କୁମ୍ଭ ରାଶିର ବ୍ୟକ୍ତି କଣ କଲେ ଧନ ପ୍ରାପ୍ତି ହେବ ଓ ସୁଖରେ ରହିବେ ଜାଣନ୍ତୁ – Jyotisa Shastra

0

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମସ୍ତଙ୍କର ବିଭିନ୍ନ ପ୍ରକାରର ରାଶି l ରାଶିଚକ୍ରରେ ବାରଟି ରାଶି ରହିଛି l ଗ୍ରହ ନକ୍ଷତ୍ର ଅନୁସାରେ ରାଶି ନକ୍ଷତ୍ର ଆଦିର ନିର୍ଧାରଣ କରାଯାଏ, ଆଉ ସେହି ରାଶି ଅନୁସାରେ ସମସ୍ତ କାର୍ଯ୍ୟ ସାଧନା କରାଯାଏ l ଏହିସବୁ ରାଶି ମଧ୍ୟରୁ କୁମ୍ଭ ରାଶି ଅନ୍ୟତମ l କୁମ୍ଭ ରାଶିର ବ୍ୟକ୍ତି ଜୀବନରେ ଯଦି ଆପଣ ସଫଳ ହେବାକୁ ଚାହାଁନ୍ତି l ଏହି ରାଶିର ବ୍ୟକ୍ତି ସମ୍ପୂର୍ଣ ଅଲଗା ଅଟନ୍ତି l କୁମ୍ଭର ମାଲିକ ଶନିଦେବ ଅଟନ୍ତି l

ଶନିଦେବ ହିଁ ଆମ ଜୀବନକୁ ଆୟତ୍ତ କରିଥାନ୍ତି l ଏହାର ଅର୍ଥ ଶନିଦେବଙ୍କ କୃପା ଉପରେ ହିଁ କୁମ୍ଭ ରାଶି ବ୍ୟକ୍ତିଙ୍କ ଜୀବନ ନିର୍ଭର କରେ l ଏପରି ତ କୁମ୍ଭ ରାଶିର ବ୍ୟକ୍ତି ବହୁତ ବୁଦ୍ଧିମାନ ହୋଇଥାନ୍ତି l ଏହି ରାଶିର ବ୍ୟକ୍ତି ଅଧିକ କର୍ମ ପ୍ରଦାୟ ହୋଇଥାନ୍ତି, କିନ୍ତୁ କେବେ କେବେ କିଛି ଦୁର୍ବଳତା ରହିଛି ଯାହା ଏମାନଙ୍କୁ ଆଗକୁ ବଢିବାକୁ ଦିଏ ନାହିଁ l କୁମ୍ଭ ରାଶିର ବ୍ୟକ୍ତି ବହୁତ ଖାମଖିଆଲି ହୋଇଥାନ୍ତି, କେବେ କେବେ ଅଳସ୍ୟ ପ୍ରକୃତିର ହୋଇଥାନ୍ତି l ମାତା ଲଷ୍ମୀଙ୍କର ପ୍ରିୟ ରାଶି ହୋଇଥାନ୍ତି l

ଏହି ରାଶି ଉପରେ ମାତା ଲଷ୍ମୀ ସବୁବେଳେ ପ୍ରସନ୍ନ ରହିଥାନ୍ତି l କୁମ୍ଭ ରାଶିର ବ୍ୟକ୍ତିମାନେ ଧନକୁ ଗୁରୁତ୍ୱ ଦିଅନ୍ତି ନାହିଁ ଓ ଯଦି କାମ ଚାଲିଯାଏ ତ ସଞ୍ଚୟ କରିବା ପାଇଁ ଚିନ୍ତା କରନ୍ତି ନାହିଁ l କୁମ୍ଭ ରାଶିର ଏହି ସବୁ ଗୁଣ ଅଟେ, କିନ୍ତୁ ଏହି ସବୁକୁ ବଦଳାଇ ପାରିବ l ଆମେ ମନୁଷ୍ୟ ହିଁ ଏମିତି ଏକ ପ୍ରାଣୀ ଅଟନ୍ତି, ଯେ ନିଜେ ନିଜକୁ ବଦଳାଇ ପାରିବା l

ଆମେ ନିଜ ଜୀବନକୁ ନିଜେ ଆୟତ କରିପାରିବା l ଏହି ରାଶିର ବ୍ୟକ୍ତି କର୍ମ ପ୍ରଦାୟ ହେବା ଉଚିତ l ଯଦି ଆମେ କର୍ମ ପ୍ରଧାନ ହେବା ତାହେଲେ ସଫଳତା ଆମ ହାତ ପାହାନ୍ତରେ ରହିଥାଏ, କାରଣ ପୁରୁଷତ୍ୱ ବେଳରେ ସବୁକିଛି କରାଯାଇ ପାରିବ l ମନୁଷ୍ୟ ହିଁ ଆଜିର କର୍ମକୁ କାଲି ହିଁ ଭୋଗ କରିଥାନ୍ତି l ଯଦି ଭଲ କାମ କରିବା ଭଲ ଫଳ ମିଳେ ଓ ଖରାପ କଲେ ଖରାପ ଫଳ ମିଳେ l ଆପଣଙ୍କ କୁଣ୍ଡଳୀରେ ଶୁକ୍ର ଥିଲେ l ଆପଣ ଆପଣଙ୍କ ଦୁର୍ବଳତାକୁ ବିଜୟ ପ୍ରାପ୍ତ କରନ୍ତୁ l ଶୁକ୍ରକୁ ପ୍ରସନ କରାଇବାପାଇଁ ସକାଳୁ ଉଠାନ୍ତୁ l

ସପ୍ତାହରେ ଗୋଟିଏ ଥର ଉପବାସ କରନ୍ତୁ, ତାହେଲେ ଆପଣ ପୂର୍ଵରୁ ଆପଣଙ୍କ ଧନ ଯେତିକି କାମଉଥିବେ ତାଠାରୁ ଆଉ ଧନ କମାଇବେ l ଧନ ପ୍ରାପ୍ତି ପାଇଁ ବୃହସ୍ପିକୁ ପ୍ରସନ୍ନ କରିବାକୁ ପଡିବ l ସକାଳୁ ଉଠି ସ୍ନାନ ସାରି ନିଜର ମଥାରେ କେଶର, ଗଙ୍ଗା ଜଳ ନେବେ ତାକୁ ମିଶାଇ ମଥାରେ ଲଗାନ୍ତୁ l ଏହି ତିଳକ ସବୁଦିନ ମଥାରେ ଲଗାନ୍ତୁ l ଧନର ସମସ୍ୟା ଦୂରେଇ ଯିବା l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।