କି ବିକୃତ ଚିନ୍ତାଧାରା ? ବାହାଘର ୩ ବର୍ଷ ପରେ କାଳି କହି ସ୍ତ୍ରୀକୁ ଘରୁ କାଢିଦେଲା ସ୍ୱାମୀ, ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଆଜି କାଲି ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି ଅନେକ କିଛି ଘଟଣା | ତେବେ ସେହି ଘଟଣା ଗୁଡିକ ଭିତରୁ ବିବାହ ପରେ ସ୍ୱାମୀ ସ୍ତ୍ରୀ ଙ୍କୁ ଘରେ ତୋଡ଼ି ଦେବା ଘଟଣା ଟି ଆଜି କାଲି ଅଧିକ ଦେଖିବାକୁ ମିଳୁଛି ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଘଟଣା ଟି ଘଟିଛି ସେଥିରେ ମଧ୍ୟ ସେହି ଭଳି କିଛି ଦେଖିବାକୁ ମିଳିଛି | ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ବିବାହ ର 3 ବର୍ଷ ପରେ ନିଜର ସ୍ତ୍ରୀ ଙ୍କୁ କଳା ରଙ୍ଗ ବୋଲି କହି ତୋଡ଼ି ଦେଇଛନ୍ତି ଘରୁ ତାହା ବର୍ତ୍ତମାନ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ମିଳିଥିବା ସୂଚନା ଅନୁସାରେ ଏହି ଭଳି ଏକ ଅଭାବନୀୟ ଓ ଲଜ୍ୟାକର ଘଟଣା ଟି ଦେଖିବାକୁ ମିଳିଛି ପୁରି ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ବୋଡ଼କୋଣ ଗ୍ରାମ ରେ | ଆଉ ଯେଉଁଠି କୁହାଯାଉଛି କି ସେହି ଅଞ୍ଚଳରେ ଗୋପନାଥ ଶାସନ ଅଞ୍ଚଳର ସସ୍ମିତା ମହାନ୍ତି ଜାକଟ ପୁର ଥାନା ଅଞ୍ଚଳର ବଡ଼ କୋଣ ଗ୍ରାମର ଗନେଶ ଦୋଳେଇଙ୍କୁ ବୌଦିକ ରୀତିନୀତି ରେ 2018 ମସିହା ରେ ବିବାହ କରିଥିଲେ | ଆଉ ଯାହା କୁହାଯାଉଛି କି ତାଙ୍କର ଗୋଟିଏ 2 ବର୍ଷ ର ଛୋଟ ଝିଅ ଟିଏ ମଧ୍ୟ ରହିଛି |

ଆଉ ବିବାହ ର 3 ବର୍ଷ ପରେ ସ୍ୱାମୀ ଙ୍କୁ ଲାଗୁଛି କି ତାଙ୍କର ସ୍ତ୍ରୀ କଳା ବୋଲି ଆଉ ତାଙ୍କୁ ସେ ପସନ୍ଦ ଆସୁ ନାହାନ୍ତି| ତାହା ସହିତ ସ୍ତ୍ରୀ ଙ୍କ ସହିତ ସମ୍ପର୍କ ରଖିଲେ ପୁଣି ଝିଅ ହୋଇଯିବ ବୋଲି ଭାବି ଶାଶୂ ଜଣଙ୍କ ନିଜର ପୁଅ କୁ ବୋହୂ ଙ୍କ ଠାରୁ ଦୁରେଇ ରଖୁଛନ୍ତି | ଆଉ ଯେଉଁ ଘଟଣା କୁ ନେଇକି ବର୍ତ୍ତମାନ ଉତ୍ତେଜନା ସୃଷ୍ଟି ହୋଇଛି | ତେବେ ସସ୍ମିତା ଙ୍କର କହିବା କଥା ଯଦି ତାଙ୍କର ରଙ୍ଗ କଳା ଥିଲା ତାହେଲେ କଣ ପାଇଁ ତାଙ୍କୁ ବିବାହ କରୁଥିଲେ ଆଉ 3 ବର୍ଷ ବିବାହ କୁ ବିତିଗଲା ପରେ କଣ ପାଇଁ ଏମିତି ସବୁ ବାହାନା କରୁଛନ୍ତି ବୋଲି |

ଯେଉଁ ଘଟଣା କୁ ନେଇକି ଥାନା ରେ ମଧ୍ୟ ଦ୍ୱାରସ୍ଥ ହୋଇଥିଲେ ସସ୍ମିତା ଓ ଯୌତୁକ କୁ ନେଇକି ନିର୍ଯାତନା ଦେବା କଥା ମଧ୍ୟ କୁହାଯାଉଛି |ଆଉ ସ୍ୱାମୀ ଶାଶୂ ଓ ଦିଅର ମିଶିକି ତାଙ୍କୁ ନିର୍ଯାତନା ଦେବା କଥା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଆଉ ଯେଉଁ କଥା କୁ ନେଇକି ସସ୍ମିତା ସ୍ୱାମୀ ଙ୍କ ଘର ଆଗରେ ଆତ୍ମହତ୍ୟା କରିବା କୁ ଚେଷ୍ଟା କରିବା କଥା କୁହାଯାଉଛି | ଆଉ ଏହି ଭଳି ଏକ ଘଟଣା ବର୍ତ୍ତମାନ ଚର୍ଚ୍ଚା ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment