ଖରାପ ସମୟ ଆସିବା ପୂର୍ବରୁ ଭଗବାନ ଦିଅନ୍ତି ଏହି 2 ଟି ସଂକେତ – Sadhu Bani

ହଁ ଦର୍ଶକ ବନ୍ଧୁ ଆମ ମାନଙ୍କ ଭିତରୁ କିଛି ଏପରି ବି ଲୋକ ଅଛନ୍ତି ଯୋଉ ମାନେ ଠାକୁରଙ୍କୁ ବିଶ୍ୱାସ କରନ୍ତି ଆଉ କେତେଜଣ ମଧ୍ୟ ଏପରି ଲୋକ ଅଛନ୍ତି ଯୋଉମାନେ ଠାକୁରଙ୍କୁ ଆଦୁ ବି ବିଶ୍ୱାସ କରନ୍ତି ନାହିଁ, କିନ୍ତୁ ପ୍ରକୃତ ଘଟଣା ଟି ହେଉଛି କି ଭଗବାନ କୋୖଣସି ବି ଘଟଣା ଘୋଟାଇବା ଆଗରୁ ଆମକୁ କିଛି ସୂଚନା ଦେଇଥାନ୍ତି, ଆଉ ଯାହାକୁ ଆମେ ଜାଣି ପାଇନଥାଉ | ତେବେ ମୁଁ ଆଜି ଆପଣ ମାନଙ୍କୁ ବୋତେଇବି କିଛି ଏପରି କଥା ଯାହାକୁ ଆପଣ ଦେଖିକି ମଧ୍ୟ ଖରାପ ସମୟ ଆସୁଛି ବୋଲି ଜାଣି ପାରିନଥାଉ ଆଉ ଯାହା ଯୋଗୁଁ ଅନେକ ସମୟରେ ଅନେକ ଦୁଃଖ ଓ ସମସ୍ୟାରେ ମଧ୍ୟ ପଡିଥାଉ , ତାହେଲେ ଆସନ୍ତୁ ଜାଣିବା ଭଗବାନ ଆମକୁ କଣ କଣ ସବୁ ସଂକେତ ଦେଇଥାନ୍ତି, ବିପଦ ଆସିବା ଆଗରୁ |

1-ଯଦି ବିବାହିତ ନାରୀ ମାନେ ମଥାରେ ସିନ୍ଦୁର ଲଗାଇବା ସମୟରେ ହାତରୁ ଆପଣଙ୍କର ସିନ୍ଦୁର ଡବା ଟି ଖୋସିଯାଏ ତାହେଲେ ତାହା ଅଶୁଭ ଏ ସଂକେତ ଦେଉଥାଏ , ତେବେ ଆପଣଙ୍କ ଘରେ ଧନ ହାନି ଘଟିବ ଵା ଆପଣଙ୍କ ସ୍ୱାମୀଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବ |

2-ଯଦି ଆପଣକର କ୍ଷୀର ଛିଡି ଯାଏ ଵା କ୍ଷୀର ତଳେ ବସିଯାଏ ତାହେଲେ ତାହା ଅଶୁଭ ର ସଂକେତ ଦେଇଥାଏ , ଆପଣଙ୍କ ଘରେ ଏପରି ଘଟଣା ଘଟିଲେ ଅଶୁଭ ଘଟଣା ଘଟିବ ଧନ ହାନି ହେବାର ବିଶେଷ ସୂଚନା ଦେଇଥାଏ |

3-ଯଦି ଆପଣ ବେଶ କିଛି ଦିନ ହେଲା ଶୋଇଲା ବେଳେ ଖରାପ ସ୍ବପ୍ନ ଦେଖୁଛନ୍ତି ତାହେଲେ ଆପଣଙ୍କ ସହ ଵା ଆପଣଙ୍କ ପରିବାର ସହିତ କିଛି ଖରାପ ଘଟଣା ଘଟିବାର ସମ୍ଭାବନା ଥାଏ, ଯଦି ଏପରି ଘଟଣା ଆପଣଙ୍କ ସହିତ ବାରମ୍ବାର ଘଟୁଛି ତାହେଲେ ଆଗରୁ ସତର୍କ ହେଇଯିବା ନିହାତି ଭଲ |

4- ଯଦି ରାତିରେ ବିଲେଇ କିଛି ଦିନ ହେଲା ଅଜବ ଶବ୍ଦ କରୁଥିବ ଆଉ ଯାହାକୁ ଶୁଣିଲେ ଆପଣ ମଧ୍ୟ ଭୟଭୀତ ହେଇଯାଉଥିବେ , ତାହେଲେ ଜାଣିବେ ଆପଣଙ୍କ ଘର ଉପରେ କିଛି ନକାରାତ୍ମକ ଶକ୍ତିର ପ୍ରଭାବ ପକାଉଥିବ |

5-ଯଦି ଆପଣଙ୍କ ମଙ୍ଗଳ ସୂତ୍ର ଛିଣ୍ଡି ଯାଉଛି ତାହେଲେ ଏହା ଭଲ ସୂଚନା ନୁହେଁ ଏପରି ହେଲେ ଆପଣ ପ୍ରତେକ ଦିନ ବୃନ୍ଦାବତୀ ଙ୍କୁ ପୂଜା କରନ୍ତୁ ଭଲ ଫଳ ପାଇବେ |

6-ଯଦି ଆପଣ ଲଗାତର ଭାବରେ ଘରୁ ବାହାରିଲା ବେଳେ ବାଟରେ କଳି କଜିଆ ଦେଖୁଥିବେ ତାହେଲେ ଆପଣଙ୍କ ଜୀବନରେ କ୍ଳେଶ ଆସିବାର ସମ୍ଭାବନା ଥାଏ |

7-ଯଦି ଆପଣ ଖାଇଲା ବେଳେ ପ୍ରଥମ ଗୁଣ୍ଡା ଟି ଖରାପ ଲାଗୁଛି ଓଁ ଦ୍ୱତୀୟ ଥର ଭଲ ଲାଗୁଛି ତାହେଲେ ଆପଣଙ୍କର ବନ୍ଧୁ ବାନ୍ଧବ ଙ୍କ ସହିତ ମନ ମାଳିନ୍ୟ ହୋଇପାରେ |

8- ଯଦି ଆପଣ ପୂଜା କରିଲା ବେଳେ ଆପଣଙ୍କ ହାତରୁ ପୂଜା ଥାଳି ଖୋସିପୋଡୁଛି ତାହେଲେ ଏହା ଅଶୁଭ ର ସୂଚନା ଦେଇଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment