jitu das amrutabani – କନ୍ୟାର କାଖ ମଝିରେ ବାଳ ଥିଲେ କିପରି ଚରିତ୍ର ହୋଇଥାଏ ଜାଣନ୍ତୁ…

ବନ୍ଧୁଗଣ ଆପଣ ସବୁବେଳେ ଚାହାଁନ୍ତି କି ଆପଣ ଖୁସିରେ ରହିବା ସହିତ ଆପଣଙ୍କ ପରିବାରରେ ସମସ୍ତେ ସୁଖ ଶାନ୍ତିରେ ରୁହନ୍ତୁ |ପ୍ରତ୍ୟକ ବାପା ମା ଚାହାଁନ୍ତି କି ତାଙ୍କ ପିଲାମାନେ ଭଲ ପାଠ ପଢନ୍ତୁ ତାହା ସହିତ ଭଗବାନଙ୍କ କୃପା ସେମାନଙ୍କ ଉପରେ ସର୍ବଦା ରହୁ ଯାହା ଦ୍ଵାରା ସେମାନେ ନିଜ ଜୀବନରେ ସଫଳତା ହାସଲ କରି ପାରିବେ |ମୁଁ ଆଜି ଆପଣକୁ ଆପଣଙ୍କ ଜୀବନରେ ସଫଳତା କିପରି ପାଇବେ ଏବଂ କଣ କଲେ ଆପଣଙ୍କ ଉପରେ ଭଗବାନ ଙ୍କ ଆଶୀର୍ବାଦ ରହିବ ସହିତ ଆପଣ ପିଲାମାନେ ମଧ୍ୟ୍ୟ ସୁନ୍ଦର ପାଠ ପଢିବେ |ତେବେ ଆସନ୍ତୁ ଜାଣିବା କିଛି ସୁନ୍ଦର ଅନୁଚିନ୍ତା ବିଷୟରେ |

1 -ଆପଣଙ୍କ ପିଲାଙ୍କ ପଢା ଘରେ ଯଦି ଆପଣ ସୁଦ୍ଧ ଘିଅ ଦୀପ ଜାଳିବା ସହିତ ସରସ୍ବତୀଙ୍କ ଯନ୍ତ୍ର ସେହି ଘରେ ରଖନ୍ତି ତେବେ ପିଲାଙ୍କ ପଢ଼ାରେ ମନ ଲାଗିବା ସହିତ ବିଦ୍ୟା ବୃଦ୍ଧି ବିକଶିତ ହୋଇଥାଏ |2-ଯଦି ଆପଣଙ୍କ ପିଲାମାନଙ୍କର ପାଠ ପଢିବା ପାଇଁ ମନ ଲାଗୁନଥାଏ ତେବେ ପିଲାକୁ ସର୍ବଦା ପୂର୍ଵ ଦିଗକୁ ମୁହଁକରି ପଢିବା ପାଇଁ କହିବ, ଏହାଦ୍ୱାରା ପାଠ ଶୀଘ୍ରମନେ ରହିଥାଏ |

3-ଆପଣ ଶୁଇବା ସମୟରେ ବାଦାମ, ମିଶ୍ରି ଓ ମଧୁରୀକୁ ଗୁଣ୍ଡ କରି ରାତିରେ ଖାଇବା ପୂର୍ବରୁ ଦୁଇ ଚାମୋଚ ଉଷମ ପାଣିରେ ଖାଇଲେ ସ୍ମରଣ ଶକ୍ତି ବଢିଥାଏ |

4-ଘରର ଛାତ ଉପରେ ଦକ୍ଷିଣ ପୂର୍ବ କୋଣରେ ପକ୍ଷୀମାନଙ୍କ ପାଇଁ ଯଦି ପ୍ରତ୍ୟେକ ଦିନ ପିଇବା ପାଣି ରଖନ୍ତି ତେବେ ଆପଣଙ୍କ ଘରର ଆୟ ଧୀରେ ଧୀରେ ବୃଦ୍ଧିପାଏ |

5-ଆପଣ ସକାଳ ଗାଧୋଇ ସାରି ଯଦି ଗଣେଶଙ୍କ ଉପରେ ନାଲି ରଙ୍ଗର ଫୁଲ ଚଢ଼ାନ୍ତି ତେବେ ଆପଣଂକ ମନସ୍କାମନା ପୂରଣ ହୋଇଥାଏ, ଏହାସହିତ ଆପଣ ଯଦି ମଙ୍ଗଳବାର ଦିନ ଗାଈକୁ ମସୁର ଡାଲି ସହିତ ଗୁଡ଼ ମିଶାଇ ଖାଇବା ପାଇଁ ଦିଅନ୍ତି ତେବେ ମଧ୍ୟ ଆପଣଙ୍କ ମନସ୍କାମନା ପୂରଣ ହୋଇଥାଏ |

6-ଯଦି କୌଣସି କନ୍ୟାର ବିବାହ ହୋଇପାରୁ ନଥାଏ ତେବେ ଆପଣ ଏକ ହଳଦିଆ କପଡ଼ାରେ ହଳଦୀ ବାନ୍ଧି କନ୍ୟାର ତକିଆ ତଳେ ରଖନ୍ତୁ ଦେଖିବେ ଏହିପରି ଆପଣ କିଛିଦିନ କରିବା ଦ୍ଵାରା ସେ କନ୍ୟାର ବିବାହ ହୋଇଯାଏ |

7-ଯଦି କନ୍ୟା କିମ୍ବା ବରର ଜାତକରେ ମଙ୍ଗଳ ଦୋଷ ଲାଗିଥାଏ ତେବେ ମଙ୍ଗବାର ବ୍ରତ କଲେ ତାହା ଦୂର ହୋଇଯାଏ |

8-ଗର୍ଭବସ୍ଥାରେ ଯଦି କିଛି ଅଶୁଭ ଶକ୍ତିର ଦୃଷ୍ଟି ଆପଣଙ୍କ ଉପରେ ପଡେ ତେବେ ଆପଣ ଚାଉଳରେ ହଳଦୀ ମିଶାଇ ଘର ଚାରି ପାଖରେ ପକାଇଲେ ଏହି ଦୃଷ୍ଟି ଦୂର ହୋଇଯାଏ |

9-ଅପଣଂକର କୌଣସି କାମ ଯଦି ଅଟକି ରହିଛି ତେବେ ଆପଣ ଆପଣଙ୍କର ସେହି କଥା ଗାଈ କାନରେ କହିଦିଅନ୍ତୁ ଦେଖିବେ ଆପଣଙ୍କ ସେହି କାର୍ଯ୍ୟ ଧୀରେ ଧୀରେ ସପୂର୍ଣ ହୋଇଯିବ |

10-ଯଦି ଆପଣ ଘର ପୁଛିବା ସମୟରେ ପାଣିରେ କିଛି ଲୁଣ ମିଶାଇ ଘର ପୁଛାନ୍ତି ତେବେ ଆପଣଙ୍କ ଭାଗ୍ୟ ର ପରିବର୍ତନ ହେବା ସହିତ ଆପଣଙ୍କ ସୌଭାଗ୍ୟ ଆସିଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment