ଖୁସି ଖବର ଆସିଲା ଆନିଶାଙ୍କ ପରିବାରକୁ ! ଖୁବ୍ ଶୀଘ୍ର ବାପା ମା ହେବାକୁ ଯାଉଛନ୍ତି ଆନିଶା ଏବଂ ଶୁଭାଷିସ

ଅଲିଉଡ ଇଣ୍ଡଷ୍ଟ୍ରୀର ସୁପରିଚିତ ଅନିଶା ଶର୍ମା ଜଣେ ସୁପରିଚିତ ଅଭିନେତ୍ରୀ ଅଟନ୍ତି ଏବଂ ଅନିଶାଙ୍କୁ ଅନେକ ଧାରାବାହିକରେ ଅଭିନୟ କରୁଥିବାର ନଜର ଆସିଥାନ୍ତି । କିନ୍ତୁ ଆଜିକାଲି ପରଦା ଉପରେ ଦେଖିବାକୁ ମିଳୁନି ଆନି ଓରପ ଅନିଶା ଶର୍ମାଙ୍କୁ । ଶୁଭାଷିସ ଶର୍ମା ଓ ଅନିଶା ଶର୍ମା ଏବେ ମା ବାପା ହେବାକୁ ଯାଉଛନ୍ତି ଏବଂ ନିକଟରେ ଏହି ଗୁଡ ନ୍ୟୁଜ ଦେଇଛନ୍ତି ଶୁଭାଷିସ ଓ ଅନିଶା । ନିଜର ସୋସିଆଲ ଆକାଉଣ୍ଡର ଏହି ନ୍ୟୁଜକୁ ନିଜେ ସେୟାର କରିଛନ୍ତି ଅନିଶା ଏହି ଫୋଟ ସୋ ରେ ।

ଏଥିରେ ସେ କେପସମରେ ଲେଖିଛନ୍ତି ୟୁ ପ୍ଲସ ମି ଇକ୍ଲାଲ ଟୁ ଥ୍ରି , ଆୱାର ନ୍ୟୁ ଏଡିସନ ଇଜ କମ୍ପିଙ୍ଗ ସନ । ଏହି ପୋଷ୍ଟ ତଳେ ଫ୍ୟାନ ମାନଙ୍କ ଭଲପାଇବା ଦେଖିବାକୁ ମିଳିଛି ସେମାନଙ୍କ କମେଣ୍ଟ ମାଧ୍ୟମରେ । କେବଳ ଫ୍ୟାନ ମାନଙ୍କର ନୁହଁ ସେଲିବ୍ରେଟି ମାନଙ୍କର ମଧ୍ୟ ଭରପୁର କମେଣ୍ଟ ଭରି ରହିଛି ଏଥିରେ ।

ତେବେ ଆସନ୍ତୁ ଜାଣିବା ସେଥି ମଧ୍ୟରୁ କେତେକ କମେଣ୍ଟ ବିଷୟରେ , ପ୍ରଥମେ ଅର୍ଚ୍ଚିତା ସାହୁ ଲେଖିଛନ୍ତି ହ୍ୱାଟ ଏ ଗୁଡ ନ୍ୟୁଜ , କଙ୍ଗ୍ରାଜୁଲେସନ । ଉତ୍ତରରେ ଅନିଶା ଲେଖିଛନ୍ତି ଥ୍ୟାଙ୍କୟୁ ଏଣ୍ଡ କଙ୍ଗ୍ରାଜୁଲେସନ ଟୁ ୟୁ । ସମ୍ଭାବନା ମାହାନ୍ତି ଲେଖିଛନ୍ତି ତୁମକୁ ଧନ୍ୟବାଦ , ଏ ଖବର ସାମ୍ନାକୁ ଆଣିଥିବାରୁ , ଏ ସବୁ ଖୁସି ଖବର ବହୁତ କଷ୍ଟ କରି ମୁହଁ ବନ୍ଦ ରଖିଛି । ବେବିକୁ ୱେଲକମ କରିବା ପାଇଁ ମୁଁ ଆଉ ଅପେକ୍ଷା କରି ପାରିବି ନାହିଁ । ଏହି ପରି ପାଖାପାଖି 15 – 16 ଟି କମେଣ୍ଟ ରହିଛି ଏହି ପୋଷ୍ଟରେ । ତମନ୍ନା ଲେଖିଛନ୍ତି ଲଭ ଇଜ ଇନ ଦା ଏୟାର , କଙ୍ଗ୍ରାଜୁଲେସନ ଦି ଏଣ୍ଡ ଜିଜୁ ୱେଟିଙ୍ଗ ଫର ଦା ଲିଟିଲ ୱାନ ।

ଝିଲିକ ଲେଖିଛନ୍ତି କଙ୍ଗ୍ରାଜୁଲେସନ ଲଭ ୟୁ ବଥ ଏବଂ ଭୂମିକା ଦାସ ଲେଖିଛନ୍ତି ୱାଅ କଙ୍ଗ୍ରାଜୁଲେସନ ଏହି ପରି ଅନେକ ଅଭିନେତ୍ରା ମାନଙ୍କର କମେଣ୍ଟ ଦେଖଇବାକୁ ମିଳିଛି । ଏହି ସୁଇଟ କପୁଲଙ୍କୁ ତାଙ୍କର ଆଗାମୀ ବେବୀ ପାଇଁ ବହୁତ ବହୁତ ଶୁଭେଚ୍ଛା ଓ ଶୁଭକାମନା ଓଡିଆ ସେଲିବ୍ରେଟି ପରିବାର ତରଫରୁ । ଆନିଶା ଏବଂ ଶୁଭାଷିସ ଙ୍କ ପରିବାରକୁ ଆଉ ଏକ ନୂତନ ସଦସ୍ୟ ଆସିବାକୁ ଯାଉଛି ସେଥିପାଇଁ ସେମାନେ ବହୁତ ଖୁସୀ ରହିଛନ୍ତି । ଶୁଭାଷିସ ଆନିଶାଙ୍କର ବହୁତ କେୟାର କରୁଛନ୍ତି ଏବଂ ବେହୀର ସଠିକ୍ ଭାବେ ଯତ୍ନ ନେଉଛନ୍ତି ।

ତାଙ୍କ ପରିବାରର ସମସ୍ତ ସଦସ୍ୟ ମାନେ ପରିବାରକୁ ଏକ କୁନି ବେବୀ ଆସିବାକୁ ଆପେକ୍ଷା କରି ରହିଛନ୍ତି । ଏହା ସହିତ ସେମାନଙ୍କର ଫ୍ୟାନମାନେ ମଧ୍ୟ କମେଣ୍ଟରେ ଅନେକ ସାରା ଶୁଭେଚ୍ଛା ଜଣାଇଛନ୍ତି । ଆଗାମୀ ସମୟରେ ବେବୀକୁ ଶୁଭକାମନା ଜାଣାଇବା ପାଇଁ ଆପେକ୍ଷା କରି ରହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment