ଦେଖନ୍ତୁ Shocking ଭିଡ଼ିଓ – ଖୁସି ହୋଇ ଗୀତରେ ନାଚୁଛି ଶୁଆ ଏମିତି ପକ୍ଷୀ ଆପଣ କେବେ ହେଲେ ଦେଖି ନ ଥିବେ ,ମାତ୍ର 4 ଘଣ୍ଟାରେ 36 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ !

ବନ୍ଧୁଗଣ ଆପଣ ତ ଅନେକ ଭିଡିଓ ପ୍ରତିଦିନ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ସେହିପରି ଆଜି ଆମେ ଆପଣଙ୍କୁ ଏମିତି ଏକ ଭିଡିଓ ଦେଖାଇବୁ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ। କାରଣ ଏପରି ଦୃଶ୍ୟ ହୁଏତ ଆପଣ ବହୁତ୍ କମ୍ ଦେଖିଥିବେ କିମ୍ୱା ଦେଖିବାକୁ ପାଇ ନଥିବେ। ଏଠାରେ ଏକ ଶୁଆ ର ମଧୁର ସ୍ୱର ଏବଂ ନାଚକୁ ଦେଖିବାକୁ ମିଳିଛି। ଆପଣ ଜାଣିଛନ୍ତି ଜୀବଜନ୍ତୁ ମାନେ ହେଉଛନ୍ତି ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ବିଶେଷ। ସେମାନଙ୍କୁ ନେଇ ଏହି ମାନବ ସମାଜ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ନିଜର ସ୍ଥିତି କୁ ବଜାୟ ରଖି ପାରିଛି ଜୀବ ଜଗତରେ।

ଏଥିପାଇଁ ଅନେକ ପଶୁ ପକ୍ଷୀ ପ୍ରେମୀ ଘରେ ଏମାନଙ୍କୁ ରଖି ଅର୍ଥାତ୍ ନିଜ ପସନ୍ଦର ପ୍ରାଣୀକୁ ରଖି ସେମାନଙ୍କ ର ଯତ୍ନ ଉଚିତ୍ ଭାବରେ ନିଅନ୍ତି। ସେମାନଙ୍କୁ ଖାଦ୍ୟ ଖାଇବାକୁ ଦିଅନ୍ତି, ସେମାନଙ୍କ ସହ ଖେଳନ୍ତି ଏବଂ ଖୁସି ମଜା କରି ନିଜ ର ବ୍ୟସ୍ତ ବହୁଳ ଜୀବନରେ ଖୁସିର ପୁଲକ ଆଣିବାକୁ ଚେଷ୍ଟା କରନ୍ତି।ଅନେକ ଲୋକ ଜୀବ ମାନଙ୍କ ପ୍ରତି ବେଶ୍ ଉଦାରତା ମନୋଭାବ ପୋଷଣ କରନ୍ତି ଏବଂ ସେମାନଙ୍କ ପ୍ରତୀ ସେମାନଙ୍କ ଉଦାରତା ଏବଂ ଦୟାଭାବ ଦେଖାଇ ଥାଆନ୍ତି। ପଶୁ ପକ୍ଷୀ ମାନଙ୍କୁ ତାଲିମ ଦିଅନ୍ତି ଏବଂ ସେମାନଙ୍କୁ ପୋଷା ମନେଇ ରଖନ୍ତି। ଆମେ ଏକଥା ଏଥିପାଇଁ କହୁଛୁ କାରଣ ଏକ ଶୁଆ ର ଏକ ସୁନ୍ଦର୍ ଦୃଶ୍ୟର ଭିଡିଓ ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ।

ଏଠାରେ ଏହି ଭିଡିଓ ରେ ଯେଉଁ ଶୁଆଟି ରହିଛି ତାହା ବହୁତ୍ ସୁନ୍ଦର ସବୁଜ ରଙ୍ଗର ଶୁଆ ଟିଏ।ଯାହାକୁ ଦେଖିଲେ ଆପଣଙ୍କ ମନ ଖୁସି ହୋଇଯିବ। ଆପଣ ସାଧାରଣତଃ ସବୁଜ ରଙ୍ଗର ସୁନ୍ଦର୍ ସୁନ୍ଦର୍ ଶୁଆ ଗୁଡିକ ଅନେକ ସ୍ଥାନରେ ଦେଖିବାକୁ ପାଉଥିବେ।ନାଲି ଥଣ୍ଟ ରେ ଶୁଆଟି ବହୁତ୍ କ୍ୟୁଟ ଲାଗୁଛି। ଏଠାରେ ଶୁଆଟି କେଡେ ସୁନ୍ଦର୍ ଭାବରେ ତାର ମାଲିକର କଥା ଶୁଣି ସ୍ୱର ବାହାର କରୁଛି ତାର କଣ୍ଠରୁ ତାକୁ ଥରେ ଶୁଣନ୍ତୁ। ଏହାସହ ସେ ନାଚ ମଧ୍ୟ କରୁଛି, ପାଦ କୁ ଥାପି ଥାପି କରି ପକାଉଛି। ତାକୁ ଥରେ ଶୁଣିଲେ ଆପଣ ଜାଣି ପାରିବେ ଯେ କେତେ ସୁନ୍ଦର୍ ତାର ଏହି ସ୍ୱର।

ଧିରେ ଧିରେ ହଲି ହଲି ସେ ଯେମିତି ଉପଭୋଗ କରୁଛି ତା ଜୀବନକୁ। ଆଉ ଦୋହଲି ଦୋହଲି ଆସ୍ତେ ଆସ୍ତେ ନାଚ ବି କରୁଛି ଏହି ସୁନ୍ଦର୍ ଶୁଆଟି। ଏ ଦୃଶ୍ୟ ଯେତିକି ମନୋରମ ସେତିକି ହୃଦୟ ସ୍ପର୍ଶିି ଅଟେ। ଆପଣ ଏହି ଦୃଶ୍ୟକୁ ଦେଖିଲେ ନିଶ୍ଚୟ ଖୁସି ହେବେ ଏବଂ ଏହାକୁ ନିଶ୍ଚିତ ଉପଭୋଗ କରିବେ।ଏହି ଭିଡିଓ ଟିକୁ ଲୋକେ ବହୁତ୍ ମାତ୍ରାରେ ପସନ୍ଦ କରୁଛନ୍ତି ଏବଂ ସୋସିଆଲ ମିଡିଆରେ ଏହାକୁ ସାଢ଼େ ୪ କୋଟିରୁ ଅଧିକ ଲୋକ ଏବେ ସୁଦ୍ଧା ଦେଖି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment