ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ସେହି ଭିଡ଼ିଓ ଗୁଡିକ ମଧ୍ୟରୁ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହା କୁ ଦେଖିଲେ ଆମକୁ କିଛି ଶିଖିବାକୁ ମିଳିଥାଏ ଓ ତାହା ସହିତ କେଉଁ ଭଳି ଭାବରେ ଆଜି କାଲି ଯୁବକ ମାନେ ଝିଅ ମାନଙ୍କୁ କମେଣ୍ଟ କରୁଛନ୍ତି ଓ ଆମ ସମାଜ କେଉଁ ଭଳି ଭାବରେ ତଳକୁ ଖୋସିବାରେ ଲାଗୁଛି ତାହା ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି | ଆଉ ଯାହା ଦେଖା ଯାଇଛି କି ଝିଅ ଜନଙ୍କ ମଧ୍ୟ ପୁଅ ଙ୍କୁ ସାବାଡ଼ କରିବା ପାଇଁ କେଉଁଭଳି ଭାବରେ ରାସ୍ତା ରେ ବାଡ଼େଇବାକୁ ଲାଗିଛନ୍ତି ତାହା ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ତେବେ ଆପଣ ମାନେ ଅନେକ ପ୍ରକାରର ଭିଡ଼ିଓ ମାନ ଅନେକ ସମୟରେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ପାଲଲହରା ଖମାର ଅଞ୍ଚଳରେ ବୋଲି କୁହାଯାଉଛି | ଆଉ ସେହି ଅଞ୍ଚଳରେ କଲେଜ ଝିଅ ପୁଅ ମାନଙ୍କର କିଛି ଦୃଶ୍ୟ ଦେଖିବାକୁ ମିଳିଛି ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି କଲେଜ ଝିଅ ଜଣଙ୍କ ଲାଇଫ ଭିଡ଼ିଓ ଗୁଡିକ ଫେସବୁକ ରେ ସେୟାର କରିଥାନ୍ତି |
ଆଉ ଫେସବୁକ ରେ ସେୟାର କରୁଥିବା ସେହି ଭିଡ଼ିଓ ଗୁଡିକୁ ଦେଖିକି କଲେଜ ରେ ପଢ଼ୁଥିବା ଯୁବକ ଜଣଙ୍କ ଖରାପ ଖରାପ କମେଣ୍ଟ ଲେଖିବା ସହିତ ଅଶ୍ଳୀଳ ଭାଷା ମଧ୍ୟ ଲେଖିଥାନ୍ତି ବୋଲି କୁହାଯାଉଛି | ଆଉ ତାହା ସହିତ କୁହାଯାଉଛି କି ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି କଲେଜ ପୁଅ ଜଣଙ୍କ ଝିଅ ଜଣଙ୍କୁ ଖରାପ ଖରାପ କମେଣ୍ଟ ଆଉ ଭାଷା ଲେଖୁଥିବାର ଦେଖି ଝିଅ ଜଣଙ୍କ ରାଗି ଯାଇଥିଲେ | ଆଉ ତାହା ସହିତ ଦେଖିବାକୁ ମିଳିଥିଲା କି ପୁଅ ଜଣଙ୍କୁ ଝିଅ ଜଣଙ୍କ ରାସ୍ତା ମଝିରେ ଜୋର ସୋର ରେ ଗାଳି ଦେବାକୁ ଲାଗିଥିଲେ |
ତେବେ ଝିଅ ଜନଙ୍କ ଗାଳି ଦେବା ସହିତ ପୁଅ ଜଣଙ୍କୁ କହିଥିଲେ ବଡ଼ ମାନଙ୍କ ସହିତ ବ୍ୟବହାର ଠିକ କରିବା ପାଇଁ, ଆଉ ତାହା ସହିତ ତାଙ୍କର ପାଦ ମଧ୍ୟ ଧରି କ୍ଷମା ମାଗିବା ପାଇଁ ମଧ୍ୟ କହିଛନ୍ତି ପୁଅ ଜଣଙ୍କୁ | ଆଉ ଶେଷରେ କଲେଜ ରେ ପଢ଼ୁଥିବା ପୁଅ ଟି ଏହିଭଳି ଆଉ ଭାଷା କହିବେ ନାହିଁ ବୋଲି କହିବା ସହିତ ଭୁଲ ମଧ୍ୟ ମାଗିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।