Jyotisha Shastar – କୁମ୍ଭ ରାଶି ଆଗାମୀ ୪୪ ଦିନ { ଏପ୍ରିଲ ରୁ ମେ } ଘଟିବ ଐତିହାସିକ ପରିବର୍ତନ… ଶୀଘ୍ର ଦେଖନ୍ତୁ

ଆସୁଥିବା ଆଗକୁ 44 ଦିନ ପର୍ଯ୍ୟନ୍ତ ଆପଣ ବୁଲି ପାରିବେ ନାହିଁ , ଏହି 44 ଦିନ ମଧ୍ୟରେ ସ୍ଥିତି କିଛି ଏପରି ରହୁଅଛି ଗୋଟିଏ ଗ୍ରହ ଏପରି ରାଶି ପରିବର୍ତ୍ତନ କରୁଅଛି ଯେଉଁ କାରଣରୁ ଆପଣ ଏହି ଦିନ ଗୁଡିକୁ ଭୁଲି ପାରିବେ ନାହିଁ । ମଙ୍ଗଳ ବୃହସ୍ପତ୍ତି ଙ୍କ ପରିତତ୍ ଯୋଗ ଯାହାକି ଲାଭ ସ୍ଥାନରେ ବହୁତ ପ୍ରକାର ବହୁତ ଦୃଷ୍ଟିରୁ ଆପଣଙ୍କ ଜୀବନରେ ଲାଭ ହିଁ ଲାଭ ଦେବାର ଅଛି । ମଙ୍ଗଳଙ୍କ ରାଶି ପରିବର୍ତ୍ତନ ସହୁଠାରୁ ପ୍ରଥମେ ଆପଣଙ୍କୁ ସନ୍ତାନ ସୁଖ ଦେଉଛନ୍ତି । ପୂର୍ବର.ରୁ ଯେଉଁମାନେ ବି ସନ୍ତାନ ସୁଖରୁ ବଞ୍ଚିତ ଥିଲେ ସେସବୁର ଅନ୍ତ ହେବାର ଅଛି ।

ସନ୍ତାନ ସୁଖରୁ ବଞ୍ଚିତ ଅଛନ୍ତି ତ ଏହି 44 ଦିନ ମଧ୍ୟରେ କୌଣସି ଖୁସୀର ଖବର ମିଳିପାରେ । ବିଦ୍ୟାର୍ଥି ମାନଙ୍କ ପାଇଁ ଏହି ସମୟ ବହୁତ ହିଁ ମହତ୍ତ୍ୱ ପୂର୍ଣ୍ଣ ଓ ଏହି 44 ଦିନ ମଧ୍ୟରେ ରାହୁ ପଞ୍ଚମ ଭାଗରେ ବସି ଯେଉଁ ସମସ୍ୟା ମାନ ଦେଉଥିଲେ ଏବେ ସେହି ସବୁ ସମସ୍ୟା ମାନଙ୍କର ଅନ୍ତ ହେବ । ଆପଣଙ୍କର ପରାକ୍ରମ ବଢିବ , ମଙ୍ଗଳଙ୍କ କୃପା କାରଣରୁ ଆପଣଙ୍କ ଠାରେ ଉତ୍ସାହର ବୃଦ୍ଧି ହେବ । ଗୁରୁ ମିତ୍ର ମାନଙ୍କର ସହଯୋଗ ପ୍ରାପ୍ତ ହେବ , ଲାଭସ୍ଥାନରେ ମଙ୍ଗଳଙ୍କ ପ୍ରବେଶ ଆପଣଙ୍କୁ ଖେଳକୁଦ ସମ୍ୱନ୍ଧୀୟ କୌଣସି ବି ବ୍ୟାପାରରେ ଅଧିକରୁ ଅଧିକ ଲାଭ ପ୍ରାପ୍ତ ହେବ ।

ଏହି ସମୟରେ ଡିଫେନ୍ସ ସରଭିସ୍ ସହିତ ଯୋଡି ହୋଇ ରହିଛନ୍ତି ତ ଧନ ରୋଜକାର କରିବାର ବହୁତ ଅବସର ଆପଣଙ୍କୁ ପ୍ରାପ୍ତ ହେବ । ଯଦି ଆପଣଙ୍କ କାର୍ଯ୍ୟ ମଧ୍ୟ ଡିଫେନ୍ସ ସହିତ ଯୋଡି ହୋଇ ରହିଅଛି ତେବେ ହିଁ ଆପଣଙ୍କ ପାଇଁ ସମୟ ବହୁତ ହିଁ ଭଲ ସାବ୍ୟସ୍ତ ହେବ । ଆପଣଙ୍କ ପାଇଁ ସ୍ଥିତି ସମ୍ପୂର୍ଣ୍ଣ ଭାବରେ କଣ୍ଟ୍ରୋଲ ରେ ରହୁଅଛି , ମଙ୍ଗଳ ଙ୍କ ରାଶି ପରିବର୍ତ୍ତନ ଏବେ ଆପଣଙ୍କୁ ଆପଣଙ୍କ କର୍ମର ଫଳ ନିଶ୍ଚୟ ପ୍ରଦାନ କରିବେ । ପୂର୍ବ ମାସରେ ଆପଣ ଯାହାବି କିଛି ପରିଶ୍ରମ କରିଛନ୍ତି ବିଶେଷ କରି ମଙ୍ଗଳ ସମ୍ୱନ୍ଧୀୟ ଯେଉଁ ବି କାର୍ଯ୍ୟ ଆପଣ ପୂର୍ବ ମାସରେ କରିଛନ୍ତି ଏବେ ତାର ଶୁଭପରିଣାମର ସମୟ ଆସିଯାଇଛି ।

ଆପଣଙ୍କୁ ପଜେଟିଭ ରେଜଲ୍ଡ ପ୍ରାପ୍ତ ହେବ , ବିଶେଷ କରି ଯେଉଁମାନେ ବି ସରକାରୀ ଚାକିରୀ ପାଇବା ପାଇଁ ପ୍ରୟାସ କରୁଛନ୍ତି , ସୂର୍ଯ୍ୟଙ୍କ ର ବି ରାଶି ପରିବର୍ତ୍ତନ ହେବାର ଅଛି । ମଙ୍ଗଳର ମଜବୁତ୍ ସ୍ଥିତି ଆପଣଙ୍କୁ ଡିଫେନ୍ସ ବା ଖେଳ କୁଦ କ୍ଷେତ୍ରରେ ଏକ ଭଲ ସରକାରୀ ଚାକିରୀ ଟିଏ ମିଳିପାରେ । ଆପଣଙ୍କୁ ପକ୍ଷୀ ମାନଙ୍କୁ ବାଜାର ଦେବାର ଅଛି , ମହିଳା ମାନେ କାନରେ ସୁନାର ଅଳଙ୍କାର ଧାରଣ କରନ୍ତୁ । ଏପରି କରିବା ଦ୍ୱାରା ଆପଣ ନକରାତ୍ମକ ଉର୍ଜା ମାନଙ୍କ ଠାରୁ ବଞ୍ଚିକରି ରହିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment