ଖୁସି ଖବର : କରୋନା ଆକ୍ରାନ୍ତଙ୍କୁ ମୃତ୍ୟୁ ମୁହଁରୁ ଫେରାଇ ଆଣିବ ଏହି ଔଷଧ, ଶୀଘ୍ର ଦେଖନ୍ତୁ

0

ବର୍ତ୍ତମାନ ସମୟରେ ଆମେ ମାନେ ସମସ୍ତେ ଜାଣିଛୁ କି କୋରନା ସଂକ୍ରଣଣରେ ଶହ ଶହ ଲୋକମାନେ ମୃତ୍ୟୁବରଣ କରିବା ସହ ଏହା ଉଗ୍ର ରୂପ ଧାରଣ ମଧ୍ୟ କରିଛୁ । କୋରନା ମହାମାରୀ ସଂଖ୍ୟ ଧୀରେ ଧୀରେ ବୃଦ୍ଦି ହେବାରେ ଲାଗିଛି , ଆକ୍ରାନ୍ତ ଏବଂ ମୃତ ସଂଖ୍ୟା ମଧ୍ୟ ବହୁଳ ମାତ୍ରାରେ ବୃଦ୍ଦି ପାଉଛି । ବର୍ତ୍ତମାନ ସମୟରେ 3.38 ଲକ୍ଷ କୋରନା ସଂକ୍ରଣରେ ଆକ୍ରାନ୍ତ ହୋଇଥିବା ବେଳେ 3417 ଜଣ ମଡୃତ୍ୟୁବରଣ କରିଛନ୍ତି । ଯାହା ପାଇଁ ଆମେ ସମସ୍ତେ ଅନେକ ଅସୁବିଧା ଭୋଗିବାକୁ ପଡୁଛି ।

କୋରନା ଅନେକ ଲୋକମାନଙ୍କୁ ଅସୁବିଧାରେ ପକାଉଛି , ଯେମିତିକି ଲୋକମାନେ ଅମ୍ଳଜାନ ନେବାରେ ଅସୁବିଧା ଅନୁଭବ କରୁଛନ୍ତି ଏବଂ ଅଧିକ ମାତ୍ରାରେ ମୃତ୍ୟୁବରଣ ମଧ୍ୟ କରୁଛନ୍ତି । ଏମିତି କି ଶବ ଦାହ କରିବା ପାଇଁ ମଧ୍ୟ ଜାଗା ମିଳୁନାହିଁ , ସମସ୍ତ ହସ୍ପିଟାଲ ରେ ମଧ୍ୟ କୋରନା ରୋଗୀ ମାନଙ୍କ ପାଇଁ ବେଡ ମିଳୁ ନାହିଁ । ହସ୍ପିଟାଲର ସମସ୍ତ ବେଡ ଗୁଡିକ ବୁକ ହୋଇସାରିଛି ଏବଂ କୋରନା ରୋଗୀ ମାନଙ୍କ ପାଇଁ ବେଡ ମିଳିବା ବହୁତ କଷ୍ଟ କର ହୋଇ ପଡ଼ୁଛି କାରଣ ଏତେ ମାତ୍ରାରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ଯାହା କଳନା କରିବା ଅସମ୍ଭବ ।

କିନ୍ତୁ ଏ ସବୁ ପରେ ମଧ୍ୟ ଗୋଟିଏ ଭଲ ଖବର ଆସିଛି , ତାହା ହେଉଛି କି ଫାର୍ମା କମ୍ପାନୀ ” ରୋଚେ ଇଣ୍ଡିଆ ” କହିଛନ୍ତି ଯେ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଆଣ୍ଟିବୋଡି କକରେଲ କୁ କୋରନା ଚିକିତ୍ସା ନିମନ୍ତେ ବ୍ୟବାହାର କରାଯିବ । ସୂଚନା ଅନୁସାରେ କୋରନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବିଦେଶୀ କମ୍ପାନୀର ଔଷଧ କୁ ଭାରତ ସରକାର ଜରୁରୀ କାଳୀନ ପରିସ୍ଥିତିରେ ବ୍ୟବହାର କରିବ ବୋଲି କହିଛନ୍ତି । ସରକାର କୋରନା ସଂକ୍ରମଣ କୁ ରୋକିବା ପାଇଁ ବିଭିନ୍ନ ପ୍ରକାର ପ୍ରଚେଷ୍ଟା ଜାରି ରଖିଛନ୍ତି ।

ବର୍ତ୍ତମାନ ସମୟରେ ଭାରତରେ କୋରନା ସଂକ୍ରମଣ ପ୍ରତି ମିନିଟରେ ବୃଦ୍ଦି ହେବାରେ ଲାଗିଛି , କିନ୍ତୁ ଅଧିକ ଗୁରୁତର ହୋଇଥିବା ଲୋକମାନଙ୍କ ପାଇଁ ଏହା କ୍ରମଶଃ ସହାୟକ ହେବ ବୋଲି କମ୍ପାନୀ ସୂଚନା ଦେଇଛି । ଖବର ମିଳିଛି କି ଭାରତର ଫାର୍ମା କମ୍ପାନୀ ସିପ୍ଲା ସହିତ ମିଶି ରୋଚେ ଏହି ଆଣ୍ଟିବଡି ତିଆରି କରିବା ଉଦ୍ୟମରେ ଲାଗିଛି । ବହୁ କମ୍ପାନୀ ମାନଙ୍କର ସହଯୋଗ ଓ ସରକାରଙ୍କ ପ୍ରଚେଷ୍ଟା ବଳରେ କୋରନା ଭଳି ଭୟଙ୍କର ମହାମାରୀ କୁ ହରାଇ ପାରିବୁ ବୋଲି ଆଶା ରହିଛି ।

ସୂଚନା ଅନୁସାରେ କକଟେଲ 12 ବର୍ଷରୁ ଉର୍ଦ୍ଦ ବ୍ୟକ୍ତି ମାନଙ୍କୁ ଦିଆଯିବ ବୋଲି ସୂଚନା ମିଳିଛି । କୋଭିଡ ସଂକ୍ରମିତ ବ୍ୟକ୍ତି ମାନଙ୍କ ଶରୀରରେ 2 ଟି ନ୍ୟୁ ଲାଇଜେସନ ଆଣ୍ଟିବୋଡି କୋଭିଡ ଭାଇରସକୁ ଶରୀରରେ ବ୍ୟାପିବାରେ ରୋକିଥାଏ । ସେଥିପାଇଁ ଏହା କୋରନା ମହାମାରୀ କୁ ରୋକିବାରେ ସକ୍ଷମ ହୋଇ ପାରିଛି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।