Breaking: ଖୁସିଖବର ବାହାରକୁ ଆସୁଛି ରାହୁଲ ..ଟନେଲ ପାଖରେ ମେଡିକାଲ ଟିମ… ଦେଖନ୍ତୁ Video

ଦର୍ଶକ ବନ୍ଧୁ ଏହି ଛାତି ଥରା ଦୃଶ୍ୟ ର ଆଉ କିଛି ସମୟ ପରେ ଏହାର ଅନ୍ତୋଘୋଟିବ, ଦୀର୍ଘ 100 ଘଣ୍ଟା ଧରି ଚାଲିଥିବା ଏହି ଅପେରସନ ରେ ନାହିଁ ନଥିଲା ଅସୁବିଧା ସର୍ତ୍ତେ, ଯବାନ ମାନେ ରାହୁଲ ଉଦ୍ଧାର ପାଇଁ ସମସ୍ତ ପ୍ରୟାସ କରୁଛନ୍ତି, ବୋରବେଲ ଫୋସି ଥିବା ରାହୁଲ ଖାଇବା ପାଇଁ, ଇସାରା ମଧ୍ୟ କରୁଥିବାର ଦୃଶ୍ୟ ଆପଣ ମାନେ ଦେଖିଥିବେ,100 ଘଣ୍ଟା ଧରି କିଛି ଖାଈନଥିବା ରାହୁଲ ର ସ୍ୱାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ବିଗିଡି ବାରେ ମଧ୍ୟ ଲାଗିଛି, ସେଥିପାଇଁ ବରବେଲ ଭିତରକୁ କେମିତି ରାହୁଲ ପାଇଁ ଔଷଧ ଓ ଖାଦ୍ୟ ରାହୁଲ ପାଖରେ ପହଞ୍ଚିବ ସେଇ ନେଇ ବହୁତ ଚିନ୍ତା ରେ ଛତିଶ ଗୋଡ଼ ମୁଖ୍ୟ ମନ୍ତ୍ରୀ ଓ ଜିଲ୍ଲାପାଳ ଯେହେତୁ ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟା ରେ ପହଂଚିବକୁ ଯାଉଛି ସେଥିପାଇଁ ଏବେ ଟିକେ ଅସୁବିଧା ହେଇପାରେ ବୋଲି କୁହାଯାଏ କାରଣ ଯେଉଁ ପଥର ଟି କୋଟା ଯାଉଛି ସେଇ ପଥର ଭିତରେ ରାହୁଲ ବସିଛି ବୋଲି କୁହା ଯାଉଛି|

କୁନି ପୁଅ ରାହୁଲର ଅପରେସନ ଏବେ ଶେଷ ଆଡ଼କୁ ଗୋଟିକରିବା ରେ ଲାଗିଛି ହେଲେ ଶେଷ ହବା ଏହି କିଛି ଘଣ୍ଟା ସବୁଠୁ ବଡ ପରୀକ୍ଷା ରାହୁଲ ପାଇଁ କହିଛନ୍ତ ଜିଲ୍ଲା ପାଳ କାରଣ ଏବେ ଯେଉଁ ପଥର ଟି କୋଟା ଯାଉଛି ସେଇ ପଥର ଭିତରେ ରାହୁଲ ବସିଛି ବୋଲି କୁହାଯାଉଛି, ଓ ଧୀରେ ଏହି ପଥର କାଟିବା ଦ୍ୱାରା ମାଟି ଧୋସିବା ଆରମ୍ଭ ହେଇଗଲାଣି ସେଥିପାଇଁ ଏହି କିଛି ଘଣ୍ଟା ରାହୁଲ ଙ୍କ ପାଇଁ ଗୋଟିଏ ବଡ଼ ପରୀକ୍ଷା ହବ, ତେଣୁ ଶେଷ କେହି ଘଣ୍ଟା ରେ ଧର୍ଯ୍ୟ ସହିତ କାର୍ଯ୍ୟ କରିଚାଲିଲେ ଓ ରାହୁଲ ବସିଥିବା ପଥର କୁ କେମିତି କାଟିଲେ ରାହୁଲ ସୁରକ୍ଷିତ ସେଥିରୁ ବାହାରି ପାରିବ ସେଥିପାଇଁ ଯବାନ ମାନେ ତାଙ୍କର ପ୍ରୟାସ ଜାରି ରଖିଛନ୍ତି|

ଛତିଶଗୋଡ଼ ର ମୁଖ୍ୟ ମନ୍ତ୍ରୀ ରାହୁଲ ଙ୍କୁ ବଞ୍ଚାଇବା ପାଇଁ ସମସ୍ତ ଚେଷ୍ଟା ଜାରି ରଖିଛନ୍ତି ଏମିତି ସେ ରାହୁଲ ପାଇଁ ଅନିନ୍ଦ୍ରା ରହିଥିବା କଥା ମଧ୍ୟ ଶୁଣିବାକୁ ମିଳୁଛି, ଯେହେତୁ ପଥର କାଟିବା ସମୟରେ ମେସିନ ସାଉଣ୍ଡ ରେ ମାଟି ଧୋସିବାକୁ ଲାଗିଲାନି ସେଥିପାଇଁ ସତର୍କ ର ସହିତ ରାହୁଲ ଙ୍କୁ ଉଦ୍ଧାର କରିବା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ |

ଦୀର୍ଘ 100 ଘଣ୍ଟା ଧରି ବୋରବେଲ ରେ ଫୋସି ଥିବା ରାହୁଲ ଆଉ କିଛି ଘଣ୍ଟା ପରେ ବାହାରୁ କୁ ଆସିବ ବୋଲି କୁହାଯାଉଛି ହେଲେ ସିଏ ବୋରବେଲ ଭିତରେ କିଛି ଖାଈନଥିବା ଓ ପି ଥିବାରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଟିକେ ବିଗିଡି ଥିଲେ ମଧ୍ଯ ସେ ଏବେ ଟିକେ ଭଲ ଅଛନ୍ତି ଆଉ କିଛି ସମୟ ପରେ ରାହୁଲ ଅପେରସନ ଶେଷ ହେଇଯିବ ବୋଲି କହିଛନ୍ତି ଉଦ୍ଧାର କରୁଥିବା ଯବାନ ମାନେ, ତାହାଲେ ଦର୍ଶକ ବନ୍ଧୁ ଚାଲନ୍ତୁ କୁନି ପୁଅ ରାହୁଲ ପାଇଁ ସମସ୍ତେ ମିଶି ପାର୍ଥନା କରିବା ଯେମିତି ତାହାର ଉଦ୍ଧାର କାର୍ଯ୍ୟ ସଫଳ ହେଉ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment