ମାଆ ସାଜିଲା ରାକ୍ଷସୀ ! ନିଜ ପୁଅ ଝିଅକୁ କୂଅକୁ ଠେଲି ମାରିଦେଲା ନିଜ ଜନ୍ମ କଲା ମାଆ, ପୂରା ଘଟଣା ଜାଣିଲେ ଲୋମ ଟାଙ୍କୁରୀ ଉଠିବ…

0

ବର୍ତ୍ତମାନ ପ୍ରତିଦିନ ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ବିଭିନ୍ନ ଅପରାଧ ମାଡ଼ପିଟ, ଡକାୟତ, ଚୋରି ଓ ହତ୍ୟା ଭଳି ଘଟଣା ସମାଜରେ ବହୁ ମାତ୍ରାରେ ଦେଖିବା ପାଇଁ ମିଳୁଛି। ମନୁଷ୍ୟ ବୟସ୍କ ଲୋକଙ୍କ ଠାରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ କାହାରିକୁ ମଧ୍ୟ ଛାଡୁ ନାହିଁ। ନାରୀ ମାନେ ମଧ୍ୟ ସମାଜ ପ୍ରତି ଏକ କଳଙ୍କ ସୃଷ୍ଟି କରୁଛନ୍ତି। ନାରୀ ମାନଙ୍କ ଦ୍ୱାରା ଅନେକ ଜୀବନ ନଷ୍ଟ ହେବା ସହିତ ପରିବାରର ସୁଖ ଶାନ୍ତି ମଧ୍ୟ ନଷ୍ଟ ହୋଇ ଯାଇଥାଏ। ମହିଳା ମାନେ ମଧ୍ୟ ସମାଜରେ ମନୁଷ୍ୟ ମାନଙ୍କ ପ୍ରତି ହିଂସ୍ର ପାଲଟି ଗଲେଣି ଏବଂ ଅନେକ ଘର ମଧ୍ୟ ଭାଙ୍ଗି ବାରେ ତାଙ୍କର ମଧ୍ୟ ବହୁତ ହାତ ରହିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଦୁଃଖ ମଧ୍ୟ କରିବେ। ତେବେ ଘଟଣାଟି ହେଉଛି,ଜଣେ ମହିଳା ତାର ଦୁଇ କୁନି କୁନି ପିଲାଙ୍କୁ କୂଅକୁ ଠେଲି ହତ୍ୟା କରିଥିବାର ଅଭିଯୋଗ ଆସିଛି ବୋଲି ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, କନ୍ଧମାଳ ରାଇକିଆ ଅଂଚଳରୁ ଏକ ଦୁଃଖ ଦାୟକ ଘଟଣା ଦେଖିବା ପାଇଁ ମିଳିଛି। ପରିବାରଟି ବେଶ ହସ ଖୁସିରେ କଟୁଥିଲା। ହଠାତ ପାରିବାରିକ କଳହଳରୁ ଘଟିଛି ଏକ ଅଭାବନିୟ ଘଟଣା, ମାଆ ଟି ତାର ଦୁଇ କୁନି କୁନି ପିଲା ୯ ବର୍ଷର ପୁଅ ଏବଂ ୫ ବର୍ଷର ଝିଅକୁ କୂଅକୁ ଠେଲି ହତ୍ୟା କରିଥିବା ଅଭିଯୋଗ ଆସିଛି। ଏଭଳି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବନ୍ଧୁଗଣ ଆପଣ ମାନେ ପୂରା ଘଟଣା ଜାଣିଲା ପରେ ନିଶ୍ଚିତ ଭାବରେ ଦୁଃଖ ପ୍ରକାଶ କରିବେ।

ତେବେ ପିଲାଙ୍କୁ କୂଅକୁ ଠେଲିବା ପରେ, ମହିଳା ଜଣଙ୍କ ଆତ୍ମ ହତ୍ୟା ପାଇଁ ଉଦ୍ୟମ କରିଛନ୍ତି, କିନ୍ତୁ ଭାଗ୍ୟ ବଶତଃ ଆତ୍ମ ହତ୍ୟା ଉଦ୍ୟମ କରିବା ସ୍ଵତେ ମହିଳା ଜଣଙ୍କ ବଞ୍ଚି ଯାଇଛନ୍ତି।ସେହି କୁନି କୁନି ଦୁଇ ପିଲାଙ୍କୁ କୂଅରୁ ଉଦ୍ଧାର କରି ଲୋକ ମାନେ ହସ୍ପିଟାଲରେ ନେଇ ଭର୍ତ୍ତି କରିଛନ୍ତି, ଡାକ୍ତର ତାଙ୍କୁ ଚିକିତ୍ସା କରି ମୃତ ବୋଲି ଘୋଷଣା କରିଛନ୍ତି। ଏଭଳି ଘଟଣା ଘଟିବାର ମୁଖ୍ୟ କାରଣ ହେଉଛି ମହିଳା ଜଣଙ୍କ ତା ସ୍ୱାମୀ ସହ ଝଗଡା କରି ଏପରି ଏକ କାଣ୍ଡ ସୃଷ୍ଟି କରିଛି। ଏଭଳି ଘୋଟଣା ଯିଏ ବି ଶୁଣୁଛି ସିଏ ଦୁଃଖ ପ୍ରକାଶ କରୁଛି। ତେବେ ଆମର ପ୍ରଶାସନ ନିକଟରେ ଏତିକି ପ୍ରାଥନା ଯେ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।