କୁମାର ପୁର୍ଣିମା {Kumar Purnima} ରେ ଅଭିନେତ୍ରୀ ଅର୍ଚ୍ଚିତା (archita) ଙ୍କ “ଫୁଲ ବଉଳ ବେଣି” ଗୀତରେ ଜବରଦସ୍ତ ଡ୍ୟାନ୍ସ…ଦେଖନ୍ତୁ Viral ଭିଡ଼ିଓ

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଜଣେ ଜଣାଶୁଣା ଆଗ ଧାଡ଼ିର ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଅର୍ଚ୍ଚିତା ସାହୁ। ଯିଏକି ନିଜର ଅଭିନୟର ପାରଦର୍ଶିତା ରେ ଦର୍ଶକଙ୍କୁ ଏକ ଭିନ୍ନ ଅନ୍ଦାଜ ର ମନୋରଂଜନ ର ସୁରାକ ଯୋଗାଇଥାନ୍ତି। ଆପଣ ତ ଜାଣିଛନ୍ତି ଭାରି ନିଆରା ଅଭିନୟ ତାଙ୍କ ନିକଟରେ ଦେଖିବାକୁ ମିଳେ। ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ଜଣେ ସୁନ୍ଦର୍ ମହିଳା ର ଜୀବନ କୁ ଅତିବାହିତ କରିଥାଆନ୍ତି। ତେବେ ଯେମିତି ଆପଣ ଜାଣିଛନ୍ତି ସେଲିବ୍ରିଟି ମାନେ ଅନେକ ସମୟରେ ତାଙ୍କର ପ୍ରସଂଶକ ମାନଙ୍କ ପାଇଁ ଅନେକ କିଛି ବାର୍ତ୍ତା ଦେଇଥାନ୍ତି ଏବଂ ତାଙ୍କର ସୁନ୍ଦର୍ ମୁହୂର୍ତ୍ତକୁ ସେୟାର କରିଥାନ୍ତି। ଅନେକ ସମୟରେ ସେମାନେ ସେମାନଙ୍କର ଫ୍ୟାନ ମାନଙ୍କ ସହିତ ମଧ୍ୟ ସମୟ ଅତିବାହିତ କରିଥାନ୍ତି।

କାରଣ ସେମାନେ ଦର୍ଶକ ଏବଂ ଫ୍ୟାନ ମାନଙ୍କ ପାଇଁ ହିଁ ଏପରି ସ୍ଥାନକୁ ଆସି ପାରିଛନ୍ତି। ତେବେ ତାଙ୍କର ଅଗଣିତ ପ୍ରସଂଶକ ମାନେ ମଧ୍ୟ ତାଙ୍କୁ ବହୁତ୍ ଭଲ ପାଇଥାନ୍ତି। ତେବେ ଅଭିନେତ୍ରୀ ମାନେ ଅନେକ ସମୟରେ ତାଙ୍କର ଅନେକ ସୁନ୍ଦର ସୁନ୍ଦର ମୁହୂର୍ତ୍ତ ସବୁକୁ ପ୍ରଶଂସକ ମାନଙ୍କ ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି ଏବଂ ଦର୍ଶକ ମାନଂକର ପ୍ରତିକ୍ରିୟା ର ଉତ୍ତର ମଧ୍ୟ ଦେଇଥାନ୍ତି। ଯାହା ତାଙ୍କ ଫ୍ୟାନ ମାନଙ୍କୁ ଖୁସି ବି କରାଇଥାଏ ଏବଂ ତାଙ୍କର ନିକଟତର ହେବାକୁ ସୁଯୋଗ ଦେଇଥାଏ। ତେବେ ଅନେକ ଏମିତି କଳାକାର ଅଛନ୍ତି ଯେଉଁମାନେ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହିବା ସହିତ ସେଠାରେ ତାଙ୍କର ଅବକାଶ ସମୟ ଅତିବାହିତ କରୁ ଥିବାର ଦେଖିବାକୁ ମିଳିଥାଏ।

ଆଉ ସେମାନଙ୍କ ମଧ୍ୟରୁ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଅନ୍ୟତମ ଅଟନ୍ତି। ସେ ଅନେକ ସମୟରେ ତାଙ୍କର ପ୍ରଶଂସକ ମାନଙ୍କ ର ନିକଟତର ହୋଇଥାନ୍ତି ସୋସିଆଲ ମିଡ଼ିଆ ଜରିଆରେ। ତେବେ ଆପଣ ମାନେ ସମସ୍ତେ ଜାଣିଛନ୍ତି ଓଡ଼ିଶାର ଓଡ଼ିଆ ସିନେମା ଜଗତର କିଛି ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ଭିତରୁ ଜଣେ ଜଣାଶୁଣା ଅଭିନେତ୍ରୀ ଭାବରେ ତାଙ୍କର ବେଶ୍ ଲୋକପ୍ରିୟତା ଏବଂ ସୁନାମ ରହିଛି। ସେ ଏବେ ନିକଟରେ ଏକ ଭିଡିଓ କୁ ତାଙ୍କ ୟୁ ଟ୍ୟୁବ୍ ଚ୍ୟାନେଲ ରେ ପୋଷ୍ଟ କରିଛନ୍ତି, ଯେଉଁଥିରେ ଦେଖିବାକୁ ମିଳିଛି ଯେ ସେ କିଛି ଝିଅ ମାନଙ୍କ ସହିତ ମିଶି ନୃତ୍ୟ ପରିବେଷଣ କରୁଛନ୍ତି। ତେବେ କୁଆଁର ପୁନେଇଁ ରେ ସେ ଏହି ନୃତ୍ୟ କରୁଛନ୍ତି ବୋଲି ଜଣା ପଡ଼ିଛି।

ତେବେ ଅଭିନେତ୍ରୀ ଅର୍ଚ୍ଚିତା, କୁଆଁର ପୁନେଇଁ ପର୍ବରେ କୁଆଁର ପୁନେଇଁ ଜହ୍ନ ଲୋ ଫୁଲ ବଉଳ ବେଣୀ ଗୀତରେ ଡାନ୍ସ କରୁଥିବା ଦେଖିବାକୁ ମିଳିଛି।ଏହି ଡାନ୍ସ ବହୁତ୍ ଆକର୍ଷଣୀୟ ହୋଇଛି। କାରଣ ସେହି ଲୋକପ୍ରିୟ ମନଛୁଆଁ ଗୀତରେ ପାରମ୍ପରିକ ଶୈଳୀ ରେ ସେ ଯେମିତି ଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରୁଛନ୍ତି ତାହା ଦେଖିଲେ ଆପଣ ଖୁସି ହୋଇଯିବେ। ଝିଅ ମାନଙ୍କ ସହିତ ଗ୍ରୁପ୍ ରେ ତାଙ୍କର ଏଭଳି ନାଚ ମନକୁ ଛୁଇଁଲା ଭଳି ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment