ଯେଉଁ ମହିଳା ପାଦରେ ପାଉଁଜ ପିନ୍ଧନ୍ତି ସେମାନେ ନିହାତି ଏହି ପୋଷ୍ଟଟିକୁ ନିଶ୍ଚୟ ଦେଖନ୍ତୁ, ନଚେତ…

ଦର୍ଶକ ବନ୍ଧୁ ନାରୀମାନେ ନିଜ କୁ ସୁନ୍ଦର ଦେଖିବା ପାଇଁ ବୋହୁ ସମୟରେ ନିଜକୁ ସଜେଇ ହେଇଥାନ୍ତି, ସେଥିପାଇଁ ସେ ବହୁ ଅଳଙ୍କର ର ବ୍ୟବହାର କରିଥାନ୍ତି ଯାହା ଦ୍ୱାରା ସେମାନେ ଆକର୍ଷିତ ଦେଖା ଯାନ୍ତି, ସେମାନେ ନିଜକୁ ସୁନ୍ଦର ଓ ଆକର୍ଷିତ ଦେଖିବା ପାଇଁ ମଥାରେ ବିଭିନ୍ନ ପ୍ରକାର ର ଫୁଲ ଓ କାନ ରେ ଓ ନାକ ରେ ବିଭିନ୍ନ ପ୍ରକାର ର ଅଳଙ୍କାର ପିନ୍ଧି ଥିବାର ଆପଣ ମାନେ ଦେଖିଥିବେ ଓ ତାହାର ସେଇ ଅଳଙ୍କାର କୁ କେହି କେହି ପ୍ରଶଂସା ମଧ୍ଯ କରିଥାଏ ହେଲେ କଣ ଆପଣ ମାନେ ଜାଣିଛନ୍ତି ଦର୍ଶକ ବନ୍ଧୁ ନାରୀ ଏହି ଅଳଙ୍କାର ମଧ୍ୟରୁ ପାଦ ରେ ପିନ୍ଧୁ ଥିବା ଅଳଙ୍କାର ନାରୀ ର ସୁନ୍ଦରତା ବଡାଇବା ସହିତ ଘର ର ମଙ୍ଗଳ ମଧ୍ୟ ହେଇଥାଏ ତାହାଲେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ସେଇ ସେଇ ଅଳଙ୍କାର 3 ଟି ବିଶେଷତ୍ୱ ବିଷୟରେ :-

ହଁ ଦର୍ଶକ ବନ୍ଧୁ ନାରୀ ମାନେ ତାଙ୍କ ସୁନ୍ଦରତା ବଢାଇବା ପାଇଁ ପାଦ ରେ ପାଉଁଜି ପିନ୍ଧି ଥାନ୍ତି ଏହି ପାଉଁଜି ପିନ୍ଧିବା ଦ୍ୱାରା ଘର ର ଓ ନାରୀ ମାନଙ୍କର 3 ଟି ଉପକାର ହେଇଥାଏ ତାହେଲେ ଆସନ୍ତୁ ଜାଣିବା ପ୍ରଥମ ଉପକାର ବିଷୟରେ,

ପ୍ରଥମ ଉପକାର :-

ନାରୀ ମାନେ ପାଉଁଜି ପିନ୍ଧିବା ଦ୍ୱାରା ଘରେ ବାହାର ଶକ୍ତି ର ପ୍ରବେଶ ହେଇନଥାଏ, କାରଣ ପାଉଁଜି ଶବ୍ଦ ଶୁଣି କୌଣସି ବାହାର ଶକ୍ତି ଘର ଭିତରକୁ ପ୍ରବେଶ କରିନଥାଏ, ଯେହେତୁ ଏହି ଶବ୍ଦ ଦେବତା ମାନଙ୍କୁ ବହୁତ ଆକର୍ଷିତ କରିଥାଏ ସେଥିପାଇଁ ଏହି ଶବ୍ଦ ଶୁଣି ବାହାର ର ନକାରାତ୍ମକ ଶକ୍ତି ଘର ଭିତରକୁ ପ୍ରବେଶ କରିନଥାଏ, ତେଣୁ ପ୍ରତେକ ନାରୀ ଙ୍କ ର ପାଉଁଜି ପିନ୍ଧିବା ଆବଶ୍ୟକ ହେଇଥାଏ |

ଦ୍ୱିତୀୟ ରେ :-

ଯେଉଁ ଘର ରେ ନାରୀ ମାନେ ପାଉଁଜି ପିନ୍ଧିଥାନ୍ତି ସେଇ ଘରେ ଦେବା ଦେବୀ ଙ୍କ ଆଶୀର୍ବାଦ ରହିବା ସହିତ ସେ ଘରେ କୌଣସି ଦୁଃଖ ଆସି ନଥାଏ, କାରଣ ପାଉଁଜି ର ମଧୁର ସ୍ୱର ଦେବତା ମାନଙ୍କ ଆକର୍ଷିତ କରିଥାଏ ସେଥିପାଇଁ ଦେବତା ମାନେ ସେଇ ଘରେ ସବୁବେଳେ ନିଜର କୃପା ଦୃଷ୍ଟି ରଖିଥାନ୍ତି ଯାହା ଫଳରେ ସେ ଘରେ କୌଣସି ପ୍ରକାରର ଖରାପ ଶକ୍ତି ଓ ଓ ଦୁଃଖ ମଧ୍ଯ ଦେଖା ଦେଇନଥାଏ ବୋଲି କୁହାଯାଏ |

ତୃତୀୟ ରେ ବା ଶେଷରେ :-

ନାରୀ ମାନେ ପାଉଁଜି ପିନ୍ଧିବା ଦ୍ୱାରା ସେମାନଙ୍କ ସୁନ୍ଦରତା ବଢିବା ସହିତ ଶରୀର ର ରୋଗ ପ୍ରତିରୋଧକ ଶକ୍ତି ମଧ୍ଯ ବଢି ଥାଏ, କାରଣ ଆପଣ ମାନେ ଜାଣିଥିବେ ପାଉଁଜି ରୁପା ରେ ତିଆରି ହେଇଥାଏ, ସେଥିପାଇଁ ଏଥିରେ ରୋଗ ପ୍ରତିରୋଧକ ଶକ୍ତି ରହିଥାଏ, ଏହା ପିନ୍ଧିବା ଦ୍ୱାରା ଶରୀର କୌଣସି ରୋଗ ସହଜରେ ପ୍ରବେଶ କରିପାରିନଥାଏ |

ତାହାଲେ ଜାଣିଲେ ତ ଦର୍ଶକ ବନ୍ଧୁ ନାରୀ ମାନେ ପାଉଁଜି ପିନ୍ଧିବା ଦ୍ୱାରା କିପରି ଉପକାର ସବୁ ମିଳୁଛି, ଯଦି କେହି ନାରୀ ପାଉଁଜି ର ବ୍ୟବହାର କରୁନାହାନ୍ତି ତାହାଲେ ଘର ର ମଙ୍ଗଳ ପାଇଁ ଓ ଶରୀର ଭଲ ପାଇଁ ଆଜି ହିଁ ପାଉଁଜି ପିନ୍ଧିବାକୁ ଆରମ୍ଭ କରନ୍ତୁ|

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment