ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି ବର୍ତ୍ତମାନ ଗୋଟିଏ ଘଟଣା ଆଉ ତାହା ହେଉଛି ଦ୍ରୌପଦୀ ମୁର୍ମୁ ଙ୍କର ଓଡିଶା ଗସ୍ତ କୁ ନେଇକି କିଛି କଥା | ଆଉ ଯେଉଁଠି କୁହାଯାଉଛି କି ଓଡିଶା ଗସ୍ତ ରେ ଆସିଥିବା ବେଳେ ପ୍ରଥମେ ଦ୍ରୌପଦୀ ମୁର୍ମୁ ଲିଙ୍ଗରାଜ ଙ୍କ ମନ୍ଦିରକୁ ଯାଇଛନ୍ତି ବୋଲି କୁହାଯାଉଛି କି | ଆଉ ସେଠାରେ ତାଙ୍କୁ ସୁରକ୍ଷା ବଳୟ ଭିତରେ ମନ୍ଦିର ଭିତରକୁ ପାଛୋଟି ନିଆଯାଇଛି ଆଉ ସେହି ସମୟରେ ସର୍ବ ସାଧରଣ ଙ୍କର ଦର୍ଶନ କାର୍ଯ୍ୟ ବନ୍ଦ ରହିଛି ବୋଲି ମଧ୍ୟ କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
ଯାହା କୁହାଯାଉଛି କି ଦୁଇଦିନ ଓଡିଶା ଗସ୍ତ ରେ ଆସିଛନ୍ତି ଆମ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ | ଆଉ ଯାହା କୁହାଯାଉଛି କି ଓଡିଶା କୁ ଆସିବା ବେଳେ ସେ ପ୍ରଥମେ ଲିଙ୍ଗରାଜ ଙ୍କ ମନ୍ଦିରକୁ ଯାଇଛନ୍ତି ଆଉ ତାଙ୍କ ସହିତ ତାଙ୍କ ଝିଅ ମଧ୍ୟ ଯାଇଛନ୍ତି |ଆଉ ଯାହା କୁହାଯାଉଛି କି ମାଉସୀ ମା ଛକ ରୁ ରଥ ରୋଡ଼ ହୋଇ ଆସିଥିଲେ ମହା ମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲିଙ୍ଗ ରାଜ ଙ୍କର ଦର୍ଶନ ପାଇଁ |ଆଉ ଯାହା କୁହାଯାଉଛି କି ଗର୍ଭଗ୍ରହ କୁ ପ୍ରଭୁ ଙ୍କୁ ଜଳା ଭିଷେକ କରିଥିଲେ ଓ କ୍ଷୀର ଭିଷେକ ମଧ୍ୟ କରିଥିଲେ ଆଉ ଲିଙ୍ଗରାଜ ମନ୍ଦିରରେ ଦର୍ଶନ ମଧ୍ୟ କରିଥିଲେ |
ଆଉ ତାହା ସହିତ ଯାହା କୁହାଯାଉଛି କି ପ୍ରଥମେ ଗଣେଶ ଙ୍କର ମୂର୍ତ୍ତି ଙ୍କୁ ପ୍ରଥମେ ଦର୍ଶନ କରିଥିଲେ ଆଉ ତାହା ପରେ ଲିଙ୍ଗରାଜ ଙ୍କ ମନ୍ଦିରକୁ ଦର୍ଶନ କରିବା ପାଇଁ ଯାଇଥିଲେ |ତାହା ସହିତ ଦୁଦୁରା ନାଗ ଚମ୍ପା ଓ ଅଶୋକ ଫୁଲ ରେ ବାବା ଙ୍କର ପୂଜା ମଧ୍ୟ କରିଛନ୍ତି ବୋଲି କୁହାଯାଉଛି | ତେବେ ଦ୍ରୌପଦୀ ମୁର୍ମୁ ମଧ୍ୟ ଲିଙ୍ଗରାଜ ମନ୍ଦିର କୁ ଦର୍ଶନ କରିବାକୁ ଯାଇକି ବେଶ ଖୁସି ଅଛନ୍ତି ବୋଲି କୁହାଯାଉଛି ଆଉ ଓଡିଶା କୁ ଆସି ବାବା ଙ୍କ ର ଦର୍ଶନ ପାଇଁ ମଧ୍ୟ ବେଶ ଖୁସି ଥିବାର ଜଣା ପଡିଛି |
ଆଉ tahac ଛଡା ଯାହା କୁହାଯାଉଛି କି ଦ୍ରୌପଦୀ ମୁର୍ମୁ ଙ୍କ ସହିତ ତାଙ୍କର ଝିଅ ମଧ୍ୟ ଯାଇଛନ୍ତି ଲିଙ୍ଗରାଜ ଙ୍କର ଦର୍ଶନ ପାଇଁକି | ତେବେ ନିଜର ଜନ୍ମମାଟି ଓଡିଶା କୁ ଆସିଛନ୍ତି ଦ୍ରୌପଦୀ ମୁର୍ମୁ ଆଉ ଲିଙ୍ଗରାଜ ଙ୍କର ଦର୍ଶନ ପାଇଁକି ମଧ୍ୟ ଯାଇଛନ୍ତି ଓ ଭକ୍ତି ର ସହିତ ପୂଜା କରିଛନ୍ତି | ଆଉ ଏହି ସମୟରେରେ ଜନ ସାଧାରଣ ଙ୍କର ଦର୍ଶନ କୁ ମଧ୍ୟ ବନ୍ଦ କରାଯାଇଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।