ହେ ଭଗବାନ ! କୁତ୍ସିତ ମାନସିକତା : କୁକୁରକୁ ବାନ୍ଧି ଦୁଷ୍କର୍ମ କଲେ ଯୁବକ, ଛିଃ ଛିଃ ଏହି ଲଜ୍ୟାଜନକ ଘଟଣା ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ…..

ଆମ ସମାଜରେ ଦିନକୁ ଦିନ ଏମିତି କିଛି ଲଜ୍ୟାକର ଘଟଣା ମାନ ଘଟିବା ରେ ଲାଗିଛି ଯାହାକୁ ଭାଷାରେ ବର୍ଣ୍ଣନା କରିବା ସମ୍ଭବପର ନୁହଁ। ଆଜିର ସମାଜରେ କୁତ୍ସିତ କଦାକାର ମାନସିକତା କୁ ନେଇ ଅନେକ ନିନ୍ଦନୀୟ ଘଟନା ମାନ ମଧ୍ୟ ଘଟିବାର ଦେଖିବାକୁ ମିଳୁଛି।ତେବେ କେତେବେଳେ ନିଜର ସମୂହ ସ୍ବାର୍ଥ କୁ ପୂରଣ କରିବାକୁ ଯାଇ ମଣିଷ ମାନବିକତା ଭୁଲି ଅନ୍ୟକୁ ଅତ୍ୟାଚାର କରୁଛି ତ ପୁଣି କେତେବେଳେ ନିଜର ସ୍ବାର୍ଥ ଏବଂ କାମନା ର ଅଭିଳାଷ କୁ ପୂରଣ କରିବା କୁ ଯାଇ ଅନେକ କରୁଛନ୍ତି ଅକଥନୀୟ ଅତ୍ୟାଚାର।

ତେବେ ମଣିଷ ର ଏଭଳି ପ୍ରକୃତି ବାସ୍ତବରେ ଭୟଭୀତ କଲାଭଳି ଲାଗୁଛି କିନ୍ତୁ ଏହା ମଣିଷର ମାନବିକତା ଏବଂ ବ୍ୟବହାର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ନିଶ୍ଚିତ ଭାବରେ। ତେବେ ଆମେ ଆପଣଙ୍କୁ କହୁଚୁ ଏକ ଏମିତି ଘଟଣା ବିଷୟରେ ଯାହା ଶୁଣିଲା ପରେ ଆପଣଙ୍କ ପାଦତଳୁ ମାଟି ଖସିଯିବ।

ଆପଣ ଅନୁଭବ କରିବେ ମଣିଷର କୁତ୍ସିତ ଏବଂ କଦାକାର ଚିନ୍ତାଧାରା କିପରି ହୋଇପାରେ। ଏମିତି ରେ ଦିନକୁ ଦିନ ସମାଜରେ ଦୁଷ୍କର୍ମ ନାମକ ରୋଗର ସଂକ୍ରମଣ ବଢ଼ିବାରେ ଲାଗିଛି। ପୀଡ଼ିତା ଏବଂ ସୈତାନ ଭଳି ଶବ୍ଦ ଦ୍ବାରା ପୂର୍ଣ୍ଣ ହେଉଛି ପ୍ରତିଦିନର ଖବର କାଗଜ ପୃଷ୍ଠା। ମହମବତୀ ଶୋଭାଯାତ୍ରା ଭିତରେ ନ୍ୟାୟ ପାଇଁ ସ୍ୱର ତ ଉଠୁଛି ହେଲେ ସମୟ ଚକ୍ରରେ ତାହା ଶୀଘ୍ର ମଳିନ ବି ପଡି ଯାଉଛି। କିନ୍ତୁ ମଣିଷ ନିଜର କାମୁକ ମନୋଭାବ ପାଇଁ ପଶୁ କୁ ବି ଯେ ଏହାର ଶିକାର ବନାଇବା ତାହା ବାସ୍ତବରେ ଲଜ୍ୟା ଜନକ। ଯାହା ନିକଟରେ ପଶ୍ଚିମ ମୁମ୍ବାଇରେ ଘଟିଛି।

ତେବେ ସୂଚନା ଥାଉକି ମୁମ୍ବାଇରେ ଜଣେ ୩୦ ବର୍ଷୀୟ ଶୋଭନାଥ ସରୋଜ ନାମକ ବ୍ୟକ୍ତି ଯିଏକି ଜଣେ ଦିନ ମଜୁରିଆ ଅଟନ୍ତି,ସେ ଗୋଟିଏ କୁକୁରକୁ ଖୁଣ୍ଟରେ ବାନ୍ଧି ଦୁଷ୍କର୍ମ କରିବା ଘଟଣା ଏବେ ସାମ୍ନାକୁ ଆସିଛି। ଦୁଷ୍କର୍ମ ପରେ କୁରର ର ଚିତ୍କାର ଏବଂ କ୍ରନ୍ଦନ ଶୁଣି ଲୋକେ ଆସି ଦେଖିବା ବେଳକୁ କୁକୁରଟି ଅଚେତ୍ ଅବସ୍ଥାରେ ପଡିଛି ଏବଂ କୁକୁରର ଗୁପ୍ତାଙ୍ଗରୁ ରକ୍ତ ବାହାରୁଛି।

ଦୁଷ୍କର୍ମ ପରେ ଅଭିଯୁକ୍ତ ଫେରାର ହୋଇଯିବା ପରେ ସ୍ଵେଚ୍ଛା ଚାରୀ ସଂଘ ପକ୍ଷରୁ ପୋଲିସ୍ କୁ ସୂଚନା ଦିଆ ଯାଇଥିଲା ଏବଂ ପୋଲିସ୍ ତଦନ୍ତ କରିବା ସହିତ ଅଭିଯୁକ୍ତ କୁ ଗିରଫ କରିଥିଲା ଏବଂ କୁକୁର ଟିକୁ ଉଦ୍ଧାର ମଧ୍ୟ କରିଥିଲା।ଏହି ଘଟଣା ଉକ୍ତ ଅଞ୍ଚଳରେ ଏକ ଆଲୋଡ଼ନ ସୃଷ୍ଟି କରିଛି।

ତେବେ ସଭ୍ୟ ଶିକ୍ଷିତ ସମାଜ ଆଗରେ ଏହିଭଳି ଘଟଣା ଯେ କେତେ ଗ୍ରହଣୀୟ ତାହା ସମାଜ କହିବ କିନ୍ତୁ ଏଭଳି ଅମାନବୀୟ କାର୍ଯ୍ୟ କରିବା ପୂର୍ବରୁ ନିଜ ବିବେକ ଟିକେ ବାଧା ଦେବା କଥା। କାରଣ ଆମେ ହେଉଛୁ ମଣିଷ।ଆଉ ଆମ ପାଖରେ ରହିଛି ମଣିଷ ପନିଆ। ଭଗବାନଙ୍କ ଦରବାରରେ ଆମେ ହେଉଛୁ ଶ୍ରେଷ୍ଠ ସୃଷ୍ଟି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।