ଲେଡିଜ ଟ୍ରାଏଲ ରୁମରୁ ଯୁବତୀର Mms ଭିଡିଓ ଭାଇରାଲ,ଝିଅଟିର ଡ୍ରେସ ବଦଳି ବେଳେ ସବୁ ଦେଖିଲେ, ଆସନ୍ତୁ ସମ୍ପୂର୍ଣ୍ଣ ଭିଡିଓ ଦେଖିବା…

0

ଧୀରେ ଧୀରେ ଦିନକୁ ଦିନ ଯୁଗ ବଦଳିବାରେ ଲାଗିଛି। ଏବେ ଟେକ୍ନୋଲୋଜିର ଯୁଗ ପହଂଚିଛି।ଛୋଟ ଠାରୁ ବଡ କାମରେ ଅର୍ଥାତ ସବୁକ୍ଷେତ୍ରରେ ଟେକ୍ନୋଲୋଜର ଆବଶ୍ୟକତା ପଡୁଛି। ଏହାର ବ୍ୟବହାର ଦ୍ୱାରା ସମସ୍ତେ ସ୍ମାର୍ଟ ହୋଇଗଲେଣି ଏବଂ ସୋସିଆଲ ମିଡିଆ ଦ୍ଵାରା ଦେଶ ବିଦେଶର ବିଭିନ୍ନ ଘଟଣା ସମ୍ପର୍କରେ ଜାଣିପାରିଥାଆନ୍ତି।

ଏହି ସୋସିଆଲ ମିଡ଼ିଆ ସାଇଟ ହେଉଛି ଫେସବୁକ,ହ୍ୱାଟସପ୍,ଇନ୍ସଟା,ଟୁଇଟର ଆଦି ମାଧ୍ୟମରେ ଯୋଡି ହୋଇରହିଥାନ୍ତି। ଆମେମାନେ ମଧ୍ୟ ଯେକୋୖଣସି ସୋସିଆଲମିଡ଼ିଆ ସାଇଟରେ ଯୋଡି ହୋଇଅଛେ ଏବଂ ପ୍ରତିଦିନ ସୋସିଆଲ ମିଡିଆରେ ଫୋଟୋ ଓ ଭିଡିଓ ଅନେକ ଘଟଣାର ଆସୁଅଛି।

ଏହିସବୁ ଭିଡିଓ ଦେଖିବା ପାଇଁ ସବୁବେଳେ ସୋସିଆଲ ମିଡିଆରେ ଲିପ୍ତ ରହୁଛନ୍ତି।ଏହା ଆମମାନଙ୍କ ପାଇଁ ଯେତିକି ଭଲ ସେତିକି ଖରାପ ତାହା ସବୁ ଜାଣିଛେ।ଯୁବପିଢି ମାନେ ସବୁ ଜାଣିକି ମଧ୍ୟ ବେଳେବେଳେ ଭୁଲ କରି ବସିଥାନ୍ତି।ଆଉ ନାରୀମାନେ ସାବଧାନ,ସପିଂ ମହଲର ଟ୍ରାଏଲ ରୁମରେ ଥିବାଵବେଳେ। ସେ ସମୟରେ ତରବର ହୋଇକି ଡ୍ରେସର ସାଇଜ଼ ଦେଖିଥାନ୍ତି। ଟ୍ରାଏଲ ରୁମରେ ଥିବାବେଳେ କ୍ୟାମେରାରେ ଭିଡିଓ ରେକର୍ଡ ହୋଇକି ଭାଇରାଲ ହୋଇଯାଉଛି।ଏହିଭଳି ଗୋଟିଏ ଘଟଣା ହୋଇଛି,ଆସନ୍ତୁ ଜାଣିବା ସେ ସମ୍ପର୍କରେ।

ଜଣେ ମହିଳାଟି ଟ୍ରାଏଲ ରୁମ କୁ ଯାଇ ଡ୍ରେସ ଟ୍ରାଏଲ କରିବା ସମୟରେ ଏହିପରି ଗୋଟିଏ ଘଟଣା ଘଟିଯାଇଛି। ଏହା ହୋଇଥିଲା ଆମ ଓଡିଶାରେ। ସେହି ମହିଳା ଜଣଙ୍କ ଟ୍ରାଏଲ ରୁମରେ ପଶିଲା ପରେ ତାଙ୍କୁ ସନ୍ଦେହ ଲାଗିଥିଲା କେହିଜଣେ ତାଙ୍କର ଫୋଟୋ କ୍ୟାପଚର କରୁଛି ବୋଲି।ପରେ ପୁଣି ଥରେ ଡ୍ରେସ ବଦଳେଇବା ପାଇଁ ଚେଷ୍ଟା କରିଥିଲେ,ସେହି ସମୟରେ ସେ ସମ୍ପୂର୍ଣ୍ଣ ଭାବରେ ଦେଖିପାରିଥିଲେ କି କେହିଜଣେ ଫୋନରେ ଫୋଟୋ ନେବାକୁ ଚେଷ୍ଟା କରୁଛି।

ସଂଗେ ସଂଗେ ସେ ଜୋରରେ ପାଟି କରି କହିଥିଲେ ଯିଏ ଅଛ ତାଙ୍କୁ ଧର।ପରେ ସେ ବାହାରକୁ ପଳେଇ ଆସିଥିଲେ।ତାପରେ କିଛି ସମୟପରେ ଲେଡିସ ରୁମରୁ ଜଣେ ପୁଅ ପିଲାଟେ ବାହାରିଥିଲା।ତାକୁ ସମସ୍ତେ ପଚରାଉଚରା କରିବାରୁ ସେ ଧମକ ଚମକ ଦେଇ କହିଲେ ସବୁ ଭିଡିଓ ଆଉ ଫୋଟୋ ଭାଇରାଲ କରିଦେବି।ଏସବୁ ପରେ ଵିଗମାର୍ଟ ର ସିକୁରିଟି ପହଁଚିଲେ।

ସେ ତାଙ୍କୁ ପଚାରିଥିଲେ ସେ ତା ନାଁ ରାମ ଏବଂ ବାପା ଶ୍ୟାମ ବୋଲି କହିଥିଲା।ତା ପାଖରୁ ସମ୍ପୂର୍ଣ୍ଣ ତଥ୍ୟ ଆଣିବାପରେ ଜଣାପଡିଲା ସେ ମୁସଲମାନ ସମ୍ପ୍ରଦାୟର ଏବଂ ତାଙ୍କ ନାଁ ମହମ୍ମଦ ଅତିଫ୍।ପରେ ସେ ପୋଲିସଙ୍କ ପାଖରେ ଏତଲା ଦେଇଥିଲେ ଆଉ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ପୋଲିସ ତାଙ୍କୁ ଅଟକାଇ ପଚରାଉଚରା କରୁଛନ୍ତି।ଏବେ ପ୍ରଶ୍ନ ଆସୁଛି ଲେଡିସ ଟ୍ରାଏଲ ରୁମରେ ଲେଡିସ ସିକୁରିଟି ନାହାନ୍ତି କଣ ପାଇଁ? ଏହିପରି ଘଟଣା ଆଗରୁ ବହୁତ ଥର ଶୁଣିବାକୁ ଆଉ ଦେଖିବାକୁ ମିଳିଛି କିନ୍ତୁ ଏହା ପାଇଁ କିଛି ବାଟ ହୋଇନି। ନାରୀମାନେ ଏବେ ବି ସୁରକ୍ଷିତ ନାହାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।