ଦେଖନ୍ତୁ ଭିଡ଼ିଓ : ଓଡ଼ିଆ ସିରିଏଲ actress କବିତା ଅପା ପ୍ରଥମ ଥର ନିଜ ସ୍ୱାମୀ ସହ କିପରି ଜିମ କଲେ ଦେଖନ୍ତୁ

0

ବର୍ତ୍ତମାନ ର ଦୁନିଆ ହେଉଛି ଇଣ୍ଟରନେଟ ର ଦୁନିଆ।ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ।ତେଣୁ ଏବେ କୌଣସି ଏକ ଘଟଣା ଘଟିଲେ ତାହା ସୋସିଆଲ ମିଡ଼ିଆ ରେ ଖୁବ ଶୀଘ୍ର ଭାଇରାଲ ହୋଇ ଯାଏ।ମାତ୍ର ଏହି ଘଟଣା ଯଦି କୌଣସି ସେଲିବ୍ରେଟି ଙ୍କ ହୋଇ ଥାଏ ତାହେଲେ ତାହା ନିଆଁ ପରି ଭାଇରାଲ ହୋଇ ଥାଏ।ଓଲିଉଡ,ବଲିଉଡ ଓ ଟିଭି ସୀରିଏଲ ଅଭିନେତ୍ରୀ ଓ ଅଭିନେତା ମାନେ ସବୁ ବେଳେ ନିଜର କାର୍ଯ୍ୟ ପାଇଁ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି।ସେମାନେ କେତେ ବେଳେ ନିଜର ଲଭ୍ ଲାଇଫ ପାଇଁ ତ କେତେ ବେଳେ ନିଜର ନାଚ ଗୀତ ପାଇଁ ।ପୁଣି କେତେବେଳେ ନିଜର ଚଳଚ୍ଚିତ୍ର ପାଇଁ ତ କେତେବେଳେ ନିଜର ଲାଇଫ ଷ୍ଟାଇଲ ଓ ବ୍ୟକ୍ତିଗତ ଜୀବନ ପାଇଁ।ସବୁ ବେଳେ ସେମାନେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ଥାନ୍ତି। ବର୍ତ୍ତମାନ କୁଆଁରୀ ବୋହୂ ଧାରାବାହିକ ର କବିତା ଅପା ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ବିଷୟ ପାଲଟି ଅଛନ୍ତି।

ନିକଟ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ କୁଆଁରୀ ବୋହୂ ଧାରାବାହିକ ର ଅଭିନେତ୍ରୀ କବିତା ଅପା। ସେ ନିକଟ ଅତୀତରେ ସାଗର ଙ୍କୁ ବିବାହ କରିଥିଲେ ଓ ସାଗର କଟକ ର ଜୟପୁର ଅଞ୍ଚଳ ର ଅଟନ୍ତି। ତେବେ ପ୍ରଥମ ଥର ପାଇଁ ସେ ନିଜ ସ୍ବାମୀ ଙ୍କ ସହିତ ଜିଁମ୍ ଯାଇଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି ଆଉ ସେ ଜୀମ ରେ ସେ କସରତ କରିଥିବାର ମଧ୍ୟ ନଜର ଆସିଥିଲେ । ତେବେ ତାଙ୍କର ଏହି ଫଟୋ ଭିଡିଓ ଖୁବ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ।

ତେବେ ସେ ବିଯିନେସ ମ୍ୟାନ ସାଗର କୁ ବିବାହ କରିଥିଲେ। ତେବେ ସେ ବର୍ତମାନ ନିଜ ଶାଶୁଘରେ ରହିବା ସହିତ ସେହି ଠାରୁ ହିଁ ସୁଟିଂ ସେଟ୍ କୁ ଯାଉଛନ୍ତି ଓ ନିଜ ଫିଟନେସ କୁ ଧ୍ୟାନ ରେ ରଖି ସେ ଜିମ୍ କୁ ମଧ୍ୟ ଯାଉଛନ୍ତି ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ବିଷୟ ପାଲଟି ଯାଇଛି । କୁଆଁରୀ ବୋହୂ ଧାରାବାହିକ ରେ ଅଭିନୟ କରୁଥିବା କବିତା ଅପା ଦୀର୍ଘ ଦିନ ରୁ ଅଭିନୟ କରିବା ସହିତ ବର୍ତ୍ତମାନ ମଧ୍ୟ ନିଜର ଅଭିନୟ ଜାରି ରଖିଛନ୍ତି। ତେବେ ଲୋକ ମାନେ ତାଙ୍କର ଏହି ଅଭିନୟ କୁ ଖୁବ୍ ପସନ୍ଦ କରୁଛନ୍ତି।

ସେ ପୂର୍ବରୁ ଏତେ ଅଧିକ ଅଭିନୟ କରିଥିଲେ ମଧ୍ୟ କୁଆଁରୀ ବୋହୂ ଧାରାବାହିକ ତାଙ୍କ ଜୀବନ ରେ ଏକ ନୂଆ ମୋଡ଼ ନେଇ ଆସିଥିଲା । କାରଣ ଏହି ଧାରାବାହିକ ରେ ତାଙ୍କୁ ଅଧିକ ଲୋକପ୍ରିୟତା ମିଳିଥିଲା । ତେବେ କୁଆଁରୀ ବୋହୂ ଧାରାବାହିକ ରେ ସେ ଖୁବ୍ ଭଲ ଅଭିନୟ କରିବା ସହିତ ନିଜ ଫିଟନେସ ପ୍ରତି ମଧ୍ୟ ବେଶ୍ ସତର୍କ ଅଟନ୍ତି ଯାହା ବର୍ତ୍ତମାନ ଦେଖିବାକୁ ମିଳିଛି ।ତେବେ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ତାଙ୍କୁ ଲୋକ ମାନେ ଖୁବ୍ ପସନ୍ଦ କରନ୍ତି। ସେ ଖୁବ୍ କମ୍ ଦିନରେ ଇଣ୍ଡଷ୍ଟ୍ରି ପାଦ ଦେଇ ବହୁତ୍ ସଫଳତା ହାସଲ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।