Jyotisha Shastra – କୁମ୍ଭ ରାଶି ଅକ୍ଟୋବର ମାସରେ ଇତିହାସ ବଦଳିଯିବ, ଆସିବ ଖୁସିର ଦିନ ବଦଳିଯିବ ଭାଗ୍ୟ

ଦର୍ଶକ ବନ୍ଧୁ ଆପଣ ମାନେ ତ ଜାଣିଥିବେ ଗ୍ରହ ମାନଙ୍କର ଗତି ପଥର ପରିବର୍ତ୍ତନ ଯୋଗୁଁ ରାଶି ମାନଙ୍କର ଗତି ପଥ ମଧ୍ୟ ପରିବର୍ତ୍ତନ ହେଇଥାଏ ଯାହାର ପ୍ରଭାବ ମଣିଷ ଉପରେ ସିଧାସଳଖ ପଡିଥାଏ ବୋଲି କୁହାଯାଏ | ତେବେ ଏହି ଗ୍ରହ ମାନଙ୍କର ଗତିପଥର ପରିବର୍ତ୍ତନ ଯୋଗୁଁ ଏହି 2023 ମସିହା ମାର୍ଚ୍ଚ ମାସ ରେ 7ଟି ଗ୍ରହ ମାନଙ୍କର ପରିବର୍ତ୍ତନ ଯୋଗୁଁ କୁମ୍ଭ ରାଶି ରେ ବଡ଼ ପରିବର୍ତ୍ତନ ଦେଖିଦବା ନେଇକି ଜ୍ୟୋତିଷ ଶାସ୍ତ୍ର ରେ କୁହାଯାଇଛି | ତେବେ ସେହି 7 ଟି ଗ୍ରହ ପରିବର୍ତ୍ତନ ରେ କୁମ୍ଭ ରାଶି ରେ ଦେଖିବାକୁ ମିଳିବ ଅପୂର୍ବ ଖୁସି ସହିତ ଧନର ବର୍ଷା ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ସେହି ଭାଗ୍ୟଶାଳୀ କୁମ୍ଭ ରାଶି ବିଷୟରେ | ହଁ ଦର୍ଶକ ବନ୍ଧୁ ତାହାଲେ ଆସନ୍ତୁ ଜାଣିବା ଭାଗ୍ୟଶାଳୀ କୁମ୍ଭ ରାଶି ବିଷୟରେ |

ତାହାଲେ ଆସନ୍ତୁ ବୁଧ ଗ୍ରହ ବିଷୟରେ ଜାଣିବା, ଏହି ସମୟରେ ବୁଧ ଗ୍ରହ ଆପଣଙ୍କ ଦ୍ଵିତୀୟାଧି ରେ ଅର୍ଥାତ ମୀନ ରାଶି ରେ ରହିବେ ଓ ଏହା ଅକ୍ଟୋବର 5 ତାରିଖ ରେ ଏହି ରାଶି ରୁ ବାହାରି 15 ଅକ୍ଟୋବର ସକାଳ 8.58 ମିନିଟ ରେ ବୁଧ କୁମ୍ଭ ରାଶି ରେ ପ୍ରବେଶ କରିବେ | ତାପରେ ସେହି ଦିନ ଠାରୁ ଆପଣଙ୍କ ଦିନ ହର୍ଷ-ଉଲ୍ଲାସରେ ଦିନଟି ଅତିବାହିତ ହେବ | ପରିବାରରେ ସ୍ନେହ ଶ୍ରଦ୍ଧା ବଢିବ | ଦିନ ଭିତରେ ଯାହା ଘଟଣା ଘଟିବ ତାହା ସୁଖବୋଧ ହେବ,ବନ୍ଧୁ ସହାୟତା ମିଳିବା ସହିତ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ | ଲକ୍ଷ୍ମୀ ବରଦାୟିକା ଅଛନ୍ତି | ଶତ୍ରୁତାର ଅବସାନ ଘଟାଇ ମାନସିକ ଶାନ୍ତି ଫେରିପାଇବେ |

ଏହା ବ୍ୟତୀତ ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ, ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି | ଋଣ ପରିଶୋଧ କରି ଆଶ୍ବସ୍ତ ହେବେ ବିଭିନ୍ନ ଦିଗରୁ ବହୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି | ଶାସ୍ତ୍ରାଦି ପଠନ ଓ ପ୍ରବଚନ ପ୍ରଦାନ କରି ଜନ-ମନ ତୋଷ କରିପାରନ୍ତି | ଉଚ୍ଚ ସମ୍ମାନର ଅଧିକାରୀ ହେବେ | ହେଲେ 15 ଅକ୍ଟୋବର ପରେ ବୁଧ ରାଶିର ପ୍ରବେଶ କାରଣ ରୁ ଆପଣଙ୍କ ବଡ଼ ପରିବର୍ତ୍ତନ ଦେଖାଦେବ | ଏହି ବୁଧ ଓ ଶୁକ୍ର ଏକା ସାଙ୍ଗରେ ରହୁଛନ୍ତି ଯାହା ଫଳରେ ଏହି ରାଶି ରେ ଲଷ୍ମୀନାରାୟଣ ଯୋଗ ବନୁଅଛି | ଏହି ସମୟରେ ଆପଣଙ୍କର ନ ହୋଉଥିବା କାର୍ଯ୍ୟ ସମ୍ପୂର୍ଣ ହେବ | ତେବେ ଏହା 22 ଅକ୍ଟୋବର ପର୍ଯ୍ୟନ୍ତ ରହିବ | ତେବେ 22 ଅକ୍ଟୋବର ପରେ ଏହି ରାଶି ଶୁକ୍ର ଙ୍କ ପ୍ରବେଶ କାରଣ ରୁ ବିଦେଶ ରୁ ଆପଣଙ୍କର ଟଙ୍କା ପ୍ରାପ୍ତି ହେବାର ଯୋଗ ରହିଛି |

ତେବେ ମେଷ ରାଶି ରେ ମଙ୍ଗଳ ଗ୍ରହ ର ଚଳନ ଯୋଗୁଁ ସେହି ମାନଙ୍କ ର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି | କିନ୍ତୁ ସେମାନଙ୍କୁ ସତର୍କ ହେଇକି ରହିବା ପାଇଁ ପଡିବ |ତାହା ନହେଲେ ଅନେକ ପ୍ରକାରର ଅସୁବିଧା ର ସମ୍ମୁଖୀନ ହେବାକୁ ପଡିଥାଏ ଏହି ରାଶିର ବ୍ୟକ୍ତି ମାନଙ୍କୁ | ତେବେ ଏହି ଭଳି ଭାବରେ ଗ୍ରହ ମାନଙ୍କର ଚଳନ ଯୋଗୁଁ ରାଶି ମାନଙ୍କର ଭାଗ୍ୟ ଫଳ ର ପରିବର୍ତ୍ତନ ଆସିବାକୁ ଯାଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment