Intresting GK Question – କେଉଁ ଫଳ ର ଚୋପା ନାହିଁ କି ମଞ୍ଜି ନାହିଁ ? ଉତ୍ତର ଦେବାରେ ୯୯% ଲୋକ ଫେଲ, ବୁଦ୍ଧିମାନ ହିଁ ଉତ୍ତର ଦେଇ ପାରିବ

0

ଏହି ପ୍ରଶ୍ନ ଯାହାକୁ ଆପଣ କେବେବି ଜାଣିନଥିବେ ଆମକୁ ନିତିଦିନ ଜୀବନରେ କିଛି ପ୍ରଶ୍ନ ର ଉତ୍ତର ଜାଣିବାରେ ଅଛି କାରଣ ଏହା ଆମକୁ ବହୁତ କାର୍ଯ୍ୟ ରେ ସହଯୋଗ କରିଥାଏ l ଆମକୁ ବିଭିନ୍ନ ପରୀକ୍ଷା ରେ ସାଧାରଣ ଜ୍ଞାନ ର ପରୀକ୍ଷା ଦେବା କୁ ପଡିଥାଏ ଏବଂ ଏହି ସମୟରେ ଆମ କୁ ଏହି ପ୍ରଶ୍ନ ସାହାଯ୍ୟ କରିଥାଏ l

1:- ଭିତରକନିକା ଅଭୟାରଣ୍ୟ କେଉଁ ଜିଲ୍ଲା ରେ ଅବସ୍ଥିତ ?
ଉତ୍ତର:-କେନ୍ଦ୍ରାପଡ଼ା
ଭିତରକନିକା ହେଉଛି ପ୍ରାକୁତିକ ସୌନ୍ଦର୍ଯ୍ୟ ର ଗନ୍ତାଘର l ଏହା ଓଡ଼ିଶାର ପୂର୍ବ ଉପକୂଳର କେନ୍ଦ୍ରାପଡ଼ା ରେ ଅବସ୍ଥିତ l

2:- ଚନ୍ଦକା ଅଭୟାରଣ୍ୟ କେଉଁ ଜିଲ୍ଲା ରେ ଅବସ୍ଥିତ ?
ଉତ୍ତର :- ଖୋର୍ଦ୍ଧା
ଚନ୍ଦକା ରେ ହାତୀ ଅଭୟରଣ୍ୟ ରହିଛି l ଏଠାକୁ ବହୁତ ପର୍ଯ୍ୟଟକ ଆସିଥାନ୍ତି l

3:- ପୂର୍ଣଚନ୍ଦ୍ର ଭାଷାକୋଷ ର ରଚୟିତା କିଏ ?
ଉତ୍ତର :- ଗୋପାଳ ଚନ୍ଦ୍ର ପ୍ରହରାଜ

4:- ବାବାଜୀ ନାଟକ ର ରଚୟିତା କିଏ ?
ଉତ୍ତର :-ଜଗମୋହନ ଲାଲ

5:- ସୀତା ବିବାହ ର ରଚୟିତା କିଏ ?
ଉତ୍ତର :-କାମ ପାଳ ମିଶ୍ର

6:-କେଉଁ ଦୁଇ ପର୍ବତ ର ସଂଯୋଗ ରେ ହୀରାକୁଦ ବନ୍ଧ ନିର୍ମିତ ?
ଉତ୍ତର :- ଚନ୍ଦଲୀ ଡୁଙ୍ଗୁରି ଓ ଲାମା ଡୁଙ୍ଗୁରି
ହୀରାକୁଦ ଆମ ଓଡିଶା ର ସମ୍ବଲପୁର ଜିଲ୍ଲା ରେ ଅବସ୍ଥିତ ଏହିଠାରେ ହୀରାକୁଦ ଡ୍ୟାମ ରହିଛି l

7:- ଓଡିଶା ର ସମସ୍ତ ନଦୀ କେଉଁଠି ମିଶିଛନ୍ତି ?
ଉତ୍ତର :- ବଙ୍ଗୋପ ସାଗର
ଓଡିଶା ର ସମସ୍ତ ନଦୀବନ୍ଧ ଆସି ବଙ୍ଗୋପ ସାଗର ରେ ମିଶିଛି l

8:- ଏଲ. ସି. ଡି ର ଫୁଲ ଫର୍ମ କଣ ?
ଉତ୍ତର :- ଲିକଇଡ କ୍ରିଷ୍ଟାଲ ଡ଼ିସପ୍ଲେ

9:-ଏଫ. ଆଇ. ଆର ର ଫୁଲ ଫର୍ମ କଣ ?
ଉତ୍ତର :-ଫାର୍ଷ୍ଟ ଇନଫରମେସନ ରିପୋଟ

10:- ଓଡ଼ିଶାର ପାଇକ ବିଦ୍ରୋହ ର ନେତୃତ୍ୱ କିଏ ନେଇଥିଲେ ?
ଉତ୍ତର :- ଜୟୀ ରାଜଗୁରୁ
ଓଡ଼ିଶାର ପ୍ରଥମ ପାଇକ ପୁଅ ଯିଏ କି ବ୍ରିଟିଶ ସରକାର ଙ୍କ ବିରୁଦ୍ଧରେ ପ୍ରଥମେ ସ୍ୱର ଉତ୍ତଳନ କରିଥିଲେ l ଏବଂ ଏହାଙ୍କୁ ବରଗଛ ରେ ବାନ୍ଧି ଚିରି ଦେଇଥିଲେ l

11:- କଳିଙ୍ଗ ଯୁଦ୍ଧ କେଉଁ ଠାରେ ହୋଇଥିଲା ?
ଉତ୍ତର :- ଧଉଳି ପାହାଡ଼ ନିକଟସ୍ଥ ଦୟା ନଦୀ କୂଳରେ l
ପ୍ରାଚୀନ ଇତିହାସରେ ଏକ ଯୁଗାନ୍ତକାରୀ ଘଟଣା ହେଲା କଳିଙ୍ଗ ଯୁଦ୍ଧ l ଏହି ଯୁଦ୍ଧଟି 261ଖୀ:ପୂ ରେ ହୋଇଥିଲା l ଏହି ଯୁଦ୍ଧରେ ପ୍ରାୟ 15000 ଲୋକ ବନ୍ଦ ଓ 100000ଲୋକଙ୍କୁ ହତ୍ୟା କରାଯାଇଥିଲା l

12:- କେଉଁ ଫଳ ର ଚୋପା ନାହିଁ କି ମଞ୍ଜି ନାହିଁ ?
ଉତ୍ତର :- ମୁଲବେରରୀ ବା ତୁତ କୋଳି
ଫଳ ରେ ମୁଖ୍ୟତଃ ଚୋପା ଓ ମଞ୍ଜି ଥାଏ କିନ୍ତୁ ଏହି କୋଳିରେ ମଞ୍ଜି କି ଚୋପା ନଥାଏ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।