କେଉଁ ବାଳ ନ ରହିଲେ ଅଶୁଭ ! କେଉଁ ବାଳ କାଟିଲେ ପୁଅମାନେ ଦରିଦ୍ର,ଭିକାରୀ ହୁଅନ୍ତି ? ପୁଅଙ୍କ ଶରିରର କେଉଁଠି ବାଳ ନଥିଲେ ଅଶୁଭ ଦେଖନ୍ତୁ !

ସମୁଦ୍ର ଶାସ୍ତ୍ର ଅନୁସାରେ ମୁଣ୍ଡର ବାଳ ଠାରୁ ଆରମ୍ଭ କରି ନଖ ପର୍ଯ୍ୟନ୍ତ ପ୍ରତ୍ୟେକ ଶରୀରର ଅଙ୍ଗ ର ଅବସ୍ଥିତି ଆକାର ଏବଂ ପ୍ରକାର ଆପଣଙ୍କ ଭବିଷ୍ୟତ ବିଷୟରେ ବହୁତ କିଛି କହିଥାଏ । ଯେଉଁ ପୁଅ ମାନଙ୍କର ଆଇବ୍ର ମୋଟା ଏବଂ ଆଇବ୍ରର ବାଳ ଗୁଡିକ ମୋଟା ଏବଂ ଘନ ହୋଇଥାଏ ସେମାନେ ଶାନ୍ତ ଶରଳ ଏବଂ ଉଚ୍ଚ ଚିନ୍ତାଧାରା ବ୍ୟକ୍ତିତ୍ୱର ହୋଇଥାନ୍ତି । ତାଙ୍କର ଏହି ପ୍ରକାର ଆଇବ୍ର ସେମାନଙ୍କୁ ଶୁଭ ହେବାର ପ୍ରତୀକ ଦେଇଥାନ୍ତି । ଯେଉଁ ପୁଅ ମାନଙ୍କର ଆଇବ୍ରର ବାଳ ଯୋଡି ହୋଇ ରହିଥାଏ , ସେହିପରି ପୁଅମାନେ ଅତି ଶୁଭ ହୋଇଥାନ୍ତି । ଏହିପରି ପୁଅମାନେ କରୁଥିବା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇଥାନ୍ତି । ତେବେ ଆସନ୍ତୁ ଜାଣିବା ପିଅ ମାନଙ୍କର କେଉଁ ଅଙ୍ଗରେ ବାଳ ନରହିବା ଅଶୁଭ ହୋଇଥାଏ ।

1. ଦାଢିରେ ବାଳ ଉଠିନଥିବା ପୁଅ :-

ଯେଉଁ ପୁଅ ମାନଙ୍କର ଦାଢିରେ ବାଳ ଉଠିନଥାଏ , ସେମାନେ ଅଶୁଭ ହୋଇଥାନ୍ତି । ଏହିପରି ପୁଅମାନେ ମୁଖ୍ୟତଃ ଅଧିକ ଶାରୀରିକ ହେବା ପାଇଁ ଇଚ୍ଛୁକ ରଖିଥାନ୍ତି । ମହିଳା ମାନଙ୍କ ପ୍ରତି ଏମାନଙ୍କର ଖରାପ ମନଧାରଣା ରହିଥାଏ ।

2. କାନରେ ବାଳ ଥିବା ପୁଅ :-

ଯେଉଁ ମାନଙ୍କର କାନରେ ବାଳ ରହିଥାଏ , ସେମାନେ ଅଶୁଭ ଏବଂ ଶୁଭ ମଧ୍ୟ ହୋଇଥାନ୍ତି । ମୁଖ୍ୟତଃ 2 ପ୍ରକାରର କାନରେ ବାଳ ଦେଖିବାକୁ ମିଳିଥାଏ , ଯେପରି କାନର ବାହର କୋଡରେ ବାଳ ଉଠିବାର ଏବଂ କାନ ଭିତରୁ ବାଳ ଉଠିବାର ଦେଖିବାକୁ ମିଳିଥାଏ । କାନ ଭିତରୁ ବାଳ ଉଠୁଥିବା ପୁଅମାନେ ଖଳନାୟକ ପ୍ରବୃତିର ହୋଇଥାନ୍ତି । ନିଜର ସ୍ୱାର୍ଥ ପାଇଁ ପ୍ରତ୍ୟେକ କାମ କରନ୍ତି , କିନ୍ତୁ କାନର କୋଡରେ ଥିବା ପୁଅ ମାନେ ଶାନ୍ତ ଏବଂ ପରଉପକାରୀ ହୋଇଥାନ୍ତି ।

3. ନାକ ତଳେ ବାଳ ନଥିବା ପୁଅ :-

ଆପଣ ମାନେ ଦେଖିଥିବେ କେତେକ ପୁଅ ମାନଙ୍କର ନିଶ ମଝିରେ ବା ନାକ ତଳେ ବାଳ ନଥାଏ , ଏହିପରି ପୁଅ ମାନେ ନିଜ ସ୍ତ୍ରୀ ପାଇଁ ଅଶୁଭ ହୋଇଥାନ୍ତି । ନିଜ ସ୍ତ୍ରୀ ଅପେକ୍ଷା ଅନ୍ୟ ମହିଳା ମାନଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ।

4. କାଖ ବାଳ ଓ ଛାତି ବାଳ କାଟୁଥିବା ପୁଅ :-

ଯେଉଁ ପୁଅ ମାନେ ସୁନ୍ଦରତା ପାଇଁ କାଖ ବାଳ ଓ ଛାତି ବାଳ କାଟିଥାନ୍ତି ,ସୁମୁଦ୍ରଶାସ୍ତ୍ର ଅନୁସାରେ ତାହାକୁ ଅଲକ୍ଷଣ କାମ ହୋଇଥାଏ । ନିଜର ସୌନ୍ଦର୍ଯ୍ୟ ପାଇଁ ପୁଅମାନେ ନିଜର ଛାତି ଏବଂ କାଖ ବାଳକୁ କାଟି ଦିଅନ୍ତି । କିନ୍ତୁ ଏପରି କରିବା ତାଙ୍କ ପାଇଁ ଅଶୁଭ ହୋଇଥାଏ , ଏପରି କରିବା ଦ୍ୱାରା ଆପଣଙ୍କ ପାଖରୁ ମାତା ଲକ୍ଷ୍ମୀ ଛାଡିକରି ଚାଲିଯାଆନ୍ତି । ଯାହାଫଳରେ ଆପଣଙ୍କ ଠାରେ ସର୍ବଦା ଧନର ଅଭାବ ଦେଖାଯାଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment