ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ବର୍ତ୍ତମାନ ଗୋଟିଏ ଘଟଣା ସାରା ଓଡିଶା ରେ ଚହଳ ପକାଇଛି ତାହା ହେଉଛି ଅର୍ଚ୍ଚନା ନାଗ ଓ ତାଙ୍କର ସ୍ୱାମୀ ଜଗବନ୍ଧୁ ଚାନ୍ଦ ଙ୍କ କଥା |ତେବେ କମିଶନ ଙ୍କ ହାତ ରେ ଅର୍ଚନା ନାଗ ଙ୍କର ସମସ୍ତ ସତ ଧରା ପଡିବ ପରେ ଏବେ ଅର୍ଚନା ନାଗ ଙ୍କର ସମସ୍ତ ଘଟଣା ଉପରେ ତଦନ୍ତ ଆରମ୍ଭ କରିଛି ପୋଲିସ | ଆଉ ଯାହା ଜଣା ପଡିଛି କି ଅର୍ଚନା ଙ୍କର ଯେଉଁ ଯେଉଁ କାର୍ଯ୍ୟ ରେ ହାତ ରହିଛି ତାହାର ଖୋଳ ତାଳ କରିବାକୁ ବର୍ତ୍ତମାନ ଚେଷ୍ଟା ଚଳାଇଛି ପୋଲିସ | ଆଉ ଏବେ ଖଗେଶ୍ୱର ଅର୍ଥାତ ଖଗା ନାଁ ଟି ଆସିଛି ସାମ୍ନାକୁ | ତେହେଲେ ଆସନ୍ତୁ ଜାଣିବା ଖଗା କିଏ ଓ ଅର୍ଚ୍ଚନା ଓ ଜଗବନ୍ଧୁ ଙ୍କ ସହିତ ତାଙ୍କର କଣ ସମ୍ପର୍କ ଥିଲା |
ତେବେ ଆମେ ଜାଣିଛୁ କି ରାଜଧାନୀ ରେ ଲୋକ ମାନଙ୍କୁ ଧନୀ ଓ ରାଜ ନେତା ମାନଙ୍କୁ ଫୋସେଇକି ସେମାନଙ୍କ ଫସେଇ ସେକ୍ସ କାମ କରୁଥିଲେ | ଆଉ ସେମାନଙ୍କ ପାଖରୁ ମୋଟା ଅଙ୍କରେ ଟଙ୍କା ନେଇ କରିବାକୁ ଲାଗିଥିଲେ ବ୍ଲାକ ମେଲିଙ୍ଗ | ଆଉ ନିଜର ସାମ୍ରାଜ୍ୟ ବିସ୍ତାର କରିବାକୁ ଲାଗିଥିଲେ |ଯାହା ଏବେ ଭାଇରାଲ ହେବାର ଲାଗିଛି | ତେବେ ଯାହା ତଦନ୍ତ ରୁ ଜଣା ପଡିଛି କି 2008 ମସିହାରେ ଅର୍ଚ୍ଚନା ଙ୍କ ନାଁ ରେ ଗୋଟିଏ ଅଭିଯୋଗ ଆସିଥିବାର ଦେଖିବାକୁ ମିଳିଛି | ଆଉ ଯେଉଁ ଅଭିଯୋଗ କରିଛନ୍ତି ଜଣେ ମହିଳା |
ତେବେ ଖାଲି ଅର୍ଚ୍ଚନା ନୁହନ୍ତି ତାଙ୍କ ସହିତ ସ୍ୱାମୀ ଜଗବନ୍ଧୁ ଓ ଖଗେଶ୍ୱର ନାମକ ଜଣେ ଲୋକ ନାଁ ରେ ଥାନା ରେ ଅଭିଯୋଗ କରାଯାଇଥିଲା | ତେବେ ଅର୍ଚନା ଙ୍କ ନାଁ ରେ ଖଣ୍ଡଗିରି ଏହିଭଳି 2 ଟି ଥାନା ରେ ଅଭିଯୋଗ ରହିଛି |ତେବେ ଅର୍ଚନା କୁ ପୋଲିସ ଗିରଫ କରିଥିବା ବେଳେ ଜଗବନ୍ଧୁ ଙ୍କ ଦେହ ଖରାପ ଯୋଗୁ ନୋଟିସ ଦିଆଯାଇଥିଲା | ତେବେ ଯାହା ଜଣା ପଡୁଛି କି ଖଗା ବର୍ତ୍ତମାନ ଗାଇଭ ଅଛନ୍ତି କୁଆଡେ | ତେବେ ଯାହା ଜଣା ପଡିଛି କି ଖଗା ଙ୍କର ଭୁବନେଶ୍ୱର ରେ ଗୋଟିଏ ଛୋଟ ଦୋକାନ ପ୍ରଥମେ ଥିଲା |
ତେବେ ସେ ପରେ ଅର୍ଚନା ଙ୍କ ସହିତ ସମ୍ପର୍କ ବଢାଇବା ପରେ ପୁରୁଣା କାର ଶୋ ରୁମ କରିଥିଲେ ଏବେ ସେ ବିଲଡର ହୋଇଯାଇଛନ୍ତି | ଆଉ ଯାହା ଜଣା ପଡିଛି କି ଅର୍ଚନା ଙ୍କ ଭଳି ଖଗା ଙ୍କର ଗାଁ ରେ ମଧ୍ୟ ଅଲିସାନ ଘର ରହିଛି | ଆଉ ତାହା ସହିତ ଗୋଟିଏ ବଡ଼ ସତ ସାମ୍ନା କୁ ଆସିଛି କି ଖଗା ଅର୍ଚନା ଙ୍କ ପାଖକୁ କିଏ କେଉଁ ଟାଇମ ରେ ଦେଖା କରିବାକୁ ଆସିବେ ସେ ସମସ୍ତ କଥା ବୁଝୁଥିଲେ | ଆଉ ବର୍ତ୍ତମାନ ପୋଲିସ ଏହି ଘଟଣା ର ତଦନ୍ତ ଚଳାଇଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।