ରଖିଲେ ଆମର ଉନ୍ନତି ହେବ ଆସନ୍ତୁ ସେ ବିଷୟରେ ଜାଣିବା |

ତେବେ ଆମ ଜାଣିବାରେ ବିଭିନ୍ନ ପ୍ରକାରର ମଡେଲ ର ଲାଫିଂ ବୃଦ୍ଧ ରହିଛି ଯାହାଙ୍କର ମୃତ୍ତି କୁ ଯଦି ଆମେ ଦେଖିକି ଘରୁ ଯିବା ବା ଆମର କାର୍ଯ୍ୟ କରୁଥିବା ସ୍ଥାନରେ ରଖିବା ତାହେଲେ ତାହା ଆମ ପାଇଁ ଶୁଭ ହୋଇଥାଏ ତାହା ସହିତ ଅନେକ ଉନ୍ନତି ମୂଳକ କାର୍ଯ୍ୟରେ ମଧ୍ୟ ସେହି ଲାଫିଂ ବୃଦ୍ଧ ଙ୍କର ଫୋଟ ଦେଖିକି କାର୍ଯ୍ୟ କୁ ଆରମ୍ଭ କରାଯାଇଥାଏ | ତେବେ ଆସନ୍ତୁ ସେହି ଭଳି ବିଭିନ୍ନ ମଡେଲ ରେ ଥିବା ଲାଫିଂ ବୃଦ୍ଧ ଙ୍କ ବିଷୟରେ ଜାଣିବା |

1- ହାତରେ ମୋତି ର ହାର ଧରିଥିବା ଲାଫିଂ ବୃଦ୍ଧ :-

ତେବେ ଯାହା ଶାସ୍ତ୍ର ଅନୁସାରେ କୁହାଯାଉଛି କି ଲାଫିଂ ବୃଦ୍ଧ ଙ୍କ ର ହାତରେ ମୋତି ର ହାର ଧରିଥିବା ମୂର୍ତ୍ତି କୁ ଆପଣ ମାନେ ମୁଖ୍ୟ ଦ୍ୱାର ର ସାମ୍ନା ରେ ରଖିବା ର ଆବଶ୍ୟକତା ରହିଛି ବୋଲି କୁହାଯାଉଛି | ତାହା ସହିତ ଏହି ମୂର୍ତ୍ତି କୁ ଆପଣ ତଳେ ନ ବସାଇ 2-3 ଫୁଟ ଉପରେ ବସେଇବେ | ଆଉ ବାହାରେ ଆସୁଥିବା ଲୋକ ଯେମିତି ସେହି ଫୋଟ କୁ ଦେଖିକି ଘରେ ପ୍ରବେଶ କରିବେ ଏପରି ହେଲେ ଆପଣଙ୍କ ଘରେ ଧନ ଜନିତ ସମସ୍ୟା କେବେବି ଦେଖା ଯିବ ନାହିଁ |


2-ଥଳି ଧରିଥିବା ଲାଫିଂ ବୃଦ୍ଧ :-ଥଳି ଧରିଥିବା ଲାଫିଂ ବୃଦ୍ଧ ଙ୍କୁ ଆପଣ ମାନେ ଦୋକାନ, ବ୍ୟବସାୟ କରୁଥିବା ସ୍ଥାନ ବା କୌଣସି ଅଫିସ ର ସ୍ଥାନରେ ଲଗାଇବା ପାଇଁ କୁହାଯାଉଛି | ଆଉ ତାହା ସହିତ ଘରର ମୁଖ୍ୟ ଦ୍ୱାର ରେ ମଧ୍ୟ ଲଗାଇ ପାରିବେ | ଯାହା ଦ୍ୱାରା ରୋଜଗାର ବଢିବାର ସୁଯୋଗ ଅଛି ବୋଲି କୁହାଯାଉଛି |3-ଧାତୁ ଧରିଥିବା ଲାଫିଂ ବୃଦ୍ଧ:-ଆପଣ ଯଦି କୌଣସି କାର୍ଯ୍ୟରେ ସଠିକ ନିର୍ଣ୍ଣୟ ନେଇ ପାରୁ ନାହାନ୍ତି ଆଉ ସବୁ କ୍ଷେତ୍ରରେ ହଇରାଣ ହେଉଛନ୍ତି ତାହେଲେ ଧାତୁ ଧରିଥିବା ଲାଫିଂ ବୃଦ୍ଧ କୁ ବ୍ୟବହାର କରିବେ | ତେବେ ଭଙ୍ଗା ଓ ଫୋଟା ଲାଫିଂ ବୃଦ୍ଧ ବ୍ୟବହାର କରିବେ ନାହିଁ ଯାହା ଅଶୁଭ ହୋଇଥାଏ |

