OMG ! କୁନି ଝିଅ ଇସାରାରେ ୧୦୦ ଷଣ୍ଢଙ୍କୁ ଧୂଳି ଚଟାଇଲା କୁକୁର, ଡରିଗଲେ ଷଣ୍ଢ ପଲ… ଦେଖନ୍ତୁ Video

ଆଜି କାଲି ସମାଜରେ ଟେକ୍ନୋଲୋଜିର ପ୍ରଭାବ ଯୋଗୁଁ ‘ସୋସିଆଲ ମିଡିଆ’ ସମାଜରେ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଛି। ପ୍ରତିଦିନ ଖୁବ ସହଜରେ କିଛି ନା କିଛି ଖବର ବିଷୟରେ ଆମେ ସୋସିଆଲ ମିଡ଼ିଆ ରେ ଶୁଣିବା ପାଇଁ ପାଇଥାଉ। ତେଣୁ ସୋସିଆଲ ମିଡିଆରେ ଛୋଟ ପିଲାଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଥାନ୍ତି। କିନ୍ତୁ ବେଳେ ବେଳେ ଏପରି କିଛି ଖବର ବିଷୟରେ ଶୁଣିବା ପାଇଁ ମିଳିଥାଏ ଯାହା ଆମକୁ ଆଶ୍ଚର୍ଯ୍ୟ ଚକିତ କରିଥାଏ।

ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଦେଖିବା ପାଇଁ ମଳିଛି। ଯାହାକୁ ଦେଖିଲା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଗୋଟିଏ କୁକୁର ନିଜ ମାଲିକ ପାଇଁ ଅନେକ ଷଣ୍ଢ ସହିତ ଲଢ଼ିବା ପାଇଁ ପ୍ରସ୍ତୁତ। ଆପଣ ମାନେ କୁକୁରଙ୍କ ବିଷୟରେ ଅନେକ କଥା ଶୁଣିଥିବେ ଏବଂ ଦେଖିଥିବେ। କୁହାଯାଏ କୁକୁର ଭଳି ବିଶ୍ୱାସ ପଶୁ କେହି ନାହାନ୍ତି। ସେ ଯଦି ଥରେ ମାଲିକର ଲୁଣ ଖାଇଥିବା। ସେ ତାହାକୁ ସୁଝିବା ପାଇଁ ପ୍ରସ୍ତୁତ ଥାଆନ୍ତି। ହେଲେ ଏଭଳି ଅନେକ ଭିଡ଼ିଓ ସୋସିଆଲ ମିଡିଆରେ ଦେଖିବା ପାଇଁ ପାଇଥିବେ।

ହେଲେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଯେଉଁ ଭିଡ଼ିଓଟି ଭାଇରାଲ ହେଉଛି। ଆପଣ ମାନେ ଦେଖି ପାରୁଥିବେ କିଭଳି ଭାବରେ ମାଲିକର ନିର୍ଦେଶ ରେ ଅନେକ ଗୁଡିଏ ଷଣ୍ଢ ସହିତ ଲଢ଼ିବା ପାଇଁ ପ୍ରସ୍ତୁତ ଅଛନ୍ତି। ସୂଚନା ମୁତାବକ ଛୋଟ ଛୁଆଟି ନିଜ କୁକୁର ସହିତ ବୁଲିବା ପାଇଁ ଆସିଥିଲା। ଏହାପରେ ସେଠାରେ ଅନେକ ଗୁଡିଏ ଷଣ୍ଢ ଥିଲେ। ତେବେ ଷଣ୍ଢ ଆକ୍ରମଣ କରିବା ପାଇଁ ଆସୁଥିଲା। ବିଶ୍ଵାସୀ କୁକୁର ମାଲିକର ନିର୍ଦ୍ଧେଶ ରେ ସେ ଷଣ୍ଢ ସହିତ ଲଢ଼ିବା ପାଇଁ ପ୍ରସ୍ତୁତ ଥିଲା। ଏହାପରେ ପୁନଶ୍ଚ ମଧ୍ୟ ଅନ୍ୟ ଗୋଟିଏ ଷଣ୍ଢ ସହିତ ଲଢ଼ିବା ପାଇଁ ଆଗେଇଲା।

ଏହି ଭଳି ଭାବରେ ମାଲିକର ରକ୍ଷା ପାଇଁ କୁକୁର ଭଳି ଜୀବ ଷଣ୍ଢ ସହିତ ଲଢ଼ିବା ପାଇଁ ପ୍ରସ୍ତୁତ ତାହା ପୁଣି ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ଅନେକ ଗୁଡିଏ ଷଣ୍ଢ ସହିତ ଲଢ଼ିବା ପାଇଁ ମଧ୍ୟ ପ୍ରସ୍ତୁତ। ମାଲିକର ଗୋଟିଏ ନିର୍ଦେଶ ରେ ଷଣ୍ଢ ସହିତ ଲଢ଼ିବା ପାଇଁ ମଧ୍ୟ ପଛେଇଲାନି। ଏହାର ଅର୍ଥ ଯେ ମାଲିକ ଏବଂ କୁକୁର ମଧ୍ୟ ରେ କେତେ ନିବିଡ଼ ସମ୍ପର୍କ ରହିଛି। ଆପଣଙ୍କ ଘରେ ନିଶ୍ଚିତ ଭାବରେ କୁକୁର ରହିଥିବ। ତେବେ ଆପଣଙ୍କ ସହିତ ଯଦି ଏମିତି କିଛି ଘଟିଛି। ତେବେ ଆପଣ ମାନେ ଆମ କମେଣ୍ଟ ବକ୍ସ ରେ ସେୟାର କରିପାରିବେ। ଯାହାବି ହେଉ ଏଭଳି ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି। ଏଥିରୁ ମଧ୍ୟ ଅନେକ କିଛି କଥା ଶିଖିବା ପାଇଁ ମିଳିଥାଏ।

 

Leave a Comment