ଦେଖନ୍ତୁ ଭିଡ଼ିଓ : ସିଂହଟି ଝିଅଟିକୁ ଝାମ୍ପିନେବା ପାଇଁ ଆସୁଥିବା ବେଳେ ଦେଖନ୍ତୁ ହଠାତ କ’ଣ କଲା ଛୋଟ ଛୁଆଟି…. ଏବେ ସୁଦ୍ଧା ୬୦ ହଜାର ରୁ ଅଧିକ ଲୋକ ଦେଖି ସାରିଲେଣି

0

ଡିଜିଟାଲ ଯୁଗରେ ଅନେକ କିଛି ଘଟଣାର ଭିଡିଓ ଆମେ ଘରେ ରହି ଅନେକ ସମୟ ରେ ଦେଖିବା ପାଇଁ ପାଉଛୁ। ଅନେକ ଘଟଣା ସମ୍ପର୍କରେ ମଧ୍ୟ ଅବଗତ ହୋଇ ପାରୁଛୁ। ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ନିଶ୍ଚିତ ଦେଖୁଥିବେ।ସେ ମଧ୍ୟରୁ ଖୁସି, ମଜା, ଦୁଃଖ ବେଦନା ଏବଂ ଭୟଭୀତ କଲାଭଳି ଖବର ମଧ୍ୟ ଆପଣ ଏଠାରେ ନିୟମିତ ଭାବରେ ଦେଖିବାକୁ ପାଉଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା ବହୁତ ମଜାଳିଆ ବା କୌତୁକିଆ ହୋଇଥାଏ।ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।

ତେବେ କୌତୁକିଆ ଭିଡିଓ ଗୁଡ଼ିକ ସାଧାରଣତଃ ଆମକୁ ମନୋରଂଜନ ର ସୁରାକ ଯୋଗାଇଥାଏ।ଆଉ ଯଦି ଏହା କୁନି ପିଲା ମାନଙ୍କର ଭିଡିଓ ହୋଇଥାଏ ତେବେ ଏହା ଆହୁରି ଭଲ ଲାଗିଥାଏ। ତେବେ ଆମେ ଜାଣିବା ଏବଂ ଦେଖିବା ଏକ ଏମିତି ଭାଇରାଲ ଭିଡିଓ ବିଷୟରେ ଯାହା ଆପଣଙ୍କୁ ଚକିତ କରିବା ସହିତ ଖୁସି ମଧ୍ୟ କରାଇବ। ସାଧାରଣତଃ ପିଲା ମାନେ ବଡ଼ ବଡ଼ ପଶୁ ଦେଖିଲେ ଅଧିକ ଭୟ କରିଥାଆନ୍ତି। ପଶୁ ମାନଙ୍କ ନାଁ କହିଲେ ସେମାନେ ଡରରେ ବଦମାସି ଛାଡି ସବୁ କାମ ଜଲଦି କରି ଦିଅନ୍ତି। ଆପଣ ଦେଖିଥିବେ ଘରେ ଛୋଟ ବେଙ୍ଗ ଟିଏ ବି ତାଙ୍କ ଆଡ଼କୁ ଆସିଲେ ସେମାନେ ଡରରେ ସେଠାରୁ ଘୁଞ୍ଚି ଯାଇ କାନ୍ଦି ପକାନ୍ତି।

ଆଉ ସେହିଭଳି ମାଙ୍କଡକୁ ଦେଖିଲେ ଡରି ସେଠାରୁ ଦୌଡ଼ି ପଳେଇ ଆସନ୍ତି। ଅବଶ୍ୟ କିଛି ପିଲା ଏହାକୁ ବୁଝି ପାରନ୍ତି। ସେମାନେ ଟିକେ ସାହସୀ ହୋଇଥାଆନ୍ତି। ତେବେ ସେହିପରି ଏବେ ଯେଉଁ ଭିଡିଓ ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏଠାରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି। ଏଠାରେ ଦୁଇଜଣ ଛୋଟ ପିଲା କାଚ ଘର ଭିତରେ ଛିଡା ହୋଇ ସେଠାରୁ କିଛି ଦୂରରେ ଥିବା ଏକ ସିଂହଙ୍କୁ ଦେଖି ତାର ମଜା ନେଉଛନ୍ତି। ସିଂହ ମଧ୍ୟ ସେମାନଂକୁ ସେଠାରେ ଦେଖିବା ପାଇଁ ପାଇବା ପରେ ସେ ଦେଖି ଦୌଡ଼ି ଆସୁଛି। କିନ୍ତୁ ଏହି ପିଲା ଏବଂ ସିଂହ ଭିତରେ ଏକ କାଚ ର ଗେଟ୍ ରହିଛି।

ସିଂହ ଯେତେବେଳେ ଦୌଡ଼ି ଆସୁଛି ଏହି ପିଲା ମାନଙ୍କୁ ଦେଖି ସେତେବେଳ ସେ ଝାମ୍ପିବା ପାଇଁ ଚେଷ୍ଟା କରୁଥିବା ବେଳେ କାଚରେ ବାଡ଼େଇ ହୋଇ ଯାଉଛି।ସେ କେବଳ ପିଲା ମାନଙ୍କୁ ଅନାଉଛି କିନ୍ତୁ କିଛି କରି ପାରୁନାହିଁ। ତା ସମ୍ମୁଖରେ ଥିବା କାଚ ରେ ସେ ମୁହଁକୁ ଘସି ହେଉଛି। ଆଉ ଏହାକୁ ଦେଖି କୁନି ପିଲାଟି ସେଠାରୁ ଦୌଡ଼ି ଆସି କାନ୍ଦିବାକୁ ଲାଗୁଛି। ତାପରେ ତାର ମାଆ ତାକୁ ବୁଝାଇବା ସହ ଏହାକୁ ଦେଖି ହସୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।