କୋରନା ସ୍ଥିତି ଦେଖି ବନ୍ଦ ଘୋଷଣା କଲେ ରାଜ୍ୟ ସରକାର , ନବମ ଏବଂ ଏକାଦଶ କ୍ଲାସ ବନ୍ଦ

0

କୋରନା ପରିସ୍ଥିତି ଧୀରେ ଧୀରେ ବଢିବା ଯୋଗୁଁ ସରକାର ନବମ , ଏକାଦଶ ଶ୍ରେଣୀ କ୍ଲାସ ବନ୍ଦ ଘୋଷଣା କରିଛନ୍ତି । ସରକାରୀ , ଅନୁଦାନ ପ୍ରାପ୍ତ ଏବଂ ଘରୋଇ ସ୍କୁଲରେ କ୍ଲାସ ବନ୍ଦ ଘୋଷଣା କରାଯାଇଛି । କୋରନା ସ୍ଥିତି ଦେଖି ଶିକ୍ଷାନୁଷ୍ଠାନ ବନ୍ଦ କରିଛନ୍ତି ରାଜ୍ୟ ସରକାର , ଏପ୍ରିଲ 30 ପର୍ଯ୍ୟନ୍ତ କ୍ଲାସ ବନ୍ଦ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଉପରୋକ୍ତ ଦୁଇ ଶ୍ରେଣୀର ପିଲାଙ୍କୁ ଘରକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହଷ୍ଟେଲ , ଆବାସିକ ସ୍କୁଲରେ ପଢୁଥିବା ପିଲାଙ୍କୁ ଘରକୁ ଯିବାକୁ ନିର୍ଦ୍ଦେଶ ରହିଛି , ତେବେ ଦଶମ ଓ ଦ୍ୱାଦଶ କ୍ଲାସ 25 ତାରିଖ ପର୍ଯ୍ୟନ୍ତ ଚାଲୁ ରଖିବାକୁ ନିର୍ଦ୍ଦେଶ କରାଯାଇଛି ।

କୋରନାର ସ୍ଥିତି ଧୀରେ ଧୀରେ ବିଗିଡିବାରେ ଲାଗିଛି ତେଣୁ ରାଜ୍ୟ ସରକାର ତଥା ଶିକ୍ଷା ଗଣବିଭାଗ ଏପରି ଏକ ନିର୍ଦ୍ଦେଶ ଦେବା ପାଇଁ ବାଧ୍ୟ ହୋଇଛନ୍ତି । ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପିଲା ମାନଙ୍କ ପାଇଁ 100 ଦିନ କ୍ଲାସ କରାଯିବାର ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । କୋରନା କଟକଣା କୁ ମାନି ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କର ଏପ୍ରିଲ 25 ଯାଏ କ୍ଲାସ କରାଯିବ । କୋରନାର ସମସ୍ତ ଗାଇଡ ଲାଇନ ମାନି ଏହି ଦୁଇ ଶ୍ରେଣୀର ପରିକ୍ଷା କରାଯିବ ଏବଂ ନବମ ଏବଂ ଏକାଦଶ ଶ୍ରେଣୀର କ୍ଲାସ ବନ୍ଦ ରହିବ । ତେବେ ଏପରି ପରିସ୍ଥିତିରେ ପୁଣି ଅନଲାଇନ କ୍ଲାସ ଆରମ୍ଭ କରାଯିବ ।

କୋରନା ସଂକ୍ରମଣ ଧୀରେ ଧୀରେ ବ୍ୟାପିବାରେ ଲାଗିଛି ତେଣୁ ରାଜ୍ୟ ସରକାର ଦଶମ ଏବଂ ଏକାଦଶ ଶ୍ରେଣୀର କ୍ଲାସ ବନ୍ଦ କରାଯାଇଛି । ସେମାନେ ଘରେ ରହି ଅନଲାଇନ କ୍ଲାସ କରିପାରିବେ । ଯେଉଁ ଦିନ 100 ଦିନ ଅବଧି ଶେଷ ହେବ , ଯେଉଁମାନେ ମ୍ୟାଟ୍ରିକ ଏବଂ ଦ୍ୱାଦଶ ଶ୍ରେଣୀର ତଥା ଶେଷ ବର୍ଷର ଛାତ୍ର ଛାତ୍ରୀ ସେମାନଙ୍କ ପାଇଁ ଶିକ୍ଷାଦାନ ଜାରି ରହିବ , କିନ୍ତୁ କୋଭିଡ କଟକଣା ମଧ୍ୟରେ । ଦିନ 7 ଟା ରୁ 12 ପର୍ଯ୍ୟନ୍ତ ନବମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସେମାନଙ୍କୁ ଶିକ୍ଷା ଦାନ ଦିଆଯାଉଛି କ୍ଲାସ ମାଧ୍ୟମରେ , କିନ୍ତୁ ବର୍ତ୍ତମାନ କୋରନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।

ବର୍ତ୍ତମାନ ପରିସ୍ଥିତିରେ ନବମ ଏବଂ ଦ୍ୱାଦଶ ଶ୍ରେଣୀର କ୍ଲାସ ବନ୍ଦ ରହୁଛି , ସେମାନେ ଘରେ ରହି ଅନଲାଇନ କ୍ଲାସ ମାଧ୍ୟମରେ ଘରେ ରହି ପଢା କାର୍ଯ୍ୟ ଆରମ୍ଭ କରିବେ । ଦ୍ୱାଦଶ ଏବଂ ଦଶମ ଶ୍ରେଣୀର ପିଲାମାନେ କୋଭିଡ ଗାଇଡ ଲାଇନ ମାନି ଏପ୍ରିଲ 25 ଯାଏ କ୍ଲାସ ଚାଲୁ ରହିବ । ନବମ ଏବଂ ଏକାଦଶ ଶ୍ରେଣୀ ପିଲା ମାନଙ୍କର କ୍ଲାସ ବନ୍ଦ ରହିବ ଏପରି ନିଷ୍ପତ୍ତି ରାଜ୍ୟ ସରକାର ଏବଂ ଗଣଶିକ୍ଷା ମନ୍ତ୍ରୀ ନେଇଛନ୍ତି । କାରଣ ଧୀରେ ଧୀରେ କୋରନା ସଂକ୍ରମଣ ବଢିବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।