କୁନି ବୟସରେ ବହି ଲେଖି ପବ୍ଲିଶ କଲେ olywod ଅଭିନେତା ହରିଙ୍କ ଝିଅ ତବିଶ ତନୟା ମହାପାତ୍ର -ଦେଖନ୍ତୁ video

ବନ୍ଧୁଗଣ ଆପଣ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେବାର ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣକୁ ଏମିତି ଏକ କୁନି ଝିଅର ପ୍ରତିଭା ବିଷୟରେ କହିବି ଯାହା ଶୁଣିଲେ ଆପଣ ବହୁତ ଖୁସି ହେବା ସହିତ ଗର୍ବିତ ମଧ୍ୟ ହେବେ |ଆଜିର ଛୋଟ ପିଲାମାନେ ପାଠ ପଢ଼ା ସହିତ ତାଙ୍କର ଏକ୍ସଟ୍ରା ନଲେଜ ସେମାନଂକୁ ଅଧିକ ପ୍ରସଂଶୀତ କରିଥାଏ |ମୁଁ ଆଜି ଆପଣକୁ ଆପଣଙ୍କ ଅତି ପ୍ରିୟ ଅଭିନେତା ହରିହର ମହାପାତ୍ରଙ୍କ କୁନି ଝିଅର ବିଶାଳ ପ୍ରତିଭା ବିଷୟରେ କହିବି, ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି କୁନି ଝିଅର ସୁନ୍ଦର ପ୍ରତିଭା ବିଷୟରେ ସମ୍ପୂର୍ଣ କଥା ଜାଣିବା |

ଆପଣମାନେ ସମସ୍ତେ ଜାଣିଥିବେ ଯେ ହରିହର ମହାନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରିର ଜଣେ କଳାକାର ଭାବରେ ସୁନ୍ଦର ଅଭିନୟ କରୁଥିଲେ, ତାଙ୍କର ଅଭିନୟ ପାଇ ସେ କେବଳ ଓଡିଶାରେ ନୁହଁ ସାରା ଭାରତରେ ବହୁତ ପ୍ରସଂଶା ପାଆନ୍ତି |ସେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି ଏବଂ ବିଭିନ୍ନ ଚରିତ୍ରରେ ମଧ୍ୟ ସେ ଅଭିନୟ କରି ସମସ୍ତଙ୍କ ପ୍ରିୟ ହୋଇ ପାରିଛନ୍ତି |ଦିନେ ସାରା ଓଡ଼ିଶା ହରିହର ମହାପାତ୍ରଙ୍କୁ ଏକ ସୁନ୍ଦର କଳାକାର ଭାବରେ ପାଇ ଗର୍ବ ଅନୁଭବ କରୁଥିଲା, କିନ୍ତୁ ହରିହର ମହାପାତ୍ରଙ୍କ ଝିଅ ପାଇ ମଧ୍ୟ ସାରା ଓଡିଶା ବାସୀ ଗର୍ବିତ ଅଛନ୍ତି |

ହରିହର ମହାପାତ୍ରଙ୍କ ଝିଅ ତବିଶ ତନୟା ମହାପାତ୍ର, ସେ ଛୋଟ ବେଳୁ ପାଠ ପଢା ସହିତ ନିଜର କବିତା ଲେଖାରେ ବହୁତ ପ୍ରିୟ ଥିଲେ |ସେ କୁନି ବୟସରୁ ସୁନ୍ଦର କବିତା ଲେଖୁଥିଲେ ଯାହା ସମସ୍ତଙ୍କୁ ବହୁତ ଭଲ ଲାଗୁଥିଲା |ଏଇ କିଛି ଦିନ ହେବ ତବିଶ ତନୟାଙ୍କ ଜନ୍ମ ଦିନ ଗଲା ଏହି ଜନ୍ମ ଦିନରେ ତାଙ୍କର ସବୁ ଛୋଟ ଛୋଟ କବିତାକୁ ନେଇ ତାଙ୍କର ଏକ ବୁକ ପ୍ରକାଶ ପାଇଛି |ଏହି ବୁକ ସମସ୍ତେ ପଢ଼ିପାରିବେ ଏବଂ ଏଥିରେ ସେ ବହୁତ ସୁନ୍ଦର ସୁନ୍ଦର କବିତା ଲେଖିଥିବାର ମଧ୍ୟ ସେ କହିଛନ୍ତି |

ଯେପରି ତୁଳସୀ ଦୁଇ ପତ୍ରରୁ ବାସିବା ପରି ତବିଶାଙ୍କ ଛୋଟ ବୟସରୁ ତାଙ୍କର ପ୍ରତିଭା ଦେଖିବାକୁ ମିଳିଥିଲା, ସେ ଜଣେ ଷ୍ଟାରଙ୍କର ଝିଅ ଭାବରେ ବହୁତ ଗର୍ବ ଅନୁଭବ କରନ୍ତି ବୋଲି କହିଛନ୍ତି |ତାହା ସହିତ ସେ ଜୀବନର ଜଣେ ସାଇନଟିସ ହେବାର ଲକ୍ଷ୍ୟ ରଖିଛନ୍ତି, ତବିଶାଙ୍କ ଏହି ପ୍ରତିଭା ପାଇ ତାଙ୍କ ପେରେଣ୍ଟସ ମଧ୍ୟ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି ତବିଶା |ତବିଶା ଜଣେ ଷ୍ଟାରଙ୍କ ଝିଅ ଭାବରେ ଲୋକେ ତାଙ୍କୁ ବହୁତ ଭଲ ପାଆନ୍ତି,ସେ କେବଳ ବାପାଙ୍କ ପରିଚୟ ମାଧ୍ୟମରେ ନୁହଁ ନିଜ ପ୍ରତିଭା ମାଧ୍ୟମରେ ମଧ୍ୟ୍ୟ ସାରା ଓଡିଶାରେ ନିଜର ପରିଚୟ ସୃଷ୍ଟି କରିଛନ୍ତି |ଉଭୟ ବାପା ଝିଅଙ୍କ ପ୍ରତିଭା ଦେଖି ସାରା ଓଡିଶା ବାସୀ ମଧ୍ୟ ଗର୍ବିତ ଅଛନ୍ତି, ହରିହର ମହାପାତ୍ରଙ୍କ ଝିଅ ତବିଶ ତନୟାଙ୍କ ବୁକ ପ୍ରକାଶର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାର ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment