Nostradamus prediction – ଖୁବ ଶୀଘ୍ର ଘଟିବାକୁ ଯାଉଛି ଏହି ବଡ ଅଘଟଣ… କଣ ସବୁ ଘଟିବ ଶୀଘ୍ର ଦେଖନ୍ତୁ

ଦେଶ ଦେଶ ମଧ୍ୟରେ ପୂର୍ବ ଭଳି ଭାଇଚାରା ଆଉ ଦେଖିବା ପାଇଁ ମିଳୁନାହିଁ। ସବୁଠି ଖାଲି ଅନ୍ୟାୟ ଅତ୍ୟାଚାର ଇତ୍ୟାଦି ଦେଖିବା ପାଇଁ ମିଳୁଛି। ତେବେ ଚାଲିଥିବା ଯୁଦ୍ଧରେ ବିଶ୍ୱ ଯୁଦ୍ଧରେ ପରିଣତ ହେବାର ସୂଚନା ଦେଲେ ଦାର୍ଶନିକ ନୋଷ୍ଟାଡମୋସ। ବନ୍ଧୁଗଣ ତୃତୀୟ ବିଶ୍ୱଯୁଦ୍ଧର ବିଷୟରେ ତୋ ବର୍ତ୍ତମାନ ସୁଦ୍ଧା କୌଣସି ବିପଦ ନାହିଁ। ଯଦି ଏହା ପଛରେ ଥିବା ବଡ କାରଣ କଥା କହିବା ତେବେ ଏହାର ସିଧା ସଳଖ ଉତ୍ତର ହେଉଛି ରୁଷ ପରମାଣୁ ଶକ୍ତି ରାଷ୍ଟ୍ର। ପ୍ରଚୁର ପରିମାଣର ପରମାଣୁ କ୍ଷେପଣାସ୍ତ୍ର ଅଛି।

ଅନ୍ୟ ପକ୍ଷରେ ୟୁକ୍ରେନ୍ରକୁ ସମର୍ଥନର କରୁଥିବା ଆମେରିକା ଏବଂ ଅନେକ ପାଶ୍ଚାତ୍ୟ ଦେଶରେ ପରମାଣୁ ବୋମାଗୁଡ଼ିକର ଭଣ୍ଡାର ଅଛି। ଏଭଳି ପରିସ୍ଥିତିରେ ଉଭୟ ପକ୍ଷ ସେମାନଙ୍କର କ୍ଷମତା ବିଷୟରେ ଭଲ ଭାବରେ ଜାଣନ୍ତି। ତେଣୁ ଏହି ଯୁଦ୍ଧ ବଡ଼ ଧରଣର ଯୁଦ୍ଧ କିମ୍ବା ବିଶ୍ୱଯୁଦ୍ଧରେ ପରିଣତ ହେବାର ସମ୍ଭାବନା କମ୍ । ତେବେ ଆମେରିକା ଏବଂ ପାଶ୍ଚାତ୍ୟ ଦେଶଗୁଡିକ ରୁଷ ଉପରେ କଠୋର ପ୍ରତିବନ୍ଧକ ଲଗାଇ ପାରିବେ। ରୁଷ ଉପରେ ଏହାର ପ୍ରଭାବ ଭୟଙ୍କର ହେବ। ରୁଷ ଯଦି କୌଣସି ସୀମା ଉଲଂଘନ କରେ ତେବେ ଅନେକ ଦେଶଠାରୁ ବିଚ୍ଛିନ୍ନ ହେବାକୁ ପଡିବ। ଏହା ରୁଷର ସ୍ୱାର୍ଥ ଉପରେ ଏକ କଡ଼ା ଜବାବ ହେବ ବୋଲି ଯାହା ଅନୁମାନ କରାଯାଉଛି।

ତେବେ ଏପଟେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ବାରମ୍ବାର ସୂଚାଇ ଦେଇଛନ୍ତି ଯେ ନାଟୋ ସୌନ୍ୟ ମାନେ ୟୁକ୍ରେନରେ ପ୍ରବେଶ କରିବେ ନାହିଁ। ଏହା ହେଉଛି ଏକ ପ୍ରକାର ଚେତାବନୀ ଯେ ୟୁକ୍ରେନରେ ସାମରିକ ଭାବରେ ହସ୍ତକ୍ଷେପ କରିବେ ନାହିଁ। ଯୁଦ୍ଧ ସମୟରେ ଆମେରିକା ରାଷ୍ଟ୍ରପତିଙ୍କ ଏହି ବିବୃତ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ସୂଚାଇ ଦେଇଛନ୍ତି ଯେ ଯଦି ରୁଷ ଚିନ୍ତା କରୁଛି ଯେ ବିଶ୍ୱ ଯୁଦ୍ଧ ହେଲେ ଆମେରିକା କିମ୍ବା ନାଟୋ ଦେଶ ୟୁକ୍ରେନକୁ ସେମାନଙ୍କ ସୌନ୍ୟ ପଠାଇ ପାରିବେ। ତେବେ ରୁଷ ସ୍ପଷ୍ଟ ହେବା ଉଚିତ ବିଶେଷ କଥା। ବର୍ତ୍ତମାନ ଭଳି ସମୟରେ ଯେତେବେଳେ ପୁଟିନ ତାଙ୍କର ପରମାଣୁ ବୋମା ହାଇ ଆଲର୍ଟରେ ରଖିଛନ୍ତି। ଏହା ସୂଚିତ କରେ ଯେ ରୁଷ ଏବଂ ଆମେରିକା ଏହି ଯୁଦ୍ଧକୁ ୟୁକ୍ରେନ ବାହାରେ ନେବାକୁ ଇଚ୍ଛୁକ ନୁହଁନ୍ତି। ତେଣୁ ଏକ ଏହା ବିଶ୍ୱ ଯୁଦ୍ଧ ହେବା ସମ୍ଭବ ନୁହେଁ।

ହେଲେ ଏପେଟେ ଦାର୍ଶନିକ ନୋଷ୍ଟାଡମୋସଙ୍କ ଭବିଷ୍ୟତ ବାଣୀ ରେ ଲେଖିଛନ୍ତି ଯେ ୨୦୨୨ ରେ କୌଣସି ବିଶ୍ଵ ଯୁଦ୍ଧ ହେବ ନାହିଁ। ହେଲେ ଦେଶ ଦେଶ ମଧ୍ୟରେ ଲାଗି ରହିବ ଅଶାନ୍ତି। ୨୦୨୩ ମସିହାରେ ହୋଇପାରେ ତୃତୀୟ ବିଶ୍ଵଯୁଦ୍ଧ କାରଣ ସେ ନିଜର ଭବିଷ୍ୟତ ବାଣୀ ପୁସ୍ତକ ରେ ଲେଖି ସାରିଛନ୍ତି। ତେବେ ଯାହାବି ହେଉ ଆଗକୁ ଖାଲି ଦେଖିବାର ବିଷୟ ରହିଛି। ଏହି ଯୁଦ୍ଧ କେତେ ଭୟଙ୍କର ହେବାକୁ ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment