କୁକୁର ପାଇଁ ଜୀବନକୁ ବାଜି ଲଗାଇ ଦେଲେ ପୁଲିସ୍‌ ବାବୁ…ଏହି ଭୟାନକ ଦୃଶ୍ୟ ଦେଖିଲେ ଆପଣଙ୍କ ହୋସ ଉଡିଯିବ… ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନର ଆଧୁନିକ ସମାଜରେ ଟେକ୍ନୋଲୋଜି କାୟା ବିସ୍ତାର କରୁଛି। ମନୁଷ୍ୟ ପ୍ରତିଦିନ ନିଜର ଜ୍ଞାନ କୌଶଳ ଉପଯୋଗ କରି କିଛି ନା କିଛି ଉଦ୍ଭାବନ କରୁଛନ୍ତି। ଯଦି ଦେଖିବା ବର୍ତ୍ତମାନର ସୋସିଆଲ ମିଡ଼ିଆ ମଧ୍ୟ ଟେକ୍ନୋଲୋଜିର ଏକ ବିରାଟ ଦାନ କହିଲେ କିଛି ଭୂଲ ହେବ ନାହିଁ। ଆଜିକାଲି ଯାହା ପାଖରେ ଦେଖିବେ ତାଙ୍କ ପାଖରେ ସ୍ମାର୍ଟଫୋନ କିଛି ନା କିଛି ଦୃଶ୍ୟ କଏଦ କରି ଆମେ ସୋସିଆଲ ମିଡିଆରେ ପୋଷ୍ଟ କରିଥାଉ।

ତେବେ ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡ଼ିଆରେ ଅନେକ ଭିଡ଼ିଓ ଦେଖିଥିବେ ଯାହାକି ଆମକୁ କିଛି ଅଲଗା ପ୍ରକାର ଲାଗିଥାଏ ସେସବୁ ଦେଖି ଆମକୁ ବହୁତ ଆଶ୍ଚର୍ଯ୍ୟ ଲାଗିବା ସହିତ ଖୁସି ମଧ୍ୟ ଲାଗିଥାଏ। ବର୍ତ୍ତମାନ ସମୟରେ ଏକ ଭିଡ଼ିଓଟି ଭାଇରାଲ ହେଉଛି ଯେଉଁଥିରେ ଜଣେ ପୋଲିସ କର୍ମଚାରୀ ପ୍ରାଖର ସୁଆରେ କୁକୁରକୁ ଉଦ୍ଧାର କରୁଛନ୍ତି ଭାଇରାଲ ହେବାରେ ଲାଗିଛି। ତେବେ ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡ଼ିଓ ସମ୍ପର୍କରେ।

ସମାଜରେ ବହୁତ କମ ଲୋକ ଅଛନ୍ତି ଯେଉଁମାନେ କି ଅନ୍ୟର କଥା କଥା ଭବନ୍ତି। ଅନ୍ୟର କଥା ଭାବିବା ପାଇଁ କାହା ପାଖରେ ସମୟ ନାହିଁ। ଯିଏ ଯାହା କର୍ମମୟ ଜୀବନରେ ବ୍ୟସ୍ତ ରହୁଛନ୍ତି। କାହାକୁ ସାହାଯ୍ୟ କରିବା ପାଇଁ ପଛେଇ ଥାନ୍ତି। ଆମ ସମାଜରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଜନତାଙ୍କ ସେବା କରିବା ପାଇଁ ପୋଲିସ ନିର୍ଯୁକ୍ତି ହୋଇଥାନ୍ତି। ବହୁତ କମ ପୋଲିସ ଅଛନ୍ତି ଯେଉଁମାନେ କି ଅନ୍ୟର ସେବା ପାଇଁ ନିଜର ଜୀବନକୁ ବାଜିରେ ଲଗାନ୍ତି। ହେଲେ ବନ୍ଧୁଗଣ ସମସ୍ତେ ସମାନ ନୁହନ୍ତି। ଏପରି ବି ପୋଲିସ ଅଛନ୍ତି ଯେଉଁମାନେ ନିଜର ଜୀବନ ଅପେକ୍ଷା ଜନତାଙ୍କ ହିତ ଦେଖନ୍ତି। ସେହି ଭଳି ଜଣେ ସାହସୀ ପୋଲିସ ବର୍ତ୍ତମାନ ସମୟରେ ଦେଖିବା ପାଇଁ ମିଳିଛି। ଯାହାର କାମକୁ ଦେଖି ଆପଣ ମଧ୍ୟ ପ୍ରଶଂସା ନକରି ରହି ପାରିବେ ନାହିଁ। ସୂଚନା ଅନୁସାରେ ବନ୍ୟାର ପ୍ରାଖର ସୁଅରେ ଗୋଟିଏ କୁକୁର ଭାସି ଯାଉଥିଲା। ତେବେ ଏହାପରେ ଯାହା ହେଲା ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ଜଣେ ପୋଲିସ କର୍ମଚାରୀ ହଠାତ ଗୋଟିଏ ଜେସିବି ଆଣି ତାରି ସାହାଯ୍ୟରେ ତଳକୁ ଓଲ୍ହାଇ କୁକୁର ଟିକୁ ଅତି ସାହାସିକତାର ସହିତ ଉଦ୍ଧାର କରିଥିଲେ। ଯାହା ଯାହାକି ଜଣେ ସାଧାରଣ ଲୋକ ପକ୍ଷରେ ଏତେ ପାଣିରେ ଉଦ୍ଧାର କରିବା ସମ୍ଭବ ନଥିଲା। ସେ ଯେଉଁଭଳି ଭାବରେ ପାଣିରେ କୁକୁରଟିକୁ ଉଦ୍ଧାର କଲେ ବାସ୍ତବରେ ତାହା ଅତ୍ୟନ୍ତ ପ୍ରଶଂସା ପାଇବା ଯୋଗ୍ୟ। କାରଣ ଏଠାରେ ମନୁଷ୍ୟ ଜଣେ ମଣିଷ ପ୍ରତି ନିଜର କର୍ତବ୍ୟ ଭୁଲି ପାଦରେ ଆଡେଇ ନଦେଖିଲା ପରି ଚାଲିଯାଉଛନ୍ତି। ଏଭଳି ପୋଲିସ ଅଫିସର ଆମ ସମାଜ ପାଇଁ ନିତ୍ୟାନ୍ତ ଆବଶ୍ୟକ ଯାହାବି ହେଉ ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।