Saadhu Bani – କୋଟିଏରେ ଗୋଟିଏ ହୋଇଥାନ୍ତି ଏହି ୬ଟି ନାମର ଝିଅ..

ହଁ ଦର୍ଶକ ବନ୍ଧୁ ଅହଜି ଆମେ ଆଲଚନା କରିବାକୁ ଯାଉଛୁ ଯାହା ବିଷୟରେ ଆପଣ ମାନେ ଜାଣି ରଖିବା ଭଲ ହୋଇଥାଏ,ଯେତେବେଳେ କୋୖଣସି ଶିଶୁର ଜନ୍ମ ହେବା ପରେ ତାର ନାମକରଣ କରିଥାଇ ସେତେବେଳେ ଜ୍ୟାତିଶ ଶାସ୍ତ୍ରର ନିୟମକୁ ମାନି ଦେଇଥାଉ , ତେବେ ଆଜି ଆମେ ଆଲୋଚନା କରିବା ଅକ୍ଷର ରେ ଆରମ୍ଭ ହୋଇଥିବା ଝିଅଙ୍କ ଜୀବନରେ କଣ ଘଟିଥାଏ , ଓ ସେମାନେ କୋଉ ପରି ସ୍ଵଭାବର ହୋଇଥାନ୍ତି, ଆସନ୍ତୁ ଆଲଚନା କରିବା |

ପ୍ରତେକ ଝିଅର କିଛି ନା କିଛି ଭଲ ଆଉ କିଛି ନା କିଛି ଖରାପ ଗୁଣ ମଧ୍ୟ ରହିଥାଏ , ଆଜି ଆମେ ଆଲଚନା କରିବା କୋଉ ଅକ୍ଷର ରେ ଆରମ୍ଭ ହୋଇଥିବା ଝିଅ ମାନଙ୍କ ଠାରେ ସବୁ ପ୍ରକାରର ଗୁଣ ଭରି ହୋଇକି ରହିଥାଉ , ଆଉ ସେମାନଙ୍କ ସ୍ଵଭାଵ, ଚରିତ୍ର ଓ ବ୍ୟବହାର ମାଧ୍ୟମରେ ପରକୁ ବି ଆପଣାର କରିନେଇଥାନ୍ତି, ଆସନ୍ତୁ ସେ ବିଷୟରେ ଆଲଚନା କରିବା |

1-A ଅକ୍ଷରର ଝିଅ:-

ଏହି ଅକ୍ଷର ର ଝିଅ ମାନେ ବହୁତ ଶାନ୍ତ ଓ ସରଳ ସ୍ଵଭାବର ହୋଇଥାନ୍ତି, ଏମାନେ ସହଜରେ ସମସ୍ତଙ୍କୁ ବିଶ୍ୱାସ କରିନେଇଥାନ୍ତି ଯାହା ଫଳରେ ସେମାନେ ଅନେକ ସମୟରେ ଧୋକା ମଧ୍ୟ ପାଇଥାନ୍ତି,ଏମାନେ ବହୁତ ଇମୋସନାଲ ହୋଇଥାନ୍ତି ଓ ବହୁତ ଭାବୁକ ସ୍ଵଭାବର ହୋଇଥିବାରୁ ନିଜ ଲୋକଙ୍କଠୁ ହାରିଯାନ୍ତି |ଏମାନେ ପ୍ରମିଜ କରିଥିବା କାମକୁ ପୁରା କରିବା ସହିତ ସବୁ ପରିସ୍ଥିତି ରେ ନିଜକୁ ଆଡ଼ଜଷ୍ଟ କରିନିଅନ୍ତି |

2-Dଅକ୍ଷର ର ଝିଅ :-

ଏହି ଅକ୍ଷରର ଝିଅ ମାନଙ୍କ ଠାରେ ମାଆ ଲକ୍ଷ୍ମୀ ଙ୍କର ବିଶେଷ ଭାବରେ କୃପା ଦୃଷ୍ଟି ରହିଥାଏ, ଆଉ ମଧ୍ୟ ସେମାନେ ଯୋଉ ଘରକୁ ବାହା ହେଇକି ଯିବେ ସେ ଘରେ ଟଙ୍କା ଓ ଧନ , ରତ୍ନର କିଛି ବି ଅଭାବ ଦେଖା ଯାଇନାହିଁ,ଏମାନେ ବହୁତ ସରଳ ପ୍ରକୃତିର ହୋଇଥାନ୍ତି ଓ ଏହି ଅକ୍ଷର ର ବ୍ୟକ୍ତି ମାନେ କେବେବି କାହାର କ୍ଷତି କରନ୍ତି ନାହିଁ ଓ ନିଜର ବ୍ୟବହାର ଯୋଗୁଁ ସମସ୍ତଙ୍କୁ ଆପଣାର କରିଦିଅନ୍ତି |

3-L ଅକ୍ଷର ର ଝିଅ :-

ଏମାନେ ସ୍ଵଭାବରେ ବହୁତ ଶାନ୍ତ ଆଉ କୋମଳ ହୋଇଥାନ୍ତି, ଓ ଲାଜୁଆ ମଧ୍ୟ ହୋଇଥାନ୍ତି, ଏମାନେ ନିଜ ଜୀବନକୁ ନେଇ ଠିକ ଡିସିସନ ନେଇଥାନ୍ତି,ଆଉ ଟିକେ ଟିକେ କଥାରେ ଖୁସି ହେଇଯାନ୍ତି |

4-S ଅକ୍ଷର ର ଝିଅ :-

ଏମାନଙ୍କର ମନ ବହୁତ ସଫା ହୋଇଥାଏ ଓ ଏମାନେ ସବୁବେଳେ ଖୁସିରେ ରୁହନ୍ତି, ଏମାନେ ନିଜ କଥାକୁ କାହା ସହିତ ସେତେ ସେୟାର କରନ୍ତି ନାହିଁ ଆଉ ଯଦି କରୁଛନ୍ତି ତାହେଲେ ଆପଣ ତାଙ୍କର ଖାସ ଲୋକ ହୋଇଥିବେ , ଏମାନେ ସବୁ କାମ ଭାବି ଚିନ୍ତି କରନ୍ତି |

5-M ଅକ୍ଷର ର ଝିଅ :-

ଏମାନେ ବହୁତ ଭଲ ଓ ପରଉପକାରୀ ହୋଇଥାନ୍ତି, ଏମାନେ ବହୁତ ଶାନ୍ତ ଓ ଭାବୁକ ସ୍ଵଭାବର ହୋଇଥାନ୍ତି, ଆଉ ସବୁ କ୍ଷେତ୍ରରେ ଆଗୁଆ ମଧ୍ୟ ଥାନ୍ତି

6-P ଅକ୍ଷର ର ଝିଅ :-

ଏହି ଅକ୍ଷର ର ଝିଅ ମାନେ ବହୁତ ଭଲ ହୋଇଥାନ୍ତି ଓ ସବୁବେଳେ କଠିନ ପରିଶ୍ରମ କରିଥାନ୍ତି , ଏମାନେ ଶୀଘ୍ର ରାଗିଯାନ୍ତି ଓ ଥଣ୍ଡା ମଧ୍ୟ ଶୀଘ୍ର ହୋଇଯାନ୍ତି,ଆଉ ସବୁଠୁ ଅଧିକ ଭଲ ହୋଇଥାନ୍ତି |

ତେବେ ଜାଣିଲେ ତ କେଉଁ 6 ଟି ଅକ୍ଷର ର ଝିଅ ମାନେ ବହୁତ ଭଲ ହୋଇଥାନ୍ତି |

Leave a Comment