Intresting GK Question – କେଉଁ ଗଛ ର ତଳେ ଶୋଇଲେ ମଣିଷ ମରିଯାଏ ? ବୁଦ୍ଧିମାନ ଲୋକ ହିଁ ଏହାର ଉତ୍ତର ଦେଇ ପାରିବ

ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ଭକି ଆମ ସମସ୍ତଙ୍କ ପାଇଁକି ସାଧାରଣ ଜ୍ଞାନ ର ଆବଶ୍ୟକତା ରହିଛି |ଆଉ ସେହି ସାଧାରଣ ଜ୍ଞାନ ଯେ ଆମକୁ କେବଳ ପୁସ୍ତକ ରୁ ମିଳିବ ତାହା ନୁହଁ ଆଜି କାଲି ଅନଲାଇନ ର ସାହାଯ୍ୟ ରେ ଆମେ ମାନେ ଅତି ସହଜରେ କମ ସମୟରେ ବିଭିନ୍ନ ପ୍ରକାରର ଜ୍ଞାନ ହାସଲ କରି ପାରୁଛୁ ଯାହା ଆମର ଜ୍ଞାନ ର ଅଭିବୃଦ୍ଧି ରେ ସାହାଯ୍ୟ କରିଥାଏ ବୋଲି କୁହାଯାଉଛି |ତାହେଲେ ଆସନ୍ତୁ ସେହି ଭଳି ପ୍ରଶ୍ନ ଉତ୍ତର ବିଷୟରେ ଆଲୋଚନା କରିବା |

ପ୍ରଶ୍ନ 1:-ମଣିଷ ର କେଉଁ ଅଙ୍ଗ ବିଜୁଳି ଉତ୍ପନ କରିଥାଏ?
ଉତ୍ତର :-ମସ୍ତିଷ୍କ

ପ୍ରଶ୍ନ 2:-ଆମ ଶରୀରର କେଉଁ ଅଙ୍ଗ ରେ ରକ୍ତ ନ ଥାଏ?
ଉତ୍ତର:-ନଖ, ବାଳ

ପ୍ରଶ୍ନ 3:-ସେ କେଉଁ ଜୀବ ଅଟେ ଯିଏ କି ଜନ୍ମ ହେବା ମାତ୍ରେ 2-3 ମାସ ଧରି ଶୋଇ ରୁହେ?
ଉତ୍ତର :-ଭାଲୁ

ପ୍ରଶ୍ନ 4:-ଭାରତର ପ୍ରଥମ ଅଣ୍ଡାର ୱାଟର ରେସ୍ତର କେଉଁଠାରେ ଖୋଲା ଯାଇଥିଲା?
ଉତ୍ତର :-ଅହମଦାବାଦ ରେ

ପ୍ରଶ୍ନ 5:ଭାରତର ସବୁଠାରୁ ଲମ୍ବା ଦିନ କେଉଁ ତାରିଖ ରେ ଆସିଥାଏ?
ଉତ୍ତର :- ଜୁନ 21

ପ୍ରଶ୍ନ 6:-କିଏ ଆଉ କେତେ ମସିହା ରେ ଟ୍ରେନ ଆବିଷ୍କାର କରିଥିଲେ?
ଉତ୍ତର :-ଜର୍ଜ ଷ୍ଟିପେନ 1825 ମସିହାରେ

ପ୍ରଶ୍ନ 7:-ଦୁନିଆରେ ସବୁଠାରୁ ଦୁଃଖୀ ରହୁଥିବା ପଶୁ କିଏ?
ଉତ୍ତର : ପୋଲାର ବିୟର

ପ୍ରଶ୍ନ 8:-ଭାରତ ର ସବୁଠାରୁ ବିଶାଳ ମନ୍ଦିର କେଉଁଠାରେ ଅଛି?
ଉତ୍ତର :-ଶ୍ରୀ ରଙ୍ଗନାଥ ସ୍ୱାମୀ ମନ୍ଦିର

ପ୍ରଶ୍ନ 9:-କେଉଁ ଦେଶ ର ନିଜର କୌଣସି ରାଷ୍ଟ୍ରୀୟ ଗୀତ ନାହିଁ?
ଉତ୍ତର :- ସାଇପର୍ସ ଦେଶ

ପ୍ରଶ୍ନ -10:-କେଉଁ ଜୀବ ର କ୍ଷୀର ନୀଳ ରଙ୍ଗ ର ହୋଇଥାଏ?
ଉତ୍ତର :- ମାଇ ବନ୍ଥ

ପ୍ରଶ୍ନ -11:-ଆକାଶରୁ ପଡୁଥିବା ବିଜୁଳି କେତେ ୱାଟ ର ହୋଇଥାଏ
ଉତ୍ତର :-10

ପ୍ରଶ୍ନ -12:-ଦୁନିଆରେ ସବୁଠୁ ବଡ଼ ସୁନା ର ହୋଟେଲ କେଉଁଠାରେ ଅବସ୍ଥିତ?
ଉତ୍ତର :-ଭିଏତନାମ ର ରାଜଧାନୀ ହାନୋଇ

ପ୍ରଶ୍ନ -13:-ପରୀକ୍ଷା ର ସନ୍ଧାନ କିଏ କରିଥିଲେ?
ଉତ୍ତର :-ହେନେରୀ ଫିସେଲ

ପ୍ରଶ୍ନ -14:-ବ୍ଲଡ଼ ଗ୍ରୁପ ର ସନ୍ଧାନ କିଏ କରିଥିଲେ?
ଉତ୍ତର :-ଲର୍ଡ଼ ଲାଣ୍ଡଷ୍ଟିନର

ପ୍ରଶ୍ନ -15:-ଏମିତି କେଉଁ ଜିନିଷ ଅଛି ଯାହାକୁ ପିନ୍ଧିଲା ପରେ କାଢି ହୁଏନି?
ଉତ୍ତର :-କଫନ

ପ୍ରଶ୍ନ -16:-କେଉଁ ଗଛ ର ତଳେ ଶୋଇଲେ ମଣିଷ ମରିଯାଏ?
ଉତ୍ତର :-ନିମ୍ବ

ଏହା ଥିଲା ଆମ ସାଧରଣ ଜ୍ଞାନ କୁ ବୃଦ୍ଧି କରିବା ପାଇଁ ଅନଲାଇନ ପ୍ରଶ୍ନ ଉତ୍ତର, ଯାହା ଆମର ବିକାଶ ରେ ସାହାଯ୍ୟ କରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment