କୁମ୍ଭ ରାଶିର ବ୍ୟକ୍ତି ମାନଙ୍କର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଗୁପ୍ତ କଥା…ଥରୁଟିଏ ନିଶ୍ଚୟ ଦେଖନ୍ତୁ

0

କୁମ୍ଭାରାଶି ତିନି ଭାଗରେ ବିଭକ୍ତ ଯେପରି 23 , 11 ଘନିଷ୍ଟା ନକ୍ଷତ୍ର , 24 , 11 ଶତଭିଷା ନକ୍ଷତ୍ର , 25 11 ପୂର୍ବଭାଦ୍ରା ନକ୍ଷତ୍ର । ପ୍ରଥମେ ଜାଣିବା 23 ,11 ଘନିଷ୍ଟା ନକ୍ଷତ୍ର କୁମ୍ଭ ରାଶି , ଏମାନେ ଦାନବ ଗଣ ଅଟନ୍ତି , ନାନା ପ୍ରକାର ଦେବା ଦେବୀ ପୂଜାରେ ଆଗ୍ରହୀ ହୋଇଥାନ୍ତି । 24 11 ଶତଭିଷା ନକ୍ଷତ୍ର କୁମ୍ଭରାଶି , ଏମାନେ ଦାନବ ଗଣ ଅଟନ୍ତି ଏବଂ ଦେବା ଦେବୀ ପୂଜାରେ ଆଗ୍ରହୀ ହୋଇଥାନ୍ତି । 25 11 ପୂର୍ବଭଦ୍ରା ନକ୍ଷତ୍ର କୁମ୍ଭରାଶି , ଏମାନେ ମାନବ ଗଣ ଅଟନ୍ତି ଏବଂ ରାଜସିକ ଭକ୍ତିରେ ଆଗ୍ରହୀ ହୋଇଥାନ୍ତି । ଏମାନଙ୍କ ପାଇଁ ଶୁଭ ବାର ହେଉଛି ସୋମବାର , ମଙ୍ଗଳବାର , ଶୁକ୍ରବାର ଏବଂ ଶନିବାର । ଶୁଭ ସଂଖ୍ୟା ହେଉଛି 2, 3 , 6 ଏବଂ 9 , ଶୁଭ ରଙ୍ଗ କଳାରଙ୍ଗ , ବାଇଗଣି , ନୀଳ ଏବଂ ସବୁଜ ରଙ୍ଗ ।

ଶୁଭ ଦିଗ ପଶ୍ଚିମ ଦିଗ , ଘାତବାର ଗୁରୁବାର , ଶନିଗ୍ରହ ଶାନ୍ତି ପାଇଁ ଲୁହା , ଶିଶା ଶନିବାର ଦିନ ପୂଜା କରି ପିନ୍ଧିବା ଦ୍ୱାରା ଏବଂ ହନୁମାନଜୀ ଙ୍କର ପୂଜା ଅର୍ଚ୍ଚନା କରିବା ଦ୍ୱାରା ତାହା ସହିତ ପ୍ରଦଶ ବ୍ରତ ପାଳନ କଲେ ଗ୍ରହଶାନ୍ତି ହୋଇଥାଏ । ଏମାନେ ଶାନ୍ତ , ଗଭୀର , ଚିନ୍ତାଶୀଳ , ସହାନୁଭୂତିଶୀଳ , ବୁଦ୍ଦିମତି , କଳାପ୍ରେମୀ ଏବଂ ଏମାନେ ଅଳ୍ପ ଶୋଇଥାନ୍ତି । ଏମାନଙ୍କ ଜୀବନରେ ଏପରି କିଛି ରୋଗର ସାମ୍ନା କରିବାକୁ ପଡିଥାଏ ଯେପରି ଜଙ୍ଘ ରୋଗ , ଦାନ୍ତ ରୋଗ , ରକ୍ତଚାପ , ପେଟରୋଗ , ଚର୍ମ ରୋଗ , ମ୍ୟାଲେରିଆ ଜ୍ୱର ଏବଂ ବାତରୋଗ ।

ଡାକ୍ତର ଇଞ୍ଜିନିୟର , ବୌଜ୍ଞାନିକ , କବି , ଯନ୍ତ୍ରପାତି ବ୍ୟବସାୟୀ ସିମେଣ୍ଟ ଓ ଖଣିଝ ପଦାର୍ଥ ବ୍ୟବସାୟରେ ଏମାନଙ୍କୁ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଜୀବନରେ ବିଶ୍ରାମ ଅଦୁ ମିଳେନାହିଁ ,କେତେକ ବନ୍ଧୁଙ୍କ ସହଯୋଗ ଆପଣଙ୍କୁ ସହାୟତା ହୋଇଥାଏ । ଛାତ୍ର ଛାତ୍ରୀ ମାନେ ପଠନ ପ୍ରିୟ ହୋଇଥାନ୍ତି , ପଢା କ୍ଷେତ୍ରରେ ଭଲ ରେଜଲ୍ଟ ଆଣିଥାନ୍ତି । ଚଞ୍ଚଳ ପ୍ରକୃତି ବୁଦ୍ଦିମାନ ଏବଂ ବ୍ୟବହାର ସମସ୍ତଙ୍କୁ ଆକୃଷ୍ଟ କରିଥାଏ , ପଶୁ ପାଳନରେ ଆଗ୍ରହୀ ହୋଇଥାନ୍ତି । କୌଣସି ରୋଗ ପାଇଁ ଥରେ ବା ଦୁଇଥର ଅପରେସନର ଯୋଗ ରହିଛି ।

40 ବର୍ଷରୁ 44 ବର୍ଷ ମଧ୍ୟରେ କିଛି ଶାରୀରିକ ଆଘାତ ଲାଗିପାରେ , କାନ୍ଧ ଏବଂ ଅଣ୍ଟାରେ କୌଣସି ସମସ୍ୟା ଦେଖା ଦେଇପାରେ । ଏହି ସମୟରେ ଆପଣଙ୍କ ପରିବାର ତରଫରୁ କୌଣସି ଦୁଃଖଦ ଖବର ଶୁଣିବାକୁ ପାଇବେ । 45 ବର୍ଷ ଠାରୁ 68 ବର୍ଷ ପର୍ଯ୍ୟନ୍ତ ମନ ଅନୁଯାୟୀ ଫଳପ୍ରାପ୍ତି ହେବ , କୁମ୍ଭ ରାଶିର ବ୍ୟକ୍ତି ଆପଣ ଗୋରା ଲୋକଙ୍କୁ ଅଧିକ ପସନ୍ଦ କରିଥାନ୍ତି ।

ଏମାନଙ୍କ ସହିତ ବନ୍ଧୁତା କରିବା ବହୁତ ପସନ୍ଦ କରିଥାନ୍ତି 62 ବର୍ଷ ଠାରୁ 82 ବର୍ଷ ମଧ୍ୟରେ ଅସାଧ୍ୟ ରୋଗ ଆକ୍ରାନ୍ତ କରିଥାଏ । 80 ଓ 82 ବର୍ଷ ସମୟରେ ଅଧିକ ଶାରୀରିକ କଷ୍ଟ ଭୋଗ କରିବାକୁ ପଡିଥାଏ । 21 ଜାନୁଆରୀ 10 ଫେବୃଆରୀ ମଧ୍ୟରେ ଜନ୍ମ ହୋଇଥିଲେ ଜ୍ଞାନୀ , ବିଦ୍ୟାବନ୍ତ , ଚତୁର ଓ ଭାଗ୍ୟଶାଳୀ ହୋଇଥାନ୍ତି । ଆପଣଙ୍କ ପାଇଁ ଅଶୁଭ ରଙ୍ଗ ହେଉଛି ହଳଦିଆ ରଙ୍ଗ , 42 ବର୍ଷ ଠାରୁ ଜୀବନରେ ଅଧିକ ଶୁଭ ସମୟ ଆଗମନ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।