କୂଅ ଖୋଳୁ ଖୋଳୁ ଏମିତି ଜିନିଷ ବାହାରିଲା, ହୋଇଗଲେ କୋଟିପତି ! ତେବେ ଜାଣନ୍ତୁ କଣ ଏହି ଜିନିଷ ? ହୋସ ଉଡାଇ ଦେଲା ଭଳି ଘଟଣା

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଦେଖିବା ପାଇଁ ମିଳୁଛି। ସଂସାରରେ ସୁଖ ଓ ଦୁଃଖ ଲାଗି ରହିଛି। ଭଗବାନ କାହାକୁ କୋଉଠୁ ଆଣି କୋଉଠି ଛିଡା କରାଇ ଦେବେ କେହି ମଧ୍ୟ ଜାଣି ପାରିବେ ନାହିଁ। ଯେଉଁ ମାନେ ଆଜି ଗରିବ ଅଛନ୍ତି, ସେମାନେ କାଲି ଯେ ବଡ଼ ଲୋକ ନ ହେବେ କେହି ମଧ୍ୟ କହି ପାରିବେ ନାହିଁ। ହାତୀ ମୁଣ୍ଡରେ ସୁନା କଳସ ଢାଳିଲା ପରି, ସେମିତି ମଧ୍ୟ କିଛି ଘଟଣା ସମାଜରେ ଘଟି ଚାଲିଛି। କଥାରେ ଅଛି ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ି ଦେଇଥାନ୍ତି। ଆପଣ ମାନେ ସୋସିଆଲ ମିଡିଆରେ ଏଭଳି ଦୃଶ୍ୟ ଦେଖି ଥିବେ।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଝଟକା ଅନୁଭବ ମଧ୍ୟ କରିବେ। ତେବେ ଘଟଣାଟି ହେଉଛି କୂଅ ଖୋଳିବା ସମୟରେ ଏକ ବିରାଟ କାୟ ରତ୍ନ ପଥର ମିଳି ଥିବାର ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି।ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଶ୍ରୀଲଙ୍କା କଲମ୍ବରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଶ୍ରୀଲଙ୍କାର ରତ୍ନ ପୁର ସହରରେ ଜଣେ ବ୍ୟକ୍ତିଙ୍କ ଘରେ କୂଅ ଖୋଳା ଚାଲି ଥିଲା, ଖୋଳା ଯିବା ସମୟରେ ସେହି ସ୍ଥାନରୁ ଏକ ବିରାଟ କାୟ ରତ୍ନ ପଥର ମିଳିଛି। ଖୋଳିବା ସମୟରେ ଏହି ରତ୍ନ ପଥର ମିଳି ଥିବାରୁ ଏହାର ନାଁ ସେରେଣ୍ଟି ପିଟ ସଫେୟାର ରଖା ଯାଇଛି। ଏହି ପଥରର ଓଜନ ପ୍ରାୟ ୫ ସହ 10 କିଲୋ ଗ୍ରାମ ଅଟେ। ଯାହାର ଅନ୍ତର୍ଜାତୀୟ ବଜାରର ମୂଲ୍ୟ 743 କୋଟି 78 ଲକ୍ଷ୍ୟ 759 ଟଙ୍କା ହେବ ବୋଲି କୁହା ଯାଇଛି। ଶ୍ରୀଲଙ୍କା ରାଷ୍ଟ୍ରୀୟ ଓ ଆଭୂଷଣ ପ୍ରାଧି କରଣ କହିଛି, ଏହି ରତ୍ନ ପଥର କିଣିବାକୁ ବିଦେଶରୁ ବହୁ ନୀଲାମୀ ମଧ୍ୟ ଡକା ଯାଇଛି।

ତେବେ ଯାଞ୍ଚ ଅଧିକାରୀ ମାନେ କହିଛନ୍ତି ଯେ ଏହା ଏକ ଦୁର୍ଲଭ ପଥର ଅଟେ। ଏହି ପଥରକୁ ସଫା କରିବାକୁ ପ୍ରାୟ ୧ ବର୍ଷ ସମୟ ଲାଗିଯିବ |ବିଶେଷ କରି ଏଭଳି ପଥର କଲେମ୍ବରେ ମିଳି ଥାଏ। ଅଧିକାରୀ ମାନେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଏହି ୨୫ ଲକ୍ଷ୍ୟ କ୍ୟାରେଟ ରଜର ମାଲିକ ହେଉଛନ୍ତି ଡ଼କ୍ଟର ଗମାଗି ଅଟନ୍ତି। ସୁରକ୍ଷା ଦୃଷ୍ଟିରୁ ଏହି ରତ୍ନ ପଥରକୁ ବ୍ୟାଙ୍କପ ସିଲେରର ଏକ ଟ୍ରେଜେଡି ରେ ରଖା ଯାଇଛି। ଏଭଳି ଖବର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବର୍ତ୍ତମାନ ସୋସିଆଲ ମିଡିଆରେ ନିଆଁଭଳି ଭାଇରାଲ ହେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।