କଣ ଆପଣଙ୍କ ଘରକୁ ପିମ୍ପୁଡ଼ି ” ଆସୁଛନ୍ତି କି ? ଜଣାନ୍ତୁ ଏହା ( ଶୁଭ ନା ଅଶୁଭ ) – jyotish Shstra

ବନ୍ଧୁଗଣ ଆପଣ ପିଂପୁଡି ତ ଦେଖିଥିବେ ହେଲେ ଏହାକୁ ଆପଣ ସାମାନ୍ୟ ଜୀବ ବୋଲି ଭାବନ୍ତୁ ନାହିଁ କାରଣ ଏହା ମଧ୍ୟ ଆମ ଜୀବନରେ ଅନେକ କିଛି ପରିବର୍ତନ ଆଣିଥାଏ |ଏହି ପିମ୍ପୁଡି ମାନଙ୍କ କିଛି ସଂକେତ ମାଧ୍ୟମରେ ଏମାନେ ଭିକାରିକୁ କୋଟିପତି ଏବଂ କୋଟିପତି କୁ ଭିକାରି ବନାଇ ଦିଅନ୍ତି |ଏହି ପିମ୍ପୁଡି ମାନେ ଅନେକ ଘଟଣାର ପୂର୍ବାନୁମାନର ସଂକେତ ମଧ୍ୟ ଆମକୁ ଜଣାଇ ଦିଅନ୍ତି |ଏହି ପିମ୍ପୁଡି ଯଦି ଆପଣଙ୍କ ଘରେ କୌଣସି ଜାଗାରୁ ବାହାରିଥାଏ ତେବେ ଏହା ଆପଣଂକ ପାଇଁ କିଛି ସଂକେତ ନେଇ ଆସିଥାଏ |ତେବେ ଆସନ୍ତୁ ଜାଣିବା ଏହି ପିଂପୁଡି ଆମ ଜୀବନରେ କଉଁ ସବୁ ସଂକେତ ନେଇ ଆସିଥାଏ ତାହା ବିଷୟରେ ମୁଁ ଆପଣଂକୁ ଜଣେଇବି |
ଆପଣଙ୍କ ଘରର କୌଣସି ଯାଗାରେ ଯଦି ନାଲି ପିମ୍ପୁଡି ବାହାରୁ ଥାଏ ତେବେ ଆପଣ ଜାଣିବେ କି ଏହି ପିଂପୁଡି ଆପଣଙ୍କ ପାଇଁ କିଛି ସଂକେତ ନେଇ ଆସିଛି |ଆଗକୁ ଆସୁଥିବା ସମୟରେ ଆପଣ କିଛି ଧାର କରଜ କରିପାରନ୍ତି, କିମ୍ବା ଆପଣଙ୍କ ଘରେ କିଛି ବଡ଼ ସମସ୍ୟା ଆସିବାର ରହିଛି |ଏହି ପିଂପୁଡି ଆପଣଙ୍କ ଘରେ କୌଣସି ଜାଗାରୁ ବାହାରୁ ଥିଲେ ତାହାକୁ ଆପଣ ମାରନ୍ତୁ ନାହିଁ ବରଂ ଏହିଗୁଡିକ ପଳେଇଯିବାର କିଛି ବନ୍ଦୋବସ୍ତ କରନ୍ତୁ |ଏହା ଆପଣଙ୍କ ପାଇଁ କୌଣସି ଅଶୁଭ ନୁହଁ କେବଳ ଏତିକି ଯେ ଏମାନେ ଆପଣଙ୍କୁ ଆଗରୁ ସାବଧାନ କରିଦିଅନ୍ତି, ଏମାନଙ୍କୁ ଆପଣ ଭୁଲରେ ବି ମାରନ୍ତୁ ନାହିଁ କାରଣ ଏମାନଙ୍କୁ ମାରିବା ଦ୍ଵାରା ଆପଣଙ୍କ ସମସ୍ୟା ଆହୁରି ବଢିଯାଏ |
ପିମ୍ପୁଡି ବାହାରୁ ଥିବା ସ୍ଥାନରେ ଆପଣ ଯଦି ଗୋଟିଏ ଲେମ୍ବୁ ଆଣି ତାହାକୁ ଦୁଇଫାଳ କରି ପିମ୍ପୁଡି ବାହାରୁ ଥିବା ସ୍ଥାନରେ ରଖିଦିଅନ୍ତି ତେବେ ପିମ୍ପୁଡି ପଳିଜିବା ସହିତ ଆପଣଙ୍କ କରଜ ଭାର ଧୀରେ ଧୀରେ କମିଯିବ |ଲେମ୍ବୁ ବଦଳରେ ଯଦି ଆପଣ ତେଜ ପତ୍ର କିମ୍ବା ଲବଙ୍ଗ ରଖିଦେଲେ ଆପଣଙ୍କ କରଜ ଭାର କମିଯିବ |ଆପଣଙ୍କ ଘରେ ଯଦି କଳା ପିମ୍ପୁଡି ଦେଖା ଦେଉଛନ୍ତି ତେବେ ଏହି ପିମ୍ପୁଡି ଆପଣଙ୍କ ପାଇଁ ଶୁଭ ଅଟେ |

ଆପଣଙ୍କ ଘରେ କୌଣସି ସ୍ଥାନରୁ ଯଦି କଳା ପିମ୍ପୁଡି ବାହାରୁଛନ୍ତି ଓ ସେମାନେ କିଛି ଧଳା ଜିନିଷ ବହି ନେବାର ଦେଖୁଛନ୍ତି ତେବେ ଆପଣ ଏହି ସମୟରେ ଆପଣଙ୍କର ଯଦି କୌଣସି ଇଛା ରହିଛି ମାତ୍ର ତାହା ପୂରଣ ହୋଇ ପାରୁନାହିଁ ତେବେ ଆପଣ ଅଟା ଓ ଚିନି ଗୋଳାଇ ସେମାନଙ୍କ ପାଖରେ ରଖି ଦିଅନ୍ତୁ |ଏପରି କଲେ ଆପଣଙ୍କ ଯଉଁ କାମ ଅଟକି ରହିଥିବ ତାହା ପୂରଣ ହୋଇଯିବ |ଏମାନେଙ୍କୁ ଆପଣ କୌଣସି ପରିସ୍ଥିତି ବି ମାରନ୍ତୁ ନାହିଁ ବରଂ ଏମାନଙ୍କ ଘୋଡ଼ିବାର ବ୍ୟବସ୍ତା କରନ୍ତୁ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment