IAS Question – ଲେଡ଼ିଜ୍ ମାନଙ୍କର କେଉଁ ଜିନିଷ କୁ ପୁଅ ମାନେ ଖାଆନ୍ତି ? ଏହି ପ୍ରଶ୍ନର ଉତ୍ତର ଦେବାରେ 99% ଲୋକ ଫେଲ

0

ମାନସିକ ଦକ୍ଷତା କୁ ପରୀକ୍ଷା କରିବା ପାଇଁ ଆପଣଙ୍କୁ ସରକାରୀ ସ୍ତରରେ ଭର୍ତ୍ତି ପାଇଁ ହେଉଥିବା ଆବେଦନ ରେ ମୌଖିକ ପରୀକ୍ଷା କରା ଯାଇଥାଏ।ଏହି ମୌଖିକ ପରୀକ୍ଷା ରୁ ଜଣେ ଛାତ୍ର ବା ଛାତ୍ରୀ ର ବୌଦ୍ଧିକ ପରୀକ୍ଷା ର ପରିମାପ କରା ଯାଇଥାଏ।ତେବେ ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷା ମାନଙ୍କରେ ଲିଖିତ ପରୀକ୍ଷା ସହିତ ସାକ୍ଷାତକାର ର ମଧ୍ୟ ବହୁତ୍ ଭୂମିକା ରହିଥାଏ।ତେବେ କିଛି ପ୍ରଶ୍ନ ଏମିତି ହୋଇଥାଏ କି ଯାହା ର ଉତ୍ତର କେବଳ ଉପସ୍ଥିତ ବୁଦ୍ଧି ବଳରେ ହିଁ ଦେଇଥାଏ। ସେହିଭଳି ଆଜିର ଏହି ଲେଖାରେ ଆମେ କିଛି ପ୍ରଶ୍ନ ପଚାରିବୁ ଯାହା ଡବଲ୍ ମିନିଂ ପ୍ରଶ୍ନ ଏବଂ ଏହାର ଉତ୍ତର ଦେବାକୁ ଅନେକ ନିଜକୁ ବିଚଳିତ କରି ଦେଇଥାନ୍ତି।

ତେବେ ନିଜର ଉପସ୍ଥିତ ବୁଦ୍ଧି କୁ ପ୍ରୟୋଗ କରି କିଛି ପ୍ରଶ୍ନ ର ଉତ୍ତର ଦେବାକୁ ପଡ଼ିଥାଏ କାରଣ ଏହା କୌଣସି ବିଷୟ ଗତ ପ୍ରଶ୍ନ ନୁହଁ।ସକାରାତ୍ମକ ଉପାୟରେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ଅଛି ଆମକୁ ସେହିଭଳି ଉତ୍ତର ଦେଖିବାକୁ ପଡ଼ିବ ଯାହାର ଅନ୍ୟ ଅର୍ଥ ମଧ୍ୟ ରହିଥାଏ। ଯେଉଁ ପ୍ରଶ୍ନ ଏହି ଭଳି ପରୀକ୍ଷା ରେ ପଚରା ଯାଇଥାଏ ଆମେ ଆଜି ସେହି ପ୍ରଶ୍ନ ବିଷୟରେ ପଚାରିବୁ ଯାହାର ଉତ୍ତର ୯୦ ପ୍ରତିଶତ ଲୋକ ଜାଣି ନଥିବେ।ଯେଉଁ ପ୍ରଶ୍ନ ଆମେ ଆଜି ଆପଣ ଙ୍କ ନିକଟରେ ଅବଗତ କରିବୁ ତାହା ଟେଷ୍ଟ କିମ୍ବା ଇନଣ୍ଟରଭ୍ୟୁରେ ପଚାରାଯାଏ।ଏମିତିକି ଏହା IAS ପରୀକ୍ଷାରେ ପଚାରାଯାଏ ।ତେବେ ଆସନ୍ତୁ ଆମେ ଏପରି ଏକ ସରଳିଆ ପ୍ରଶ୍ନର ଉତ୍ତର ସମ୍ପର୍କରେ ବତାଇ ଦେବୁ। ଯାହା ର ଉତ୍ତର ଦେଇ ଯୁବତୀ ଜଣଙ୍କ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିଲେ।

ପ୍ରଶ୍ନ ୧) ଆଜି ପର୍ଯ୍ୟନ୍ତ ବୈଜ୍ଞାନିକ ମାନେ ସର୍ବମୋଟ୍କେତୋଟି ଗ୍ରହ ର ସନ୍ଧାନ ପାଇଛନ୍ତି?
ଉତ୍ତର- ୧୮୦୦

ପ୍ରଶ୍ନ ୨) ଆଜି ପର୍ଯ୍ୟନ୍ତ ମୋଟ୍ କେତୋଟି ଉପଗ୍ରହ ସୃଷ୍ଠି ହେଇଛି ?
ଉତ୍ତର- ୫୩ ଟି

ପ୍ରଶ୍ନ ୩) ଦୁନିଆରେ କେଉଁ ଜିନିଷ ଯାହା ତଳେ ପଡିଲେ ଭାଙ୍ଗି ନଥାଏ ?
ଉତ୍ତର- ବର୍ଷା

ପ୍ରଶ୍ନ ୪) ବିଷ୍ଣୁଙ୍କ ଗଦାର ନାମ କଣ ଅଟେ?
ଉତ୍ତର- କୌମଦି

ପ୍ରଶ୍ନ ୫) ଏମିତି କେଉଁ ଜିନିଷ ରହିଛି ଯାହା ସ୍ବାମୀ ଖାଇପାରେ କିନ୍ତୁ ସ୍ତ୍ରୀ ଖାଇପାରେ ନାହିଁ ?
ଉତ୍ତର – ଯୋଡା କଦଳୀ ବା ଜୁଆଁ କଦଳୀ।

ପ୍ରଶ୍ନ ୬) ଆମ ଶରୀରର ଏମିତି କେଉଁ ଅଂଗ ରହିଛି ଯେଉଁଠି ତେଲ ଲଗାଇବା ଦ୍ଲାରା କାନ ସଫା ହୋଇଥାଏ?
ଉତ୍ତର- ନାଭି।

ପ୍ରଶ୍ନ ୭) ଏମିତି କେଉଁ ଜିନିଷ ଯାହାକୁ ଆମେ ଦେଖିପାରୁ କିନ୍ତୁ ତାକୁ ଛୁଇଁପାରି ନଥାଉ ?
ଉତ୍ତର- ସ୍ୱପ୍ନ।

ପ୍ରଶ୍ନ ୮) ଝିଅଙ୍କର କେଉଁ ଅଙ୍ଗକୁ ପୁଅମାନେ ଖାଇ ପାରିବେ ?
ଉତ୍ତର- ଶିକ୍ଷାର୍ଥୀ ଜଣଙ୍କ ଏହି ପ୍ରଶ୍ନର ଉତ୍ତର ଅତ୍ୟନ୍ତ ସହଜରେ ଦେଇ କହିଥିଲେ କି ଲେଡିଜ୍ ଫିଙ୍ଗର ବା ଭେଣ୍ଡି।ଏହା ଏକ ପରିବା ତେଣୁ ଏହାକୁ ସମସ୍ତେ ଖାଇ ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।