କୃଷକର ଦେହ ଖରାପ ସମୟରେ ,ସବୁକିଛି ନିଜେ ନିଜେ କଲା ବଳଦ ..ମଣିଷ -ପଶୁର ନିଆରା ସମ୍ପର୍କ… ଦେଖନ୍ତୁ Video

କିଛି ସମୟରେ ଏମିତି କିଛି ଘଟଣା ସାମ୍ନାକୁ ଆସିଥାଏ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାଆନ୍ତି। ଆଉ ଏବେ ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ଜଣେ ପଶୁର ଏମିତି ବୁଝିବା ଶକ୍ତି,ମାନବିକତା ତାହାର ମାଲିକ ପ୍ରତି ଯେଉଁଭଳି ଭାବନା ତାହା ଆପଣ ମାନେ ଶେଷ ପର୍ଯ୍ୟନ୍ତ ଦେଖିଲେ ଜାଣି ପାରିବେ।ଏହିଠାରେ ଏକ ଘଟଣା ନଜରକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ବହୁଳ ମାତ୍ରାରେ ଭାଇରଲ ହେବାରେ ଲାଗିଛି।

ଏଠାରେ ଗୋଟିଏ ପଶୁର ଏମିତି ମାନବିକତା ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି ଯାହା କୁ ଦେଖିବା ପରେ ଅନେକ ଲୋକ ଏହାକୁ ମଧ୍ୟ ପ୍ରଶଂସା ମଧ୍ୟ କରିଛନ୍ତି। ଆଉ ଗୋଟିଏ ପଶୁର ଯେଉଁଭଳି ମନ ଭାବ ସୃଷ୍ଟି କରିଛି ତାହାକୁ ନେଇ ଏବେ ଚର୍ଚ୍ଚା। ଆଉ ଏମିତି କାମ ଗୋଟିଏ ମଣିଷ ପାଖରେ ଦେଖା ଯିବଟା ବହୁତ ଅସମ୍ଭବ। ଆଉ ଏହିପରି ଘଟଣା କୁ ଦେଖିବା ପରେ ତାହା ସମସ୍ତ ଙ୍କୁ ପ୍ରେରଣା ଶିଖିବାକୁ ମିଳିଛି। ଆଉ ମଣିଷ ଓ ପଶୁ ଭିତରେ ଯେଉଁ ସମ୍ପର୍କ ତାହା ଭିନ୍ନ ପ୍ରକାରର ଚିନ୍ତାଧାରା।

ଆଉ ଏହି ଠାରେ ଏକ ଘଟଣା ନଜରକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ଭାଇରଲ ଜୋର ରେ ହଉଛି। ଆଉ ଗୋଟିଏ ପଶୁର ଏମିତି ଆଚରଣ ଓ ମାନବିକତା ତାହା କୌଣସି ମଣିଷ ମଧ୍ୟ ଏମିତି କରି ପାରିବ ନାହିଁ। ଆଉ ପଶୁ ପାଖରେ ଏମିତି କିଛି ମାନବିକତା ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଏଠାରେ ବଳଦ ଯାହା କରିଛି ନିଜର ମାଲିକ ପାଇଁ ତାହା ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। ଆପଣ ମାନେ ସର୍ବଦା ଜାଣିଥିବେ ବଳଦ ସାଧାରଣତଃ ଗାଁ ମାନଙ୍କରେ ଲୋକ ମାନେ ରଖି ବିଭିନ୍ନ ଚାଷ କାମ ରେ ବ୍ୟବହାର କରି ଥାଆନ୍ତି। ଆଉ ତାହାର ରକ୍ଷଣାବେକ୍ଷଣା ସବୁ ମାଲିକ ବୁଝି ଥାଏ ହେଲେ ତାହାର ଯେଉଁ ପରିଶ୍ରମ ମଣିଷ ଠିକ ଭାବରେ ବୁଝି ପାରି ନଥାଏ ଯାହା ବେଳେବେଳେ ନଜରକୁ ଆସିଥାଏ। ଆଉ ସେହି ବଳଦ ମାନେ ସାଧାରଣ ଭାବରେ ଆମ ମାନଙ୍କୁ ଖାଦ୍ୟ ଯୋଗାଇବା ରେ ସାହାର୍ଯ୍ୟ କରି ଥାଏ।

ଆଉ ଏଠି ଯାହା ଦେଖିବାକୁ ଗୋଟିଏ ପଶୁ ପାଖରେ ତାହା ଆପଣ ମାନେ କେବେ ଗୋଟିଏ ମଣିଷ ପାଖରେ ଦେଖିବା ବହୁତ କଷ୍ଟକର। ଏହିଠାରେ ବଳଦ ଟି ନିଜ ମାଲିକ ର ଦେହ ଖରାପ ହୋଇଥିବା ଜାଣିବା ପରେ ସେ ନିଜେ ନିଜେ କିଛି କାମ କରିଥିବାର ଦେଖିବାକୁ ମିଳିଛି। ଆଉ ସେ ପିଠିରେ କିଛି ବୋଝ ଟାଣି ଆଣି ଆସିବା ବେଳେ ମାଲିକ ଟିର ଦେହ ଖରାପ ଥିବାରୁ ନିଜେ ନିଜେ ମୁଣ୍ଡରେ ଗଳାଇ ଶିଙ୍ଗରେ ଟାଣି ଟାଣି ଆଣିଛି ଯାହା ଏବେ ଜଣେ ପଶୁ ନିଜ ମାଲିକ ପ୍ରତି ଥିବା ଭଲ ପାଇବା ଦେଖାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment