ହଁ ବନ୍ଧୁଗଣ ଦୀର୍ଘ ଦିନ ଧରିକି ନ୍ୟାୟ ପାଇବା ର ଆଶା ମନରେ ରଖିକି ନ୍ୟାୟ ପାଇଁ କାମନା କରିଛନ୍ତି ଦୀପିକା , ଆଉ ଦୀନେଶ ଙ୍କୁ ଫେରି ପାଇବା ସହିତ ନିଜର କୁନି ପୁଅ ର ନ୍ୟାୟ ପାଇଁ କାମନା ମଧ୍ୟ କରିଛନ୍ତି ଦୀପିକା | ଆଉ ଖରା ବର୍ଷା ଶୀତ କାକର କୁ ଖାତିରି ନ କରି ନ୍ୟାୟ ପାଇବା ର ଆଶାରେ ପଡି ରହିଛନ୍ତି ଦୀପିକା ଦୀନେଶ ଙ୍କ ଘର ସାମ୍ନା ରେ | ଆଉ ନ୍ୟାୟ ପାଇବା ବଦଳରେ ତାଙ୍କୁ ମିଳୁଛି ନିର୍ଯାତନା , ଆଉ ଯେଉଁଠି କୁହାଯାଇଛି କି ଦୀନେଶ ସକାଳେ ଇଟିଲି ଆଉ ଘିଗୁନି ମାଗୁଥିବା ବେଳେ ଦୀନେଶ ଙ୍କ ବାପା ଡବଲ ମିନିଙ୍ଗ ରେ ନଡୁ 2 କିଲୋ ମାଗୁଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଆମେ ମାନେ ଜାଣିଛୁ କି ଆଉ ଖରା ବର୍ଷା ଶୀତ କାକର କୁ ଖାତିରି ନ କରି ନ୍ୟାୟ ପାଇବା ର ଆଶାରେ ପଡି ରହିଛନ୍ତି ଦୀପିକା ଦୀନେଶ ଙ୍କ ଘର ସାମ୍ନାରେ ବସି ରହିଛନ୍ତି | କିନ୍ତୁ ଏତେ କିଛି କଷ୍ଟ ସହିବା ପରେ ମଧ୍ୟ ଦୀପିକା ନ୍ୟାୟ ପାଇଁ ପାରୁନାହାନ୍ତି | ଆଉ ଦିନେଶ ଙ୍କର ଘର ଲୋକ ତାଙ୍କ ଉପରେ କେତେବେଳେ ସୋର୍ପ ଜଳ ପକାଉଛନ୍ତି ତ ଆଉ କେତେବେଳେ ସେମାନଙ୍କ ଉପରକୁ ମଇଳା ଆବର୍ଜନା ପକାଉଛନ୍ତି | ତେବେ ଏତେ ସବୁ ପରେ ପୁଣି ଏକ ନୂଆ ଘଟଣା ଟି ସାମ୍ନା କୁ ଆସିଛି |
ଆଉ ଯେଉଁଠି କୁହାଯାଉଛି କି ଦୀନେଶ ଆଗରୁ ସକାଳୁ ଉଠିଲେ ତାଙ୍କର ଦରକାର ହେଉଥିଲା ଇଟିଲି ଆଉ ଘୁଗୁନି ମାଗୁଥିଲେ | ଆଉ ଏଠାରେ ଦୀନେଶ ର ବାପା ଏଠାରେ ମାଗୁଛନ୍ତି ଦୀପିକାଙ୍କୁ ଦୁଇ କିଲୋ ନଡୁ | ଆଉ ଏହି କଥାକୁ ଶୁଣିକି ଖୁସି ହେଇଯାଉଛନ୍ତି ଦୀପିକା | ଆଉ ନଡୁ ଆଣିବା ପାଇଁ ମଧ୍ୟ ବାହାରି ଯାଇଛନ୍ତି ବଜାରକୁ | ଆଉ ନଡୁ ଆଣିକି ଯେତେବେଳେ ଦୀନେଶ ଙ୍କ ଘର ଆଗରେ ଡାକୁଛନ୍ତି ସେ ଆଉ ଶୁଣୁ ନାହାନ୍ତି |
ଆଉ ସେପଟେ ଦୀନେଶ ଙ୍କ ବାପା କହୁଛନ୍ତି ଏବେ ମୁଁ ଯିବିନି ରାତି 12 ରେ ଗ୍ୟାରେଜ କୁ ଯିବି ସେଠି ଧାରଣା ରେ ବସିବି ଆଉ ସେତେବେଳେ ତୁ ନଡୁ ଦେବୁ | ତେବେ ଏହି କଥା ରୁ ଦୀପିକା ଙ୍କ ସାଙ୍ଗ ବୁଝାଇ କହିଛନ୍ତି କି ଦୀନେଶ ଙ୍କ ବାପା ଦୀପିକା ଙ୍କ ଦେହ କୁ ନେଇକି କିଛି ଖରାପ ଉଦେଶ୍ୟ ରେ କହିଛନ୍ତି କିଛି ଏମିତି କଥା ବୋଲି ଜଣା ପଡୁଛି | ତେବେ ଏପଟେ ପୁଅ କୁ ଇଟିଲି ଦରକାର ବେଳେ ବାପା ଙ୍କୁ ନଡୁ ଦରକାର ହେଉଛି | ଆଉ ପୁଅ ର ଦୋଷ ପାଇଁ ଦଣ୍ଡ ଦେବା ବଦଳରେ ବାପା ଏଠି ନିଜେ ଅନ୍ୟାୟ କରିବାରେ ଲାଗିଛି |ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ମଧ୍ୟ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।