4-ଧ୍ୟାନ ରେ ବସିଥିବା ଲାଫିଂ ବୃଦ୍ଧ:-ଘରେ ଅଶାନ୍ତି ଓ କଳହ ଲାଗିକି ରହୁଥିଲେ ଓ ଯଦି ଆପଣ ମାନେ କୌଣସି ସମସ୍ୟା ପାଇଁ ଚିନ୍ତିତ ଥାଆନ୍ତି ତାହେଲେ ଧ୍ୟାନ ରେ ବସିଥିବା ଲାଫିଂ ବୃଦ୍ଧ କୁ ବ୍ୟବହାର କରି ପାରିବେ ଘରେ |5- ହାତରେ ପୁଟୁଳି ସହିତ ସନ୍ତାନ ମାନେ ତାଙ୍କ ଉପରେ ବସିଥିବା ଲାଫିଂ ବୃଦ୍ଧ:-ହାତରେ ପୁଟୁଳି ସହିତ ସନ୍ତାନ ମାନେ ତାଙ୍କ ଉପରେ ବସିଥିବା ଲାଫିଂ ବୃଦ୍ଧ ଙ୍କୁ ଆପଣ ମାନେ ଯାହାଙ୍କର ସନ୍ତାନ ହେଉ ନ ଥିବ ସେମାନେ ନିଜର ବେଡ଼ ରେ ଲଗେଇ ପାରିବେ

6- ନାଭ ଉପରେ ବସିଥିବା ଲାଫିଂ ବୃଦ୍ଧ:-ଏହି ମୃତ୍ତି କୁ ଆମେ ମାନେ ଅଫିସ ଟେବୁଲ ଉପରେ ଶୁଭ କାର୍ଯ୍ୟରେ ରଖିଥାଉ |7-ଫଳ ଧରିଥିବା ଲାଫିଂ ବୃଦ୍ଧ:-ଫଳ ଧରିଥିବା ଲାଫିଂ ବୃଦ୍ଧ ଙ୍କୁ ଆମେ ମାନେ କୌଣସି ରୋଗୀ ବିଷୟରେ ଜାଣି ପାରୁ ନ ଥିଲେ ରୋଗ ଭଲ ହେବା ପାଇଁ ରଖିଥାଉ ଘରେ |8-ଡ୍ରଗନ ଉପରେ ବସିଥିବା ଲାଫିଂ ବୃଦ୍ଧ:-ତନ୍ତ୍ର ଓ ଗୁଣି ଗାରିଡି କରିଥିଲେ ନଜର ଦୋଷା ରୁ ମୁକ୍ତି ପାଇଁ ଡ୍ରଗନ ଉପରେ ବସିଥିବା ଲାଫିଂ ବୃଦ୍ଧ କୁ ଘରେ ରଖିଥାଉ |ତେବେ ଏହା ଥିଲା କେଉଁ ଲାଫିଂ ବୁଦ୍ଧ କୁ କେଉଁ ସ୍ଥାନରେ ରଖିବା ସେ ବିଷୟରେ ସମସ୍ତ କଥା

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment