ଦର୍ଶକ ବନ୍ଧୁ ଆପଣ ମାନେ ତୋ ଜାଣିଥିବେ ଗ୍ରହ ଓ ନକ୍ଷେତ୍ର ମାନଙ୍କ ର ଗତି ପଥର ପରିବର୍ତ୍ତନ ପାଇଁ ରାଶି ମାନଙ୍କର ଗତି ପଥ ମଧ୍ୟ ପରିବର୍ତ୍ତନ ହେଇଥାଏ ଯାହାର ପ୍ରଭାବ ମଣିଷ ଉପରେ ସିଧାସଳଖ ପଡିଥାଏ ବୋଲି କୁହାଯାଏ | ତେବେ ଏହି ନଭେମ୍ବର ମାସ ଗ୍ରହ ମାନଙ୍କର ଗତିପଥର ପରିବର୍ତ୍ତନ ଯୋଗୁଁ କୁମ୍ଭ ରାଶି ଉପରେ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ | ଏହା ସହିତ କୁମ୍ଭ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହି ନଭେମ୍ବର ମାସ ଟି କିପରି ରହିବ ତାହା ବିଷୟରେ ଜାଣିବା ନିହାତି ଆବଶ୍ୟକ ରହିଛି |ତାହେ ଲେ ଆସନ୍ତୁ ବନ୍ଧୁଗଣ ଆଜି ଆମେ ଜାଣିବା କୁମ୍ଭ ରାଶି ର ବ୍ୟକ୍ତି ବିଶେଷ ଙ୍କ ପାଇଁ ଏହି ନଭେମ୍ବର ମାସ ଟି କିପରି ରହିବ ଆଉ ସେମାନଙ୍କ ଜୀବନରେ କଣ କଣ ସବୁ ପରିବର୍ତ୍ତନ ଆସିବାକୁ ଯାଉଛି ସେ ବିଷୟରେ ସମ୍ପୂର୍ଣ୍ଣ କଥା |
କୁମ୍ଭ ରାଶିର ବ୍ୟକ୍ତି ବୋଲି ଆପଣ କେମିତି ଜାଣିବେ ଓ ସେମାନେ କଣ ସବୁ କରିବା ଆବଶ୍ୟକ :-
ତେବେ କୁହାଯାଉଛି କି ଯେଉଁମାନେ ରାଶି ନକ୍ଷତ୍ର ବିଷୟରେ ଜାଣିନାହାନ୍ତି ବା ସେମାନଙ୍କର ଜାତକ ହଜିଯାଇଛି କିମ୍ବା ରାଶି ଜାଣିନାହାନ୍ତି ଯଦି ସେମାନେ ଜନ୍ମ ତାରିଖ ଜାଣିଥିବେ ବା ଜନ୍ମ ତିଥି ଜାଣିଥିବେ ବା ସେମାନଙ୍କର ନାମ ର ପ୍ରଥମ ଅକ୍ଷର, କୁ, କେ, କ, ସା, ସି, ସୁ, ତ, ହେଇଥାଏ | ଏହା ସହିତ ଯେଉଁମାନଙ୍କର ଜନ୍ମ ଯେକୌଣସି ମାସର 8 ତାରିଖ 17 ତାରିଖ 26 ତାରିଖ ହେଇଥିବ ବା ଯେକୌଣସି ପକ୍ଷ ଅଷ୍ଟମୀ ତିଥିରେ ଜନ୍ମଗ୍ରହଣ କରିଥାନ୍ତି ସେମାନଙ୍କର କୁମ୍ଭ ରାଶି ହେଇଥାଏ | ଏହା ସହିତ ଏମାନଙ୍କର 3 ଟି ନକ୍ଷତ୍ର ମଧ୍ୟ ଭୋଗ ହେବ |
ତେବେ ଏହା ବ୍ୟତୀତ କୁହାଯାଉଛୁ କି କୁମ୍ଭ ରାଶିର ବ୍ୟକ୍ତି ମାନଙ୍କର ଧନିଷ୍ଟା ନକ୍ଷେତ୍ର 30/11, ସତବିଷା ନକ୍ଷେତ୍ର 24/11 ଏବଂ ପୂର୍ବ ଭାଦ୍ରବ ନକ୍ଷେତ୍ର 25/11 ରେ ରହିଥାନ୍ତି | ଆଉ ଏହି ରାଶି ର ବ୍ୟକ୍ତି ମାନଙ୍କ ପାଇଁ ଶୁଭ ରଙ୍ଗ ହେଇଛି ନୀଳ ରଙ୍ଗ ଆକାଶୀ ରଙ୍ଗ କଳା ରଙ୍ଗ ଏବ ଏହି କୁମ୍ଭ ରାଶି ପାଇଁ ଶୁଭ ବାର ହେଉଛି ଶୁକ୍ରବାର ଓ ଶନିବାର | ତେଵେ କୁମ୍ଭ ରାଶିର ବଡ଼ ଦେବତା ହେଉଛନ୍ତି ଶନିଦେବ ଓ ଭଗବାନ ଶିବ ଆଉ ଏହି ଦେବତା ଙ୍କୁ ଅରାଧନା କରିଲେ ଶୁଭ ଫଳ ମିଳିଥାଏ | ଏବେ ଆସନ୍ତୁ ଜାଣିବା ସେହି କୁମ୍ଭ ରାଶି ବିଷୟରେ |
କୁମ୍ଭ ରାଶି ମାନେ ଏହି ନଭେମ୍ବର ମାସ ରେ କଣ କରିବା ଉଚିତ , ଆଉ କଣ ସବୁ ପରିବର୍ତ୍ତନ ଆସିବାକୁ ଯାଉଛି ସେମାନଙ୍କ ଜୀବନରେ :-
1- ଏହି କୁମ୍ଭ ରାଶି ବ୍ୟକ୍ତି ମାନେ ଏମାନଙ୍କ ଜୀବନ ସୁଖମୟ ହେବ,ଭାଗ୍ୟ ମଧ୍ୟ ଖୋଲିବାକୁ ଯାଉଛି ସେଥିପାଇଁ ଅଧିକ ପରିଶ୍ରମ କରନ୍ତୁ |2-ସମାଜ ରେ ପ୍ରତିଷ୍ଟିତ ହେବେ ଓ ଶରୀର ସୁସ୍ଥ ରହିବ | ନୂତନ ଯୋଜନା କରିବା ର ସମ୍ଭାବନା ରହିଛି, ଓ ଏମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି, ବାକି ଥିବା ଧନ ଫେରି ପାଇବେ | ବ୍ୟବସାୟ ରେ ଉନ୍ନତ ହେବ | ଯେଉଁ ମାନେ ପ୍ରେମ କରୁଛନ୍ତି ସେମାନଙ୍କ ବିବାହ କରିବା ର ଯୋଗ ରହୁଛି |3-ସରକାରୀ କ୍ଷେତ୍ର ରେ ଭଲ ସନ୍ନମାନ ସାଙ୍ଗକୁ ଉଚ୍ଚ ପଦବୀ ରେ ମଧ୍ୟ ଭୂଷିତ ହେବେ | ଘର ପ୍ରତି ଅଧିକ ଧ୍ୟାନ ଦେବ| ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି, ଜମି ଜାଗା କିଣିବା ର ଯୋଗ ରହିଛି | ବ୍ୟବସାୟ ଲାଭ ଦାୟକ ହେବ, ଯଶସ୍ବୀ ହେବେ | ନିଜ ପରିବାର ପ୍ରତି ସ୍ନେହ ଶ୍ରଦ୍ଧା ରହିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।