ମନୁଷ୍ୟ ନିଜ ଘରେ ଅନେକ ପଶୁପକ୍ଷୀ ପାଳିବା ପାଈଁ ଭଲ ପାଆନ୍ତି। କିଏ କୁକୁର ପାଳେ, ତୋ ଆଉ କିଏ ବିଲେଇ ଏବଂ ଏହା ବ୍ୟତୀତ ପକ୍ଷୀ ବି ଅଧିକାଂଶ ଲୋକ ପାଳୁ ଥିବାର ଦେଖିବା ପାଇଁ ମିଳିଥାଏ। ତେବେ ସମସ୍ତ ଗୃହ ପାଳିତ ପଶୁ ମାନଙ୍କ ମଧ୍ୟରୁ କୁକୁର, ଯିଏକି ଅତି ବିଶ୍ୱାସୀ ଜୀଵ ଭାବରେ ପରିଚିତ। ବରଂ ମଣିଷର ବୁଦ୍ଧି ବିବେକ ଥାଇ ମଧ୍ୟ ବିଶ୍ୱାସ ରେ ବିଷ ଦେବା ପାଇଁ ପଛନ୍ତି ନାହିଁ। କିନ୍ତୁ କୁକୁର ଏତେ ବିଶ୍ଵାସୀ ଯଦି ଥରେ ଖାଇବାକୁ ଦେଇଥିବେ, ସେ ନିଶ୍ଚିତ ଆପଣଙ୍କ ପାଇଁ ଭୁକିବ, ତେବେ କୁକୁର ଯଦି ଥରେ ପାଗଳ ହୋଇଯାଏ, ତାହାଲେ ତାକୁ ରୋକିବା ମୁସ୍କିଲ, ତେବେ ସେ କାମୁଡିବା ପାଇଁ ଲୋକଙ୍କୁ ଗୋଡ଼ାଇ ଥାଏ। ଆଉ ଥରେ ଯାହାକୁ କାମୁଡି ଥାଏ , ସେ ମଧ୍ୟ କୁକୁର ପରି ହୋଇ ଯାଏ।
ତେବେ ବନ୍ଧୁଗଣ ଆଜି ଆମେ ଏପରି ଏକ କୁକୁର କାମୁଡ଼ା ରୋଗୀକୁ ଦେଖିବୁ ଯାହାକୁ ଦେଖିଲା ପରେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଘଟଣାଟି ହେଉଛି ଗୋଟିଏ ପିଲାକୁ କୁକୁର କାମୁଡିବା ପରେ , ପିଲାଟି କୁକୁର ପରି ଭୁକିଛି ଆଉ ଜିଭ ମଧ୍ୟ ବାହାର କରୁଛି। ତେବେ ଏଭଳି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;
ତେବେ ସୂଚନା ଅନୁସାରେ, ଗୋଟିଏ ପୁଅ ପିଲା ଯାହାର ବୟସ ପ୍ରାୟ ୧୦ ରୁ ଉର୍ଦ୍ଧ୍ବ ବୟସ ହେବ। ସେହି ପିଲାକୁ ୧ ସପ୍ତାହ ପୂର୍ବରୁ ଗୋଟିଏ କୁକୁର କାମୁଡ଼ାରେ ଶିକାର ହୋଇଥିଲେ। ତେବେ ୧ ସପ୍ତାହ ମଧ୍ୟରେ ପିଲାଟି ନିକଟରେ ଏହାର ବିଷ ଜଣା ପଡିଥିଲା ତେବେ ପିଲାଟି କୁକୁର ଭଳି ଭୁକିବା ସହିତ ଜିଭ ମଧ୍ୟ ବାହାର କରୁଥିଲା। ଏହା ପରେ ତାଙ୍କ ଘର ଲୋକ ହସ୍ପିଟାଲ କୁ ନେଇଯାଇଥିଲେ।
ତେବେ ହସ୍ପିଟାଲକୁ ନେବା ପରେ ଡାକ୍ତର ମାନେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ପିଲାକୁ ବର୍ତ୍ତମାନ ସୁଦ୍ଧା ଚିକିତ୍ସା ଚାଲିଛି। ତେବେ ପିଲାଟି ର ଏପରି ଅବସ୍ଥା ଦେଖି ସବୁ ଭୟ ଭିତ ହୋଇ ଯାଇଛନ୍ତି। ଏହା ପରେ ଡାକ୍ତର ତାଙ୍କର ଚିକିତ୍ସା କରାଯାଉଛି। ତେବେ ବନ୍ଧୁଗଣ ଆମେ ଏଠାରେ କହି ରଖୁଛୁ ଯେ ଆପଣ ମାନେ ଦୟାକରି ଏଭଳି ଜୀବଠାରୁ ଦୁରେଇ ରୁହନ୍ତୁ। ଉପଯୁକ୍ତ ପ୍ରଶିକ୍ଷଣ ଦେଇ ତାହା ସହ ଲାଗନ୍ତୁ। ବିନା ପ୍ରଶିକ୍ଷଣ ରେ କୁକୁର ସହିତ ଲାଗନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆପଣଙ୍କ ଜୀବନ ମଧ୍ୟ ଚାଲିଯାଇ ପାରେ। ଯଦି ଦୁଭାଗ୍ୟ ବସତ କୁକୁର କାମୁଡି ଦେଲା।
ତୁରନ୍ତ ହସ୍ପିଟାଲର ନେଇ ଡାକ୍ତର ଙ୍କ ପରାମର୍ଶ ଅନୁସାରେ ଇଂଜେକସନ ଦିଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ଜୀବନ ବଞ୍ଚିଯିବ, ତେବେ ଆପଣ ମାନେ ଏହି ଉପାୟ ଆପଣନ୍ତୁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।