OMG ! କୁନି ପିଲାର ଏମିତି ଭିଡ଼ିଓ ଜୀବନରେ କେବେ ଦେଖି ନଥିବେ… ଦେଖିଲେ ଆପଣ ଙ୍କ ହୋସ ଉଡିଯିବ…ଦେଖନ୍ତୁ Video

0

ଆଜି କାଲି ସମାଜରେ ଟେକ୍ନୋଲୋଜିର ପ୍ରଭାବ ଯୋଗୁଁ ‘ସୋସିଆଲ ମିଡିଆ’ ସମାଜରେ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଛି। ପ୍ରତିଦିନ ଖୁବ ସହଜରେ କିଛି ନା କିଛି ଖବର ବିଷୟରେ ଆମେ ସୋସିଆଲ ମିଡ଼ିଆ ରେ ଶୁଣିବା ପାଇଁ ପାଇଥାଉ। ତେଣୁ ସୋସିଆଲ ମିଡିଆରେ ଛୋଟ ପିଲାଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଥାନ୍ତି। କିନ୍ତୁ ବେଳେ ବେଳେ ଏପରି କିଛି ଖବର ବିଷୟରେ ଶୁଣିବା ପାଇଁ ମିଳିଥାଏ ଯାହା ଆମକୁ ଆଶ୍ଚର୍ଯ୍ୟ ଚକିତ କରିଥାଏ।

ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଦେଖିବା ପାଇଁ ମଳିଛି। ଘଟଣାଟି ହେଉଛି, ଜଣେ ଛୋଟ ପିଲା ସାପ ସହିତ ଖେଳୁଥିବା ଦେଖିବା ପାଇଁ ମିଳିଛି। ଯାହାକି ସୋସିଆଲ ମିଡିଆରେ ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ। ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଛୋଟ ପିଲାଠାରୁ ବଡ଼ ଲୋକ ପର୍ଯ୍ୟନ୍ତ ସାପକୁ ଡରନ୍ତି। ବିଶେଷ କରି ଛୋଟ ପିଲା ମାନେ ସାପକୁ ବହୁତ ଭୟ କରନ୍ତି। ହେଲେ ଆମ ସମାଜରେ ଏଭଳି ଅନେକ ଲୋକ ଅଛନ୍ତି। ଯେଉଁମାନେ କି ସାପକୁ ଧରନ୍ତି। ସେମାନେ ସମସ୍ତେ ଉପଯୁକ୍ତ ଭାବରେ ଟ୍ରେନିଂ ପାଇବା ପରେ ଯାଇ ସାପକୁ ଧରନ୍ତି। ହେଲେ ସୋସିଆଲ ମିଡ଼ିଆ ରେ ଏକ ଭିଡ଼ିଓ ଭାଇରାଲ ହେଉଛି।

ଯେଉଁ ଭିଡ଼ିଓ ରେ ଗୋଟିଏ ଛୋଟ ପିଲା ପାଇଥନ ସାପ ସହିତ ଖେଳୁଥିବା ଦେଖିବା ପାଇଁ ମିଳିଛି। ସୋସିଆଲ ମିଡ଼ିଆ ରେ ଭିଡ଼ିଓଟି ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି। ଏହା ବ୍ୟତୀତ ଆଉ ଏକ ଭିଡ଼ିଓ ରେ ମଧ୍ୟ ଛୁଆ ଟି ଅନ୍ୟ ଏକ ସାପ ଧରି ଖେଳୁଛି। ଏପରିକି ବେକରେ ଏବଂ ମୁହଁରେ ପକେଇ ବୁଲୁଛି। ଯାହାବି ହେଉ ପିଲାଟି ଖେଳନା ଭଳି ସାପଟି ସହିତ ଖେଳୁଛି। ଏଭଳି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି।

ତେବେ ଏହି ଭିଡ଼ିଓ ରେ ଯେଉଁ ପିଲାଟି ସାପ ସହିତ ଖେଳୁଛି। ଆପଣ ମାନେ ଏଭଳି କିଛି ବି କରନ୍ତୁ ନାହିଁ। କାରଣ ଏହା କରିବା ପୂର୍ବରୁ ଆପଣଙ୍କୁ ଉପଯୁକ୍ତ ଗବେଷଣା କରିବା ଆବଶ୍ୟକ। ବିନା କୌଣସି ଟ୍ରେନିଂ ବା ଗବେଷଣା ରେ ଏଭଳି କାର୍ଯ୍ୟ କରିବା ଉଚିତ ନୁହେଁ। କାରଣ ଏଭଳି ଗବେଷଣା ଆପଣଙ୍କ ଜୀଵନ ମଧ୍ୟ ନେଇ ପାରେ। ଏଭଳି କରିବା ଦ୍ୱାରା ଆମର ବହୁ ମୂଲ୍ୟ ଜୀଵନ ମଧ୍ୟ ହାନି ହୋଇପାରେ। ଯାହାବି ହେଉ ଏଭଳି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି। ଲୋକ ମାନେ ଏହା ଦେଖି ଆଶ୍ଚର୍ଯ୍ୟ ଚକିତ ହେବା ସହିତ ସେୟାର ମଧ୍ୟ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।