କେଉଁ ଜିନିଷକୁ ଅଧା ପୁରେଇଲେ କଷ୍ଟ ଲାଗେ, ପୁରା ପୁରେଇଲେ ମଜା ଲାଗେ, ଅକାତ ଅଛି ଯଦି ଉତ୍ତର ଦେଇ ଦେଖାଅ

0

ବର୍ତ୍ତମାନ ଯୁଗ ହେଉଛି ପ୍ରତିଯୋଗିତା ର ଯୁଗ l ସମସ୍ତ ବିଷୟ ରେ ଜ୍ଞାନ ରହିଥିଲେ ହିଁ ଜଣେ ବ୍ୟକ୍ତି ନିଜକୁ ସଫଳ କରିବା ସହ ନିଜର ପ୍ରତିଦ୍ବନ୍ଦୀ ମାନଙ୍କୁ ପଛରେ ପକାଇ ଆଗକୁ ବଢ଼ିପାରିବ l ସମସ୍ତ ଙ୍କ ମଧ୍ୟ ରେ ସମ୍ୟକ ଜ୍ଞାନ ନଥିଲେ ମଧ୍ୟ କିଛି ସାଧାରଣ ଜ୍ଞାନ ରହିଥାଏ l ଯାହାଦ୍ୱାରା ସେମାନେ ପ୍ରତ୍ୟେକ କ୍ଷେତ୍ର ରେ ନିଜର ପ୍ରତିଭା ଦେଖାଇ ଥାନ୍ତି ଓ ସେହି ସୋପାନ କୁ ଅତିକ୍ରମ କରିଥାନ୍ତି l ଆମେ ପାଠ ପଢିବା ସହ ଏହି ସବୁ ସାଧାରଣ ଜ୍ଞାନ ଆମ ନଜର କୁ ଆସିଥାଏ l

ମାତ୍ର ଆମେ ସେସବୁକୁ ଏତେ ଗୁରୁତ୍ୱ ଦେଇନଥାନ୍ତି l ଯାହାଫଳରେ ରେ ଆମେ ଜୀବନ ର ବହୁତ ପରୀକ୍ଷା ରେ ସଫଳ ହୋଇପାରିନଥାନ୍ତି l ଯାହାଦ୍ୱାରା ଆମେ ଭବିଷ୍ୟତ ରେ ବହୁତ ଅସୁବିଧା ରେ ପଡିଥାଉ ଆଉ ନିଜକୁ ଦୋଷ ଦେଇଥାନ୍ତି lତେବେ ଚାଲନ୍ତୁ ଜାଣିବା କିଛି ସାଧାରଣ ପ୍ରଶ୍ନ ଓ ତାର ଉତ୍ତର ଯାହାକି ଆପଣମାନଙ୍କ ର ସାଧାରଣ ଜ୍ଞାନ କୁ ବଢ଼ାଇବାରେ ସାହାଯ୍ୟ କରିଥାଏ l

1.ଵାମରୁ ପଡିଲେ ଓଜନିଆ ଓ ଡାହାଣ ରୁ ପଡିଲେ ନାହିଁ l ତାହା କେଉଁ ଶବ୍ଦ?
ଉତ୍ତର :- Ton (ଟନ ) l

2. ମୁ ପର୍ବତ ଠାରୁ ବଡ କିନ୍ତୁ ଗଛ ଠାରୁ ସାନ ଅଟେ l ତେବେ ମୁ କୁହ କିଏ?
ଉତ୍ତର :- ପବର୍ତ ଉପରେ ଥିବା ଘାସ l
ପର୍ବତ ଉପରେ ଥିବା ଘାସ ପର୍ବତ ଠାରୁ ବଡ ହୋଇଥାଏ କିନ୍ତୁ ଗଛ ଠାରୁ ଛୋଟ ହୋଇଥାଏ l

3. ମୋ ଆଗରେ ନମ୍ବର ଲେଖାଯାଇଛି କିନ୍ତୁ ମୁ 13 ଦେଖିପାରୁନାହିଁ l ତେବେ ମୁ କିଏ ?
ଉତ୍ତର : – ଘଣ୍ଟା
କାରଣ ଘଣ୍ଟା ରେ 13 ନମ୍ବର ନଥାଏ l

4. ମୋ ପାଦ ଗୁଡିକ ଭୂଇଁ ରେ ଅଛି କିନ୍ତୁ ମୋ ମୁଣ୍ଡ ଟି ତାରା ମାନଙ୍କ ଠାରୁ ଉପରେ ଅଛି l ତେବେ ମୁ କିଏ ?
ଉତ୍ତର :- ବ୍ୟାଜରେ ଷ୍ଟାର ଥିବା ପୋଲିସ ଅଫିସର l

5. କେଉଁ ଜିନିଷକୁ ଅଧା ପୁରେଇଲେ କଷ୍ଟ ଲାଗେ, ପୁରା ପୁରେଇଲେ ମଜା ଲାଗେ ?
ଉତ୍ତର – ଚୁଡ଼ି

6. ମୁ ଗୋଟିଏ ଶବ୍ଦ l ଯଦି ମୋତେ ଠିକ ଉଚ୍ଚାରଣ କର ତେବେ ମୁ ଭୁଲ ହୋଇଯିବି l ଯଦି ମୋତେ ଭୁଲ ଉଚ୍ଚାରଣ କର ତେବେ ମୁ ଠିକ ହୋଇଯିବ l ତେବେ ମୁ କିଏ?
ଉତ୍ତର :- ଭୁଲ l

7. ଜଣେ ମୁକ ବ୍ୟକ୍ତି ଗୋଟିଏ ଟୁଥବ୍ରସ କିଣିବାକୁ ଚାହୁଁଥିଲି l ତେଣୁ ସେ ଦୋକାନୀକୁ ଦାନ୍ତ ବ୍ରଶ କରିବା ଭଳି ସଂକେତ ଦେଖାଇଲେ l ଦୋକାନୀ ତାଙ୍କ କଥା ବୁଝିଗଲେ ଓ ଗୋଟିଏ ଟୁଥବ୍ରସ ଦେଲେ l ତାଙ୍କ ପରେ ଜଣ ଅନ୍ଧ ବ୍ୟକ୍ତି ଦୋକାନ ଙ୍କୁ ଆସିଲେ l ସେ ହଲେ ଜୋତ କିଣିବାକୁ ଚାହୁଁଥିଲେ l ତେବେ ସେ ଦୋକାନୀକୁ କିଭଳି ସଂକେତ ଦେଖାଇବେ ?
ଉତ୍ତର :- ସେ କଥା କହି ପାରିବେ ତେଣୁ ସଂକେତ ଦରକାର ନାହିଁ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।